Odia News Portal

ମହୁମାଛି ଆକ୍ରମଣରେ ମନ୍ଦିର ପୂଜକଙ୍କ ସମେତ ୩୦‌ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ

କୋରାପୁଟ ଜିଲ୍ଲା ବୈପାରିଗୁଡ଼ାସ୍ଥିତ ପ୍ରସିଦ୍ଧ ବୀରଖମ୍ବ ମନ୍ଦିରରେ ଆଜି ମହୁମାଛି ଆକ୍ରମଣରେ ୩୦ ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତର କେନ୍ଦୁପଡା ଜଙ୍ଗଲ ଭିତରେ ବୀରଖମ୍ବ ମନ୍ଦିର ଅଛି ଏବଂ ଏଠାରେ ସପ୍ତାହରେ ଦୁଇ ଦିନ ଅର୍ଥାତ୍ ମଙ୍ଗଳବାର…

ପାଟୁଆ ନାଚ ବେଳେ ଅଘଟଣ: ଜିଲ୍ଲାପାଳଙ୍କ ତଦନ୍ତ ତଦନ୍ତ ନିର୍ଦ୍ଦେଶ

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ନୂଆନନ୍ଦ ପଞ୍ଚାୟତ ବଡ଼ହାଟୁଆରି ଗାଁରେ ଗତକାଲି ସନ୍ଧ୍ୟାରେ ପାଟୁଆ ନାଚ ବେଳେ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳିବା ସହ ୧୦ଜଣ ଗୁରୁତର ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଡିଜେ…

ପାଟଣା ଗଡ଼ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ନିଆଁ ଲଗେଇବା ଘଟଣା କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ…

ଏହାପଛରେ ଯାହାର ଷଡଯନ୍ତ୍ର ଥିବ ସେମାନଙ୍କୁ ନିଶ୍ଚିତ ଭାବରେ ଧରାଯିବ ଏବଂ ସେମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ମୁଖ୍ୟମନ୍ତ୍ରୀ ଏହି ଘଟଣା କୁ ଏମାନବୀୟ ବୋଲି ବର୍ଣ୍ଣନା କରିବା ସହିତ ଏଥିରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି l ନିକଟରେ ଆମେ ବିଜୁବାବୁ ଙ୍କର…

ବଲାଙ୍ଗୀର ପାଟଣାଗଡ଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡିବା ଘଟଣା : ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କଲା…

ପ୍ରବାଦ ପୁରୁଷଙ୍କୁ ଅସମ୍ମାନ। ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ହୁତ୍ ହୁତ୍ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିବା ବେଳେ ଏବେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ପ୍ରତିମୂର୍ତ୍ତିକୁ ଜାଳି ଦେଇଛି । …

କାହାକୁ ଓ କେମିତି ମିଳିବ ଆୟୁଷ୍ମାନ୍ ସ୍ବାସ୍ଥ୍ୟ କାର୍ଡ, ଦ୍ବନ୍ଦ୍ବ ଦୂର କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଆୟୁଷ୍ମାନ ଯୋଜନାକୁ ନେଇ ଦ୍ବନ୍ଦ୍ବ ଦୁର କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କେମିତି ଫାଇଦା ପାଇବେ ହିତାଧିକାରୀ, ଆୟୁଷ୍ମାନ କାର୍ଡକୁ କେମିତି ଉପଯୋଗ କରିବେ ସେନେଇ ସବିଶେଷ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; SHG ମହିଳାଙ୍କ ପାଇଁ ଜାରି ରହିବ ସୁଧମୁକ୍ତ ଋଣ

ଆଉ ବର୍ଷେ ବଢ଼ିଲା ବିନା ସୁଧରେ ଋଣ । ବିନା ସୁଧରେ ଋଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଆଉ ଏକ ବର୍ଷ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିଥିଲେ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ…

କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା, ତିନି ଘଣ୍ଟା ପାଇଁ ସତର୍କ କରାଇଲା ପାଣିପାଗ ବିଭାଗ

ଟ୍ବିନ୍‌ସିଟିରେ ପ୍ରବଳ ବର୍ଷା । କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି । ବିଜୁଳି ଘଡଘଡି ସହ ଲାଗି ରହିଛି ବର୍ଷା । ତିନି ଘଣ୍ଟା ପାଇଁ ସତର୍କ କରାଇଲା ପଣିପାଗ ବିଭାଗ । ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ପାଇଁ IMD…

ବଲାଙ୍ଗୀର ପାଟଣାଗଡ଼ରେ ଜାଳିଦେଲେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି

ପ୍ରବାଦ ପୁରୁଷଙ୍କୁ ଅସମ୍ମାନ । ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ହୁତ୍ ହୁତ୍ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିବା ବେଳେ ଏବେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ପ୍ରତିମୂର୍ତ୍ତିକୁ ଜାଳି ଦେଇଛି । …

ଆସନ୍ତା ୧୭ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିକ ଗଡକରୀ

ଆସନ୍ତା ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ । ଏ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍ସବରେ ଗଡ଼କରୀ ଯୋଗ…

କିଡନୀ ପାଇଁ ଶିଶୁ ଚୋରି

ଭୁବନେଶ୍ୱର ଶିଶୁ ଚୋରି ଘଟଣାରେ ନୂଆ ମୋଡ । ଖନ୍ତାପଡ଼ା ଥାନାରେ ମହିଳାଙ୍କୁ ପଚରାଉଚରା ବେଳେ ସାଂଘାତିକ ସତ ସାମ୍ନାକୁ ଆସିଛି । ଶୁପାରି ଦେଇ ଶିଶୁକୁ ଅପହରଣ କରାଇଥିଲେ ମହିଳା । ଏହା ପଛରେ ଥିଲା ବଡ ଷଡଯନ୍ତ୍ର । ନିଜ ଛୁଆ ଦେହରେ କିଡନୀ ଲଗାଇବା ପାଇଁ ଆଉ ଜଣେ ମାଆଙ୍କ କୋଳରୁ ଶିଶୁ ଚୋରି…