କେବେ ଖାଇଛନ୍ତି ବନ୍ଧା କୋବି ଚଟଣି ?
ଆବଶ୍ୟକ ସାମଗ୍ରୀ: ବନ୍ଧା କୋବି, ରସୁଣ, ଅଦା, କଞ୍ଚାଲଙ୍କା, ରାଶି, ହଳଦୀ, ତେଲ, ଜିରା, ତେନ୍ତୁଳି ଓ ଲୁଣ ।
ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ବନ୍ଧାକୋବିକୁ କାଟି ଭଲଭାବେ ଧୋଇ, ଛାଣି ରଖନ୍ତୁ। ଏବେ କରେଇ ଗରମ କରି ବିନା ତେଲରେ ରାଶିକୁ ଭାଜି ରଖନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି…
