ସକାଳୁ ଖାଲି ପେଟରେ ଖାଆନ୍ତୁ ଗଜା ବୁଟ ଓ ମୁଗ…
ସକାଳେ ଦୁଇ ମୁଠା ଗଜା ବୁଟ ବା ମୁଗ ଖାଇବା ପାଇଁ ଡାକ୍ତର ଅନେକ ସମୟରେ ପରାମର୍ଶ ଦେଇଥାନ୍ତି। ବୁଟ କିମ୍ୱା ମୁଗକୁ ଗଜା କରିବା ପାଇଁ ଏହାକୁ ପାଣିରେ ଭିଜାଇ ରଖାଯାଇଥାଏ। ଏଥିରେ ଭିଟାମିନ୍ ‘ସି’ ଓ ‘ବି’ ପ୍ରଚୁର ପରିମାଣରେ ରହିଛି। ତେବେ ଏହାକୁ ସକାଳୁ ଖାଲି ପେଟରେ ଖାଇଲେ ଆପଣଙ୍କ ଶରୀରକୁ…
