Odia News Portal

ଅଗ୍ନିଶମ ଓ ହୋମଗାର୍ଡ ଆଇ.ଜି ଭାବେ ଅସିତ ପାଣିଗ୍ରାହୀଙ୍କ ଯୋଗଦାନ

ଭୁବନେଶ୍ବର : ୧୯୯୭ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଆଜି ଅଗ୍ନିଶମ ଓ ହୋମଗାର୍ଡ ଆଇଜି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ବିଭାଗର ଡିଜି ବିଜୟକୁମାର ଶର୍ମା ବର୍ତ୍ତମାନ ଡିଜିପି ଭାବେ ଦାୟିତ୍ବ ତୁଲାଉଥିବାରୁ ଶ୍ରୀପାଣିଗ୍ରାହୀଙ୍କ ଉପରେ ସମସ୍ତ ଦାୟିତ୍ବ ନ୍ୟସ୍ତ ହୋଇଛି । ବିଜୟ…

ଏମ୍ସରୁ ଫେରିଲେ ଆଚାର୍ଯ୍ୟ ବାଳକୃଷ୍ଣ, ପତଞ୍ଜଳିରୁ ମାସକୁ ନିଅନ୍ତି ଏତିକି ଟଙ୍କା

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବଙ୍କ ସହଯୋଗୀ ଓ ପତଞ୍ଜଳିର ପ୍ରବନ୍ଧ ସଞ୍ଚାଳକ ଆଚାର୍ଯ୍ୟ ବାଳକୃଷ୍ଣ ଋଷିକେଶସ୍ଥିତ ଏମ୍ସରେ ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ହୋଇ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ଏବେ ସେ ସୁସ୍ଥ ହୋଇ ପତଞ୍ଜଳି…

ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ପଥ ପାଶ୍ୱର୍ ସେବା କେନ୍ଦ୍ର

ଦିଗପହଣ୍ଡି : ବ୍ରହ୍ମପୁର ମୁଖ୍ୟ ରାସ୍ତା ପାଶ୍ୱର୍ରେ ରହିଛି ପଥ ପାଶ୍ୱର୍ ସେବା କେନ୍ଦ୍ର । ବିଶ୍ୱ ବ୍ୟାଙ୍କ ଅନୁମୋଦନରେ ହୋଇଥିବା ସମସ୍ତ ରାସ୍ତା ପ୍ରକଳ୍ପରେ ଗୋଟିଏ ଲେଖାଏଁ ପଥପାଶ୍ୱର୍ ସେବା କେନ୍ଦ୍ର ରହିଛି । ଦିଗପହଣ୍ଡିରେ ମଧ୍ୟ ଏକ ବସ୍ ଟର୍ମିନାଲ୍ ସଦୃଶ ପଥ ପାଶ୍ୱର୍ ସେବା କେନ୍ଦ୍ର…

କଳିଙ୍ଗ କନ୍ୟାରତ୍ନ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ବର : ବୀଣାପାଣି ନାଟ୍ୟ ସଂସ୍ଥାର ରଜତ ଜୟନ୍ତୀ ସମାରୋହ ଅବସରରେ ଜୟଦେବ ଭବନରେ କଳିଙ୍ଗ କନ୍ୟାରତ୍ନ ସମ୍ମିଳନ ଅନୁଷ୍ଠିତ ହୋଇଯାଇଅଛି । ୫୦୦ ପ୍ରତିଭାବାନ କଳିଙ୍ଗ କନ୍ୟା ଉକ୍ତ କାର୍ଯ୍ୟକ୍ରମରେ ଚିତ୍ର, ନୃତ୍ୟ ଅଭିନୟ ଉପସ୍ଥାପନ କରିଥିଲେ । ଏହି କନ୍ୟାରତ୍ନ ସମ୍ମିଳନୀରେ ମୂଖ୍ୟ…

କାଜୁ ନିଗମ ଅଧ୍ୟକ୍ଷ ଦାୟିତ୍ୱ ନେଲେ ଅମରେନ୍ଦ୍ର

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଓଡ଼ିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ନେଇଛନ୍ତି । ନିଗମର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ସେ ଆଜି ଦାୟିତ୍ୱ ନେଲା ବେଳେ ରାଜ୍ୟ ଶିଶୁ ସୁରକ୍ଷା ସଦସ୍ୟା ମନ୍ଦାକିନୀ କର, ରାଜ୍ୟ କ୍ଷୁଦ୍ର ଶିଳ୍ପ…

ରାନୁମଣ୍ଡଲ ଏବେ ସଙ୍ଗିତ ଆକାଶର ନୂଆ ତାରା, ପ୍ରଥମ ଗୀତ ରେକର୍ଡିଂ ଲାଗି ମିଳିଲା ଲକ୍ଷ ଲକ୍ଷ ଟଙ୍କା

ମୁମ୍ବାଇ : ପଶ୍ଚିମବଙ୍ଗର ରାନାଘାଟ ଷ୍ଟେସନରେ ଲତା ମଙ୍ଗେସ୍କରଙ୍କ ଶ୍ୱରରେ ଗୀତ ଗାଇ ଗାଇ ପେଟପାଟଣା ଚଳାଉଥିବା ରାନୁମଣ୍ଡଲ ଏବେ ସଙ୍ଗିତ ଆକାଶର ନୂଆ ତାରା ପାଲଟିଛନ୍ତି। ବଲିଉଡ୍ ଫିଲ୍ମ ଲାଗି ସେ ତାଙ୍କର ପ୍ରଥମ ଗୀତ ରେକର୍ଡିଂ କରିଥିବା ବେଳେ ଏଥିଲାଗି ତାଙ୍କୁ ଯେତିକି ପାରିଶ୍ରମିକ ମିଳିଛି…

ପିସି ମାଗିଲେ ତୁରନ୍ତ ଜଣାଅ : ଅତନୁ

ମାର୍ଶାଘାଇ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜି ମାର୍ଶାଘାଇ ବ୍ଲକର ସମୁଦାୟ ୨୪ଟି ପଂଚାୟତରୁ ୨୧ଟି ପଂଚାୟତ ର ହିତାଧିକାରୀମାନଙ୍କୁୁ ମୋଟ ୭୧୩ଟି କାର୍ଯ୍ୟାଦେଶ ବଂଟନ କରାଯାଇଛି । ଏଥିରେ ଆଉ ଯୋଗ୍ୟ ହିତାଧିକାରୀ ନଥିବାରୁ ବ୍ଲକର ବଟିରା, ଜଳପୋକ ଓ ରାଘବପୁର ପଂଚାୟତ ଏଥିରୁବାଦ ପଡିଥିବା…

୧୭ ବର୍ଷ ବୟସରେ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ଡିମ୍ପଲ କାପଡିୟା ୧୬ ବର୍ଷ ବୟସରେ ପରଦାରେ ପାଦ ଦେଇଥିଲେ। ୧୯୭୩ ମସିହାରେ ରାଜ କପୁର ତାଙ୍କୁ ଲଂଚ କରିଥିଲେ। ବବି ଫିଲ୍ମରେ ଅଭିନୟ କରି ହିଟ୍ ହୋଇଥିଲେ ଡିମ୍ପଲ। ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରେ ସେ ୧୭ ବର୍ଷ ବୟସରେ ଅଭିନେତା ରାଜେଶ ଖନ୍ନାଙ୍କୁ ବିବାହ କରିଥିଲେ। ସେହି…

ଏଣିକି BSNL ଗ୍ରାହକ ପାଇବେ ପ୍ରତି ଦିନ ୧୦ ଜିବି ଡାଟା

https://www.youtube.com/watch?v=Xb7RjCtL_twବିଏସଏନଏଲ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଆକର୍ଷକ ପ୍ଲାନ ଲଞ୍ଚ କରୁଛି।ନିଜର ୪ଜି ନେଟଓ୍ଵର୍କକୁ ଆହୁରି କେମିତି ମଜବୁତ କରିବ ଏହା ଉପରେ କ୍ରମାଗତ କାମ କରୁଛି ଏବଂ ଅନେକ ଜାଗାରେ ୪ଜି ନେଟଓ୍ଵର୍କ ଉପଲବ୍ଧ କରାଉଛି। ଏହା…

ଓଡ଼ିଶାରେ ସର୍ବବୃହତ ବିଳାସପୂର୍ଣ୍ଣ କାର ଡିଲରସିପ ଉଦଘାଟନ

କଟକ (): ଭାରତର ସର୍ବବୃହତ ବିଳାସପୂର୍ଣ୍ଣ କାର୍ ନିର୍ମାତା ମର୍ସିଡିସ୍-ବେଂଜ୍ ପକ୍ଷରୁ ଦ୍ବେତ ସହର ଭୁବନେଶ୍ବର ଓ କଟକରେ ଓଡ଼ିଶାର ଅନ୍ୟତମ ସର୍ବବୃହତ ବିଳାସପୂର୍ଣ୍ଣ କାର ଡିଲରସିପକୁ ଉଦଘାଟନ କରାଯାଇଛି । ଟି ଆଣ୍ଡ ଟି ମୋଟର୍ସର ଉଦଘାଟନ ମର୍ସିଡିସ-ବେଂଜର ଗ୍ରାହକମାନଙ୍କ ନିକଟରେ ପହଂଚିବା…