Odia News Portal

କାନ୍ଧରେ ବୋହି ବୋହି ହସ୍ପିଟାଲରେ ପହଞ୍ଚାଇଲେ ଜବାନ…

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଜବାନଙ୍କ କୁମ୍ବିଂ ଅପରେସନ ବେଳେ ଗୁରୁତର ଆହତ ଜଣେ ହାଡକୋର ନକ୍ସଲଙ୍କୁ ଜବାନମାନେ ଡାକ୍ତରଖାନା ପହଞ୍ଚାଇ ମାନବିକତାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଛତିଶଗଡ ସୁକୁମା ଜିଲ୍ଲା ଅନ୍ତର୍ଗତ ନାଗାଲଗୁଣ୍ଡା ଜଙ୍ଗଲରେ…

ପୁଣି ଥରେ ଉଡାଇଲେ ମିଗ୍-୨୧

ପଠାନକୋଟ୍ : ପୁଣି ଆକ୍ସନରେ ଅଭିନନ୍ଦନ ବର୍ତ୍ତମାନ । ପୁଣି ଥରେ ମିଗ୍-୨୧ରେ ପଠାନକୋଟ୍ ଏୟାରବେସ୍ ରୁ ଉଡାଣ ଭରିଛନ୍ତି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ବାୟୁସେନା ମୁଖ୍ୟ ବି.ଏସ୍. ଧନୋୱାଙ୍କ ସହ ଅଭିନନ୍ଦନ ପୁଣି ଥରେ ଆକାଶରେ ଉଡାଇଛନ୍ତି ମିଗ୍-୨୧ ଯୁଦ୍ଧ ବିମାନ । ଫେବୃଆରୀ ୨୭ତାରିଖରେ…

ଦର୍ଶନ ପାଇଁ ନେତା ମନ୍ତ୍ରୀ ଓ ସେଲିବ୍ରିଟିଙ୍କର ସୂଅ ..

ମୁମ୍ବାଇ : ଭାଦ୍ରବ ଶୁକ୍ଳପକ୍ଷରେ ଗଣେଶ ଚତୁର୍ଥୀ ପଡ଼ୁଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ଏନେଇ ପଲ୍ଲୀଠାରୁ ଆରମ୍ଭ କରି ସହର ସବୁ ଚଳଚଞ୍ଚଳ ହୋଇପଡ଼ିଛି। ତେବେ ଗଣେଶ ଚତୁର୍ଥୀ ଆସିଲେ ପ୍ରଥମେ ମୁମ୍ବାଇର ଲାଲବାଗ ରାଜାଙ୍କ କଥା ମନରେ ଆସେ। ୧୯୩୪ରୁ ମୁମ୍ବାଇର ପରେଲ…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ - ଆଜି ଚତୁର୍ଥାଧିପ ଚନ୍ଦ୍ର ସପ୍ତମଭାବସ୍ଥ ଯୋଗୁ ପରିଜନଙ୍କ ସହ ଯାତ୍ରା, ବନ୍ଧୁମିଳନ ସଙ୍ଗକୁ ନୂତନ ବସ୍ତ୍ରଭୂଷଣାଦି ପରିଧାନ କରିବେ। ଅର୍ଥ ସମ୍ବନ୍ଧୀୟ ଆଲୋଚନା ସହ ବାଣିଜ୍ୟ, ବ୍ୟବସାୟ ଓ ପ୍ରତିଦ୍ୱନ୍ଦ୍ୱିତାରୁ ସଫଳତା ପ୍ରାପ୍ତ ହେବେ। ରୋଗୀର ଆରୋଗ୍ୟ ସକାଶେ, ଋଣ ପରିଶୋଧ ପାଇଁ…

ତିହାର ଜେଲ୍ ଯିବେ ନାହିଁ ଚିଦାମ୍ବରମ

ଆଜି ସୁପ୍ରିମକୋର୍ଟ ଚିଦାମ୍ବରମ ଦିଲ୍ଲୀ କୋର୍ଟ ତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ ଖାରଜ ସମ୍ପର୍କିତ ଶୁଣାଣି କରିଥିଲେ। ଏହି ସମୟରେ ଚିଦାମ୍ବରମ ତିହାର ଜେଲ୍ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ବୟସ ୭୪ ହୋଇଥିବାରୁ ତାଙ୍କୁ ଜେଲ୍ ପରିବର୍ତ୍ତେ ଗୃହବନ୍ଦୀ କରି ରଖାଯାଉ ବୋଲି ସେ…

ଯୁବତୀଙ୍କ ସହ ନେତାଙ୍କ ଭିଡିଓ ହେଲା ଭାଇରାଲ

ନିଶାସକ୍ତ ଅବସ୍ଥାରେ ଅର୍ଧନଗ୍ନ ଯୁବତୀଙ୍କ ସହ ନେତାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଅନୁସାରେ ଯୁବତୀଙ୍କ ସହ ଯେଉଁ ବ୍ୟକ୍ତି ନିଶାସେବନ କରୁଛନ୍ତି ସେ ହେଉଛନ୍ତି ଜେଡିୟୁର ଜଣେ ବ୍ଲକ ସ୍ତରୀୟ ନେତା । ବିହାରର ବୈଶାଳୀ ଜିଲ୍ଲାର ଜେଡିୟୁ ଦଳର ସେ ହେଉଛନ୍ତି…

ମାଂସ ବଦଳରେ ଏହି ଜିନିଷ ଖାଉଛି ଜଙ୍ଗଲର ରାଜା

ଗୁରୁବାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଯାହାକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ । ଗୁଜୁରାଟ ରାଜକୋଟ ଆମରେଲିର ଖମ୍ବା ଜଙ୍ଗଲରେ ଗୋଟିଏ ଭୋକିଲା ସିଂହ କିଭଳି ଘାସ ଖାଉଛି ।ସିଂହଟି ଘାସ ଖାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା କିଛି ପର୍ୟ୍ୟଟକ ଏହି…

ସଫଳତା ନ ମିଳିବାରୁ ଆତ୍ମହତ୍ୟା କଲେ ଏହି ମଡେଲ

୨୦ ବର୍ଷୀୟା ମଡେଲ ପର୍ଲ ପଞ୍ଜାବୀ ଗୁରୁବାର ରାତିରେ ନିଜ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ପର୍ଲ ବଲିଉଡ୍ରେ କ୍ୟାରିୟର କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ବହୁ ଦିନ ହେବ ଫିଲ୍ମ ଜଗତରେ ସଂଘର୍ଷ କରିଆସୁଥିଲେ। ମାତ୍ର ସଫଳତା ନ ମିଳିବାରୁ ନିରାଶ ହୋଇ ଗୁରୁବାର ନିଜ ଘର ଛାତରୁ…

‘ଆର୍ଏକ୍ସ ୧୦୦’ରେ ତାରା

ବଲିଉଡ୍ ନାୟିକା ତାରା ସୁତାରିୟା ତାଙ୍କ ଅପ୍କମିଂ ଫିଲ୍ମ ‘ଆର୍ଏକ୍ସ ୧୦୦’ର ହିନ୍ଦୀ ରିମେକରେ କାମ କରିବାକୁ ଯାଉଛନ୍ତି। ନିକଟରେ ଏକ ଷ୍ଟୋର ଲଞ୍ଚ କାର୍ୟ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ‘ଆର୍ଏକ୍ସ ୧୦୦’କୁ ନେଇ କିଛି କଥା କହିଛନ୍ତି। ତାରା କହିଛନ୍ତି ଆଗାମୀ ଅକ୍ଟୋବରରେ ଏହି ଫିଲ୍ମର ଶୁଟିଂ…

ବଢିଲା ଗ୍ରହ ସଂଖ୍ୟା

ନାସାର ଚିପ୍ ‘ଜିମ ବ୍ରିଡେନ ଷ୍ଟିନ’ ଓକଲାହୋମରେ ରୋବଟିକ୍ସର ଏକ କାର୍ଯ୍ୟକ୍ରମରେ ମାନିଲେ କି ପ୍ଲୋଟ ଗୋଟିଏ ଗ୍ରହ । ନିକଟରେ ସୋଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ନାସା ଚିପ୍ ଜିମ ଏକ ଭାଷଣ ଦେଇଥିଲେ ସେଥିରେ ସେ କହିଛନ୍ତି ଅନେକ ଲୋକ ପ୍ଲୋଟ ଗ୍ରହ କି ନୁହେଁ ସେ ବିଷୟରେ…