Odia News Portal

ବିଜେପିରେ ଅପରାଜିତାଙ୍କୁ ନେଇ ଅନ୍ତଃକନ୍ଦଳ

ଭୁବନେଶ୍ବର : ରାଜ୍ୟ ବିଜେପିର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ଅପରାଜିତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ଏକ ଗୋଷ୍ଠି । ଏ ସଂପର୍କରେ ସେମାନେ ଦଳର ରାଜ୍ୟ ନେତୃତ୍ବଙ୍କୁ ଏକ ଲମ୍ବା ଚିଠି ମାଧ୍ୟମରେ ଜଣାଇଛନ୍ତି । ଅପରାଜିତାଙ୍କ ଏକପାଖିଆ…

ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର() ଆଦିତ୍ୟ ପାଢୀଙ୍କୁ ନୂଆ ନିଯୁକ୍ତି ।ମୁଖ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏହି ନୂଆ ନିଯୁକ୍ତି ଉପରେ ରାଜ୍ୟପାଳଙ୍କ ମୋହର ବାଜିବା ପରେ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଆଦିତ୍ୟ ।୧୯୮୩ ମସିହା ବ୍ୟାଚର ଏହି…

ଏଣିକି ସ୍ବାଧୀନତା ସଂଗ୍ରାମୀ “ମାନ୍ୟବର” ବୋଲି ସମ୍ବୋଧନ କରାଯିବ

ଭୁବନେଶ୍ବର () ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକି ଅବସରରେ ପାଳିତ ହେଉଥିବା ସ୍ବାଧୀନତା ଦିବସରେ ଦେଶ ସ୍ବାଧୀନତାରେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସ୍ବାଧୀନତା ସଂଗ୍ରାମୀ “ମାନ୍ୟବର” ବୋଲି ସମ୍ବୋଧନ କରାଯିବ ।…

ବ୍ରିଟିଶ ପରମ୍ପରା ଗାର୍ଡ ଅଫ ଅନର ବ୍ୟବସ୍ଥା ଉଚ୍ଛେଦ

ଭୁବନେଶ୍ୱର () ରାଜ୍ୟରେ ଗାର୍ଡ ଅଫ ଅନର ବ୍ୟବସ୍ଥାର ଉଚ୍ଛେଦ ହେଲା । ଆଜିଠାରୁ ଏହି ବ୍ରିଟିଶ ପରମ୍ପରାର ଉଚ୍ଛେଦ କରାଗଲା । ଏହି ବ୍ୟବସ୍ଥାର ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି । ଏଣିକି କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ…

ଭଟ୍ଟାରିକା ମନ୍ଦିରରେ ବନ୍ୟା ଜଳ

କଟକ : ମନ୍ଦିରରେ ପଶିଲା ପାଣି । ମହାନଦୀରେ ପାଣି ବଢି କଟକ ଜିଲ୍ଲା ବଡମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛି। ଫଳରେ ମାଆଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମନ୍ଦିର ଓ ମନ୍ଦିର ବେଢାରେ ୫ ଫୁଟରୁ ଅଧିକ ପାଣି ଚାଲୁଛି । ସେପଟେ ଦର୍ଶନ ନପାଇ ଭକ୍ତମାନେ ନିରାଶ…

ପୁଣି ଲଜ୍ଜା : ନାବାଳିକାକୁ ଥଣ୍ଡାରେ ନିଶା ଦେଇ ଗଣ ଦୁଷ୍କର୍ମ

ବାଲେଶ୍ୱର : ସୋର ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକାକୁ ଥଣ୍ଡାରେ ନିଶା ଦେଇ ଗଣ ଦୁଷ୍କର୍ମ କରିବାର ୧୨ ଦିନ ପରେ ବି ମିଳିନି ଅଭିଯୁକ୍ତଙ୍କ ସୁରାକ୍‌ । ସେପଟେ ନାବାଳିକାର ପରିଚୟ ମିଳିପାରି ନଥିବା ବେଳେ ମାମଲା ରୁଜୁ କରିପାରୁନି ପୋଲିସ । ଜଣେ ଯୁବକ ନାବାଳିକାକୁ ବୁଲାଇ ଆଣିବାକୁ କହି ଥଣ୍ଡା…

ଆଜି ତୃତୀୟ ଦିନିକିଆ, ଶୃଙ୍ଖଳା ଲକ୍ଷ୍ୟରେ ଭାରତ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ । ଭାରତ ୧-୦ରେ ସିରିଜ୍‌ ଆଗୁଆ ଥିବାରୁ ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚେଷ୍ଟା କରିବ । ସେହିପରି ୱେଷ୍ଟଇଣ୍ଡିଜ୍‌ ଦଳ ମ୍ୟାଚ୍‌ ଜିତି ସିରିଜ୍‌ ବରବାର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ବର୍ଷା ଯୋଗୁ…

ସୋସିଆଲ ମିଡିଆ ମାଧ୍ୟମରେ ବିଜେଡିକୁ ଘାଇଲା କରୁଛନ୍ତି ଦଳୀୟ ନେତା

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦରୁ ବିଧାୟକ ହେଲେ । ଭୋଟ ବେଳେ ଲୋକଙ୍କୁ କହିଲେ ଆମେ କିଛି ନୁହେଁ, ସବୁ ହେଉଛନ୍ତି ନବୀନ । ଲୋକେ ବି ନବୀନଙ୍କ ମୁହଁକୁ ଚାହିଁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ପିଟିଲେ । ବିଧାୟକ ହେବାପରେ କିନ୍ତୁ କିଛି ବିଜେଡି ନେତାଙ୍କ ରଙ୍ଗ ବଦଳିବାରେ ଲାଗିଛି ।…

ଖୋଲିଲା ହକି ପ୍ରଶିକ୍ଷଣ ଏକାଡେମୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହକି ପ୍ରଶିକ୍ଷଣ ଏକାଡେମୀ ପାଇଁ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ଶ୍ରେଷ୍ଠ ହକି ପ୍ରତିଭାଙ୍କୁ ଭବିଷ୍ୟତର ଜାତୀୟ ଏବଂ ଆନ୍ତର୍ଜାତିକ କ୍ରୀଡ଼ାବିତ୍ ଭାବେ ପ୍ରସ୍ତୁତ କରାଯିବ । ରାଜ୍ୟର କ୍ରୀଡ଼ା…

ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସ୍ବାଧୀନତା ଦିବସ ସଚେତନତା ସୃଷ୍ଟି ସମାବେଶ

ଭୁବନେଶ୍ବର : ସ୍ବାଧୀନତା ଦିବସକୁ ନିର୍ବିଘ୍ନ ଏବଂ ଆନନ୍ଦ ଉଲ୍ଲାସ ସହିତ ପାଳନ କରିବା ପାଇଁ ବିଜେବି କଲେଜର ଛାତ୍ର ଛାତ୍ରୀମାନେ କରିଛନ୍ତି ସଚ୍ଚେତନତା ସମାବେଶ। ଛାତ୍ର ଛାତ୍ରୀମାନେ ରାଷ୍ଟ୍ରର ଏକ ବଡ ଶକ୍ତି । ଛାତ୍ର ଶକ୍ତି ଆଗକୁ ଆସିଲେ ଦେଶର ସୁରକ୍ଷା ଓ ସମୃଦ୍ଧି ଆଗକୁ ବଢିବ । ଏଥିପାଇଁ…