Odia News Portal

ରିଲିଜ୍‌ ହେଲା ‘ଓ୍ଵାର’ ଫିଲ୍ମର ପ୍ରଥମ ଗୀତ

ରିଲିଜ୍‌ ହେଲା ‘ଓ୍ଵାର’ ଫିଲ୍ମର ପ୍ରଥମ ଗୀତ । ଗୀତରେ ହ୍ରିତିକ୍‌ ରୋଶନ ଓ ବାଣୀ କପୁରଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଗୀତକୁ ଗାଇଛନ୍ତି ଅରଜିତ୍‌ ସିଂହ ଓ ଶିଳ୍ପା ରାଓ । ଏହି ଗୀତ ହନି ସିଂହଙ୍କ ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା ଭଳି ହୋଇଥିବା କୁହାଯାଉଛି । ହ୍ରିତିକ୍‌ ଓ…

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଲେ ଏହି କ୍ରିକେଟର, ଖୁବ୍ ଶୀଘ୍ର ବିବାହ

ନୂଆଦିଲ୍ଲୀ : ଭାରତୀୟ ଯୁବତୀଙ୍କୁ ନିଜ ମନ ଦେଇଥିବା ଏହି ଅଷ୍ଟ୍ରେଲିଆ କ୍ରିକେଟର ଜଣଙ୍କ ହେଉଛନ୍ତି ଅଲରାଉଣ୍ଡର ଗ୍ଳେନ୍ ମାକ୍ସୱେଲ୍ । ଗ୍ଳେନ୍ ଗତ ଦୁଇ ବର୍ଷ ହେବ ଜଣେ ଭାରତୀୟ ଯୁବତୀଙ୍କୁ ଡେଟ୍ କରୁଛନ୍ତି । ଏହି ଭାରତୀୟ ଯୁବତୀ ଜଣଙ୍କ ହେଉଛନ୍ତି ବିନି ରମନ୍ । ଯାହାଙ୍କୁ ଖୁବ୍ ଶୀଘ୍ର…

ଘରୁ ମୂଷା ଓ ଚୁଚୁନ୍ଦ୍ରାଙ୍କୁ ତଡ଼ିବାର ସହଜ ଉପାୟ…

ଭୁବନେଶ୍ୱର : କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ ତଡ଼ିବା ପାଇଁ କେହି କେହି ବିଷର ପ୍ରୟୋଗ କରିଥାନ୍ତି। ମାତ୍ର ଏଥିରେ ମୁହଁ ମାରି ମୂଷା ଏବଂ ଚୁଚୁନ୍ଦ୍ରା ଘୋଡ଼ା ନ…

ପୂର୍ବରୁ ଏମିତି ଥିଲେ, ଏବେ ବଦଳିଗଲାଣି ଏହି ଅଭିନେତ୍ରୀଙ୍କ ଚେହେରା

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବାବେଳେ ଫ୍ୟାନ୍‌ମାନଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଛନ୍ତି, ଯାହା ବର୍ତ୍ତମାନର ନୁହେଁ। କିଛିଦିନ ତଳର। ଏଥିରେ ସେ ଖୁବ୍‌ ମୋଟି ଦେଖାଯାଉଛନ୍ତି। ସାରା…

ଟ୍ୟୁମର ପାଇଁ ବେଶ୍‌ ଉପକାରୀ ଅଶ୍ୱଗନ୍ଧା

ଅଶ୍ୱଗନ୍ଧାର ବିଭିନ୍ନ ଔଷଧୀୟ ଗୁଣ ରହିଛି। ଏହାର ମଞ୍ଜି, ଚେର, ଏବଂ ପତ୍ରଗୁ ଏକାଧିକ ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ। ଅଶ୍ୱଗନ୍ଧାରେ ରହିଛି ପ୍ରଚୁର ମାତ୍ରାରେ ପ୍ରୋଟିନ କ୍ୟାଲସିୟମ ଏବଂ ଫସଫରସ୍‌ ଭରି ରହିଛି। ଟ୍ୟୁମର୍‌ ପାଇଁ ମଧ୍ୟ ଏହା ଉପକାରୀ। ଟ୍ୟୁମର ଓ ଟ୍ୟୁବର କୁଲୋସିସ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା ..

ମେଷ - ଆଜି କାର୍ଯ୍ୟବ୍ୟସ୍ତତା କାରଣରୁ ଅଧିକାଂଶ ସମୟ ମନ ଅସ୍ଥିର ରହିବ। ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ପରିବାରରେ ପିଲାଙ୍କ ସମସ୍ୟା ବିଷୟ ନେଇ ମାନସିକ ସ୍ଥିତି ବିପନ୍ନ ରହିପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ଯୋଜନା ଚିନ୍ତା…

ସର୍ଟଲେସ ଫଟୋ ସେୟାର କରି ଟ୍ରୋଲ ହେଲେ କ୍ରିକେଟର

କ୍ରିକେଟର ବିରାଟ କୋହଲି ସୋସିଆଲ ମିଡିଆରେ ସର୍ଟଲେସ ଫଟୋ ସେୟାର କରିଛନ୍ତି । ଏହାକୁ ନେଇ ଟ୍ରୋଲ କରିବାରେ ଲାଗିଛନ୍ତି କ୍ରିକେଟ ପ୍ରେମୀ । ସୂଚନାଯୋଗ୍ୟ ଯେ, ସାରା ଦେଶରେ ନୂତନ MVA 2019 ଲାଗୁ ହେବାପରେ ଟ୍ରାଫିକ ନିୟମର ଉଲ୍ଲଂଘନକାରୀଙ୍କୁ ମୋଟା ରକମର ତଣ୍ଡ ଗଣିବାକୁ ପଡୁଛି । କୋହଲି…

ପରିକଳ୍ପିତ ଐତିହ୍ୟ ନଗରୀ ପୁରୀ ପାଇଁ ଦେଖନ୍ତୁ ବ୍ଲୁପ୍ରିଣ୍ଟ

ଐତିହ୍ୟ ଜୋନ, ରଘୁନନ୍ଦନ ପାଠାଗାର ଓ ବାସଗୃହ ଯୋଜନାକୁ ମଂଜୁରୀ ଭୁବନେଶ୍ବର () ପୁରୀର ରୂପାନ୍ତରଣକୁ ନେଇ ବିଭିନ୍ନ ବର୍ଗର ଲୋକ, ନେତା, ପ୍ରଶାସକ ଏପରିକି ସାଧୁ ସନ୍ଥଙ୍କ ମନରେ ବି ନାନା ପ୍ରଶ୍ନ ରହିଛି । କି ପ୍ରକାର ଐତିହ୍ୟ ସହରର ପରିକଳ୍ପନା କରାଯାଇଛି । କିଭଳି ଭାବେ ଶ୍ରୀମନ୍ଦିରକୁ…

ରୁପା ଡେଇଁଲା ୫୦ ହଜାର

ଭୁବନେଶ୍ୱର() ସୁନା ପରେ ଏବେ ରୁପା ଦର ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ସୁନା ଦର ବୃଦ୍ଧି ହୋଇଥିବା ବେଳେ ଏବେ ରୁପା ଦର ମଧ୍ୟ ବୃଦ୍ଧି ଘଟିଛି । ପୂର୍ବରୁ ରୁପା ଦର କେଜି ୪୮,୦୫୫ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା ୨୦୭୦ ଟଙ୍କା ବଢି ୫୦,୧୨୫ ଟଙ୍କାରେ ପହଂଚିଛି ।

ତିହାରରେ କଟିବ ଚିଦାମ୍ବରମଙ୍କ ରାତି

ନୂଆଦିଲ୍ଲୀ() ତିହାର ଜେଲ ଯିବେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଆସନ୍ତା ୧୯ ତାରିଖ ଯାଏ ଏହି ଜେଲରେ ରହିବେ। ଏହି ନିର୍ଦ୍ଦେଶ ଦେଲେ ରାଉଜ ଏଭିନ୍ୟୁ…