ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟଙ୍କ ଉପାନ୍ତ ଅଞ୍ଚଳ ଗସ୍ତ
ବ୍ରହ୍ମପୁର : ଯୁବ ଆଇ .ଏ.ଏସ୍ ଅଫିସର ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ । ପାତ୍ରପୁର ବ୍ଳକ୍ ଆଙ୍କୁଲି ପଞ୍ଚାୟତର ୬ଟି ଗାଆଁ ବୁଲି ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ଏହି ଯୁବ ଅଧିକାରୀ । ବ୍ରହ୍ମପୁର ଉପଜିଲ୍ଲାପାଳ ଏଲଗଲ, ବେହେରାପୁଟ୍,…
