Odia News Portal

ଜେଲରୁ ବାହାରିଲେ ସାରଥି

କଟକ ()  ଜେଲରରୁ ବାହାରକୁ ଆସିଲେ ବାବା ସାରଥୀ । ହାଇକୋର୍ଟଙ୍କ ଜାମିନ ଆଦେଶକୁ ଆଜି କେନ୍ଦ୍ରାପଡ଼ା ଝଊଔଗ କୋର୍ଟରେ ଦାଖଲ କରାଯାଇଥିଲା। ସେଠାରୁ ଚୌଦ୍ୱାରଜେଲକୁ ରିଲିଜ ଅର୍ଡର୍ ଯାଇଥିଲା। ଏହି ଅର୍ଡ଼ର ଆସିବା ପରେ ଜେଲରୁ ବାହାରିଛନ୍ତି ସାରଥି । ୪ ବର୍ଷ ପରେ ଜେଲର ୪ କାନ୍ଥ ମୁକୁଳିଲେ ସାରଥି…

ପାସ ହେଲା ତିନ ତଲାକ

ନୂଆଦିଲ୍ଲୀ ()  ଲୋକସଭାରେ ପାସ ହେଲା ଟ୍ରିପଲ ତଲାକ ବିଲ୍ । ଆଜି ଗରମାଗରମ ବିତର୍କ ହେବା ପରେ ଶେଷରେ ପାସ୍ ହୋଇଛି ବିଲ୍ । ବିଲ ସପକ୍ଷରେ ୩୦୩ ଭୋଟ ପଡିଥିବାବେଳେ ବିପକ୍ଷରେ ୮୨ ଭୋଟ୍ ପଡିଛି । ତେବେ ଭୋଟିଂରେ ଭାଗ ନେଇନାହାଁନ୍ତି ଟିଏମସି ସାଂସଦ । ଆଜି ଲୋକସଭାରେ ଏହି ବିଲକୁ ଆଇନମନ୍ତ୍ରୀ…

ରାଜନୀତିରେ ବିଜୟଙ୍କ ରାସ୍ତା ସିଲ

ଭୁବନେଶ୍ବର () ବିଜୁ ଜନତା ପାଟକୁରା ନିର୍ବାଚନ ଜିତିବା ଆଜିକା ଦିନରେ ସେତିକି ମହତ୍ବପୂର୍ଣ୍ଣ ନୁହେଁ । କାରଣ ନିର୍ବାଚନ ତାରିଖ ଘୋଷଣା ହେବା ଦିନରୁ ହିଁ ରାଜନୈତିକ ପାଣିପାଗ ବିଜେଡି ସପକ୍ଷରେ ଥିଲା । ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ହାରିବା ପରେ 68 ବର୍ଷିୟ ଏହି ରାଜନୈତିକ ରାଜନୈତିକ…

ନବୀନଙ୍କ ସମର୍ଥନ ଲୋଡିଲେ ମୋଦୀ

ଭୁବନେଶ୍ବର()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆରଟିଆଇ ବିଲକୁ ସମର୍ଥନ ଦେବା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଥିବା ଜାତୀୟ…

ବାହାରିଲା ଓଜେଇଇ ପରୀକ୍ଷା ଫଳ

ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ ।ରାଜ୍ୟରେ ବିଭିନ୍ନ କଲେଜରେ ଖାଲିପଡ଼ିଥିବା ଇଞ୍ଜିନିୟରିଂ ସିଟ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇ ପରୀକ୍ଷା ହୋଇଥିଲା । ଆଜି ଏହି ସ୍ୱତନ୍ତ୍ର ଓଜେଇଇର ପରୀକ୍ଷା ଫଳ ଆସିଛି । ୧୪୬୨୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ…

ମିଛୁଆଙ୍କ ସର୍ଦ୍ଧାର ଟ୍ରମ୍ପ

ମିଛ କହିବାରେ ମାହିର ଟ୍ରମ୍ପ । ପ୍ରତିଦିନ ପ୍ରାୟ ୧୨ ଥର ମିଛ କହିଥାନ୍ତି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି । ନିଜେ ରାଷ୍ଟ୍ରପତିଙ୍କ ଏହି ସତ୍ୟ ସାମ୍ନାକୁ ଆଣିଛନ୍ତି ଆମେରିକାର ଏକ ଖବରକାଗଜ । ୱାସିଂଟନ ପୋଷ୍ଟ ରିପୋର୍ଟ ମୁକାବକ ରାଷ୍ଟ୍ରପତି ହେବା ପରେ ୮୬୯ ଦିନରେ ୧୦୭୯୬ ଥର ମିଛ…

ପାରାଦୀପରେ ଜଳ ସଙ୍କଟ

ପାରାଦୀପ() ପାରାଦୀପରେ ଜଳ ସଙ୍କଟ ଉକ୍ରଟ ହୋଇଛି । ଜଳବିନା ସହରରେ ଲୋକେ ଛଟପଟ ହେଉଛନ୍ତି । ପିଇବାକୁ ଟୋପେ ପାଣି ପାଇଁ ହିନସ୍ତା କହିଲେ ନସରେ । ସେଥିପାଇଁ ପାରାଦୀପ ଟାଉନସିପରେ ଜଳ ଯୋଗାଣକୁ କର୍ତ୍ତୁପକ୍ଷ ନିୟନ୍ତ୍ରଣ କରିଛନ୍ତି । ପୂର୍ବରୁ ସହରକୁ ଯୋଗା ଯାଉଥିବା ୨ରୁ ୩ଥର ଜଳ ଯୋଗାଣକୁ…

ତିନି ଦିନ ପ୍ରବଳ ବର୍ଷା

ଭୁବନେଶ୍ବର()  ଆନ୍ଧ୍ର-ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୬ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୨ରୁ ୩ଦିନ ବର୍ଷା ହେବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ନେଇ…

ନବୀନ ନିବାସରେ ପାଟକୁରା ଫଳାଫଳ ସମୀକ୍ଷା

ଭୁବନେଶ୍ବର()  ଗତକାଲି ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେଡି ପକ୍ଷରୁ ଭୁବନେଶ୍ୱର ଠାରୁ ଆରମ୍ଭ କରି ପାଟକୁରା ଓ କେନ୍ଦ୍ରାପଡା ପର୍ଯ୍ୟନ୍ତ ସବୁଠାରେ ବିଜୟ ଉସ୍ôବ ପାଳନ କରାଗଲା । ଏହି ନିର୍ବାଚନ ଦାୟୀତ୍ୱରେ ଥିବା ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ ମାନେ ନବୀନ…

ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ

ଆଜି ଆନ୍ଧ୍ରପ୍ରଦେଶର ବିଜାୱଡାଠାରେ ଥିବା ରାଜଭବନରେ ରାଜ୍ୟର ୨୩ତମ ରାଜ୍ୟପାଳ ଭାବରେ ଓଡ଼ିଶା ର ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନ ଶପଥ ନେଇଛନ୍ତି। ଦିନ ୧୧.୪୦ମିନିଟ ସମୟରେ ହରିଚନ୍ଦନଙ୍କୁ ଶପଥପାଠ କରାଇଥିଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାର ପତି। ଉତ୍ସବରେ ଆନ୍ଧ୍ର ପ୍ରଦେଶର…