Odia News Portal

ଭାରତର ଆର୍ଥିକ ମାନ୍ଦାବସ୍ଥା ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର()  ଭାରତର ଆର୍ଥିକ ମାନ୍ଦାବସ୍ଥା ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟା । ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । କିନ୍ତୁ ଭାରତରେ ଏହାର ପ୍ରଭାବ ସବୁଠାରୁ କମ୍ ପଡିଛି । ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇଛି…

ଏଣିକି ବିଜୁଳି କଟିଲେ ଜନତାଙ୍କୁ ମିଳିବ ଜରିମନା

ନୂଆଦିଲ୍ଲୀ()  ଏଣିକି ବିଜୁଳି କଟିଲେ ଜନତାଙ୍କୁ ମିଳିବ ଜରିମନା । ଆଉ ଜନତାଙ୍କୁ ଏହି ଜରିମନା ଦେବ ବିଦ୍ୟୁତ ବିତରଣକାରୀ ସଂସ୍ଥା । ତେବେ ଆଗାମୀଦିନରେ ସପ୍ତାହକ ୭ ଦିନ ଯାଏଁ ଲୋକଙ୍କୁ ୨୪ ଘଂଟିଆ ବିଜୁଳି ସେବା ମିଳିବ । ଯଦି ଏହି ସମୟରେ ବିଦ୍ୟୁଟ୍ କାଟ ହୁଏ ତେବେ ଆପଣଙ୍କୁ ଏଥିପାଇଁ…

ମେଡିକାଲ କଲେଜରେ ସେବା ବ୍ୟବସ୍ଥାର ଅନୁଧ୍ୟାନ କଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ

ବ୍ରହ୍ମପୁର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5-ଟି ମନ୍ତ୍ରର ପ୍ରଭାବ କେବଳ ପ୍ରଶାସକଙ୍କ ଉପରେ ପଡିନି । ରାଜନୈତିକ ନେତାମାନେ ବି ଲୋକଙ୍କ ସମସ୍ୟା ସହ ସିଧାସଳଖ ସମ୍ପୃକ୍ତ ହେବା ସହ ସରକାରୀ ସେବା ପ୍ରଦାନକାରୀ ଅନୁଷ୍ଠାନରେ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି ଲୋକ ପ୍ରତିନିଧି । ନିକଟରେ…

ଜହ୍ନରାଇଜରେ ସୁରକ୍ଷିତ ଅଛି ‘ବିକ୍ରମ’: ଇସ୍ରୋ

ନୂଆଦିଲ୍ଲୀ() ଇସ୍ରୋ ଦେଲା ଖୁସି ଖବର । ଚନ୍ଦ୍ରପୃଷ୍ଠରେ ଠିକ ଅଛି ଲ୍ୟାଣ୍ଡର ବିକ୍ରମ । ତେବେ ଇସ୍ରୋ ପକ୍ଷରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗା ସ୍ଥାପନ କରିବାକୁ ସବୁ ସମ୍ଭବ ଚେଷ୍ଟା କରାଯାଉଥିବା ନେଇ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର…

ଟ୍ରାଫିକ ନିୟମ ୩ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

କାଗଜପତ୍ର ପ୍ରସ୍ତୁତ କରିବାକୁ ବ୍ୟାପକ ସଚେତନତା କର ଭୁବନେଶ୍ବର () ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ମୋଟର ଯାନ ଆଇନରେ ସଂଶୋଧନ ପରେ ଲାଗୁ ହୋଇଥିବା ଫାଇନ ବ୍ୟବସ୍ଥାରେ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ କରି ଭୁବନେଶ୍ବରରେ ସୃଷ୍ଟି ହେଉତିବା ଜନ ଅଶନ୍ତୋଷକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ…

ଆପୋଲୋର ପଞ୍ଜୀକରଣ ରଦ୍ଦ ହେବ

ଭୁବନେଶ୍ବର ()  ଅଡୁଆରେ ଘରୋଇ ଘରୋଇ ହସପିଟାଲ ଆପୋଲୋ ।ବେଆଇନ କିଡନି ପ୍ରତିରୋପଣ ମାମଲାରେ  ଜାତୀୟ ମାନବାଧିକାର କମିସନ ଆପୋଲୋ ହସପିଟାଲ  ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଏନ୍ଏଚ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି।…

ବ୍ଲାକ୍‌ମେଲ କରି ଲୁଟିନେଲେ ୨୦ ଲକ୍ଷ ଟଙ୍କା ଓ ସାମଗ୍ରୀ

ବାଣପୁର : ସମ୍ପର୍କ ସୃଷ୍ଟି କରି ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇଲେ । ପରେ ନିଶା ଦେଇ ଆପତ୍ତିଜନକ ଫଟୋ ଓ ଭିଡିଓ ସୁଟ କରିଲେ । ଏହି ଫଟୋ ଓ ଭିଡିଓ ଭାଇରାଲ କରିଦେବା ବ୍ଲାକ୍‌ମେଲ କରି ମହିଳାଙ୍କଠାରୁ ଲୁଟିନେଲେ ୨୦ ଲକ୍ଷରୁ ଅଧିକ ଟଙ୍କା ଓ ସାମଗ୍ରୀ । ଏପରି ଏକ ଚାଞ୍ଚଲ୍ୟକର ଘଟଣାରେ…

ରୋଡ଼୍‌ ରୋମିଓଙ୍କୁ ଉତ୍ତମ ମଧ୍ୟମ, କମେଣ୍ଟ ମାରିବାରୁ ଛେଚିଲେ ଯୁବତୀ

ଭୁବନେଶ୍ୱର : କିଛି ଦିନ ରାଜଧାନୀ ଭୁବନେଶ୍ୱରରେ ରୋଡ୍‌ ରୋମିଓ ସାଜି ସ୍ମାର୍ଟ ଦେଖାଉଥିବା ଯୁବକଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି ଯୁବତୀ । ଜଣେ ଯୁବତୀଙ୍କୁ ପିଛା କରିବା ଏବଂ କମେଣ୍ଟ ମାରିବା ଦୁଇ ଜଣ ଯୁବକଙ୍କ ପାଇଁ ଭାରି ପଡ଼ିଛି । ଶେଷରେ ସ୍ଥାନୀୟ ଲୋକ ଓ ଯୁବତୀ ମିଶି ଭଲି କରି ଉତ୍ତର…

ଆସନ୍ତୁ ଜାଣିବା କ’ଣ ପାଇଁ ଖାସ ହେବ ଏହି ଫିଲ୍ମ

ବମ୍ବେ : ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍ ଯୁଦ୍ଧକୁ କେନ୍ଦ୍ର କରି ନିର୍ମାଣାଧୀନ ଫିଲ୍ମ ‘ପାନିପତ୍ ’ ଏବେ ବଲିଉଡର ସବୁଠୁ ଚର୍ଚ୍ଚିତ ପ୍ରକଳ୍ପ ମଧ୍ୟରେ ଅନ୍ୟତମ । ଭିଜନ ୱାର୍ଲଡ ଫିଲ୍ମସର ମାଲିକ  ରୋହିତ ଶୋଲତକର ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି।ତେବେ ଆସନ୍ତୁ…

ଗୋଟିଏ ଜୁଇରେ ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଚିତା

ନୟାଗଡ଼ : ଗୋଟିଏ ଜୁଇରେ ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଚିତା । ଏଭଳି ଅଭବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ । ମୃତକମାନେ ହେଲେ ବାଉଁସିଆପଡ଼ା ଗାଁର ଅଇଁଠା ନାୟକ ଓ ତାଙ୍କ ପତ୍ନୀ ସୁକୁରି ନାୟକ । ଅସୁସ୍ଥତା ଯୋଗୁ ସୁକୁରି ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏତିକିବେଳେ ସ୍ୱାମୀଙ୍କର…