ସିନ୍ଦୁର ଓ ବିନ୍ଦିରେ ଥିବା ଘାତକ ତତ୍ୱର ହେବ ଯାଞ୍ଚ, ଏମସ୍ ବି ସ୍ୱୀକାର କଲେ ଏସବୁ ତ୍ୱଚାକୁ କରୁଛି ଖରାପ
ନୂଆଦିଲ୍ଲୀ : ବର୍ଷ ବର୍ଷ ଧରି ହିନ୍ଦୁ ନାରୀରର ସୋହାଗ ସନ୍ତକ ରହି ଆସିଥିବା ସିନ୍ଦୁର ଓ ବିନ୍ଦିରେ ଭୟଙ୍କର ହାନିକାରକ ତତ୍ୱ ଥିବା ଏବେ ନଜରକୁ ଆସିଛି। ଏଣୁ କେନ୍ଦ୍ର ସରକାର ଏ ନେଇ ଖୁବ୍ ଶୀଘ୍ର ଏହାର ପ୍ରସ୍ତୁତି ସମ୍ପର୍କିତ ନିୟମ ପ୍ରଣୟନ କରିବା ସହ ମାନକ ନିର୍ଦ୍ଧାରଣ କରିବେ ବୋଲି…
