Odia News Portal

ଓଏନ୍ଜିସି ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ୭ ମୃତ

ମୁମ୍ବାଇ()   ମୁମ୍ବାଇର ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ(ଓଏନଜିସି) ପ୍ଲାଂଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ୟୁରାନ୍ ରୁରାଲ୍ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଅଗ୍ନିକାଣ୍ଡ…

ବନ୍ଧୁର ରାସ୍ତାରେ ଚାଲିଲେ ମହାକାଶଚାରୀ

ବେଙ୍ଗାଲୁରୁ : ସାମାଜିକ ସମସ୍ୟାର ବିରୋଧ ପ୍ରଦର୍ଶନ କରିବା ପାଇଁ ଲୋକମାନେ ନିଆରା ଢଙ୍ଗ ଆପଣାଇଥାନ୍ତି। ତେବେ କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ। ସହରର ଅନେକ ରାସ୍ତା ଖାଲଢିପ ରହିଥିବାରୁ ଏହାର ସଚେତନତା ପାଇଁ ପ୍ରଶାସନକୁ ପ୍ରଦର୍ଶନ କରିବାକୁ…

୨-୦ରେ ଟେଷ୍ଟ ସିରିଜ୍‌ ପୋଛି ନେଲା ଟିମ୍‌ ଇଣ୍ଡିଆ

ଭାରତର ବିରାଟ ବିଜୟ । ୨-୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ ପୋଛି ନେଲା ଟିମ୍‌ ଇଣ୍ଡିଆ । ଘରୋଇ ୱେଷ୍ଟଇଣ୍ଡିଜ୍‌କୁ ବିଶାଳ ୨୫୭ ରନ୍‌ରେ ହରାଇ ସିରିଜ୍‌ କବ୍‌ଜା କରିଛି ବିରାଟ ବାହିନୀ । ଏହା ସହ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ କ୍ରମାଗତ ଅଷ୍ଟମ ଟେଷ୍ଟ ଜିତିଛି । ଏହି ମ୍ୟାଚ୍‌…

୨ ଦିନ ବନ୍ଦ ପରେ ଆଜି ପୁରୀରେ ଉଛେଦ ଅଭିଯାନ

ପୁରୀ : ୨ ଦିନ ବନ୍ଦ ରହିବା ପରେ ଆଜିଠୁ ପୁଣି ଶ୍ରୀକ୍ଷେତ୍ରରେ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ । ଏମାର ମଠ ଅଧା ଭଙ୍ଗା ହୋଇଥିବା ବେଳେ ଆଜି ବଡ଼ ଛତା ମଠ ଉଚ୍ଛେଦ କରାଯିବ । ମାଟିରେ ମିଶିବ ବଡଛତା ବା ବଡ ଆଖଡା ମଠ । ସପ୍ତାହେ ଧରି ପୁରୀରେ ଚାଲିଥବା ଏହି ଉଚ୍ଛେଦ କାର୍ଯ୍ୟରେ ପ୍ରଥମେ ମେଘନାଦ…

ଭୁବନେଶ୍ୱରରେ ସୋନମ, ମୁଁ … ଓଡ଼ିଶୀର ଜଣେ ବଡ଼ ପ୍ରଶଂସକ

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ ଲାଲଚନ୍ଦ ଜୁଏଲାର୍ସ ପକ୍ଷରୁ ସୋମବାର ଏହାର ତୃତୀୟ ଗ୍ରାଣ୍ଡ ଆଉଟଲେଟ୍‌ର ଶୁଭ ଉଦ୍‌ଘାଟନ ହୋଇଛି ଭୁବନେଶ୍ବର ସ୍ଥିତ ରଘୁନାଥପୁରରେ। ଉଦଘାଟନୀ ଉତ୍ସବରେ ଏହାର ମୁଖ୍ୟ ଅତିଥି ରହିଥିଲେ ବଲିଉଡ୍ ଷ୍ଟାର ଓ ଷ୍ଟାଇଲ୍ ଆଇକନ୍ ସୋନମ୍ କପୁର। ୩୦ ହଜାର…

ବାପା ଅସୁସ୍ଥ ଥିବାରୁ ପାଠ ଛାଡ଼ି ପରିବାର ପୋଷୁଛନ୍ତି ଆଦିବାସୀ ଝିଅ

ଭୁବନେଶ୍ୱର : ମାଟ୍ରିକ୍‌ରେ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଥିଲେ ସୁଲତା ଗୋଲରୀ। ବାପା ଅଟୋ ଚଳାଉଥିଲେ। କିନ୍ତୁ ହଠାତ୍‌ ସେ ଅସୁସ୍ଥ ହୋଇ ଘରେ ରହିବା ପରେ ପରିବାର ପେଟ ପୋଷିବା ପାଇଁ ସେହି ଅଟୋର ଷ୍ଟିଅରିଂ ନିଜ ହାତକୁ ନେଇ ଯାଇଥିଲେ ଏହି ଆଦିବାସୀ ଝିଅ। ପ୍ରଥମେ ହସଥଟ୍ଟା ଶୁଣିବାକୁ…

ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ଦ୍ରୟାନ-୨ ଅବତରଣ ଦେଖିବେ ସରନ୍ୟା

ତାଳଚେର : ଆସନ୍ତା ୭ ତାରିଖରେ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟାଳୟରେ ଉପସ୍ଥିତ ରହି ମଧ୍ୟରାତ୍ରିର ଏହି ଅବତରଣ ଦୃଶ୍ୟକୁ ଦେଖିବେ। ତାଙ୍କ ସହ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨ଜଣ…

ଏହି ସହଜ ଉପାୟ ଦ୍ୱାରା ଦାମ୍ପତ୍ୟ ଜୀବନରେ ଭରିଥାଏ ମଧୁରତା

ଭୁବନେଶ୍ୱର : ପରିବାର ସଦସ୍ୟ ହୋଇଥାଆନ୍ତୁ ଅଥବା ପତୀପତ୍ନୀ ସଭିଁଙ୍କ ମଧ୍ୟରେ ଭଲପାଇବା ରହିବା ନିତ୍ୟାନ୍ତ ଆବଶ୍ୟକ। ପରସ୍ପର ମଧ୍ୟରେ ଭଲ ପାଇବା ନଥିଲେ ଜୀବନ ମୂଲ୍ୟହୀନ ଲାଗିଥାଏ। ବିଶ୍ୱାସରେ ସ୍ଥାପିତ ହୋଇଥିବା ସଂପର୍କ ଉପରେ ପ୍ରଭାବ ପଡ଼ିଲେ, ଏହାର ବହୁ ପ୍ରଭାବ ଆମ ଜୀବନ ଉପରେ ମଧ୍ୟ…

ରିଲିଜ୍‍ ହେଲା ‘ଗୁଞ୍ଜନ ସକ୍ସେନା : ଦି କାର୍‍ଗିଲ୍‍ ଗର୍ଲ’ର ପୋଷ୍ଟର

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଗୁଞ୍ଜନ ସକ୍ସେନା : ଦି କାର୍‍ଗିଲ୍‍ ଗର୍ଲ’ର ପୋଷ୍ଟର ରିଲିଜ୍‍ ହୋଇସାରିଛି। ଏଥିରେ ସେ ଦେଶର ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଗୁଞ୍ଜନ ସକ୍ସେନାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ପଙ୍କଜ…

ଅସହାୟ ବୃଦ୍ଧା ମହିଳାଙ୍କୁ ମାହେଶ୍ବରୀ ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟସେବା ପ୍ରଦାନ

ବଲାଙ୍ଗୀର : ଲୋଇସିଂହା ବ୍ଳକ ଅର୍ନ୍ତଗତ ବୁର୍ଡା ଗ୍ରାମପଞ୍ଚାୟତ ର ବୁର୍ଡା ଗ୍ରାମ ର ଅସହାୟ ୬୧ ବର୍ଷିୟା ମହିଳା ତାଙ୍କ ବୃଦ୍ଧା ମା ଙ୍କ ସହ ଅସୁସ୍ଥ ଅବସ୍ଥାରେ ରହିଥିବା ଏବଂ ତାଙ୍କର ଦେଖା ଶୁଣା ପାଇଁ କେହି ନ ଥିବା ଖବର ପାଇ ଲୋଇସିଂହା ସ୍ଥିତ ମାହେଶ୍ୱରୀ ସଂଗଠନ ସ୍ୱେଚ୍ଚାସେବୀ ଅନୁଷ୍ଠାନର…