Odia News Portal

୨ ଦିନ ଧରି ପ୍ରବଳ ବର୍ଷା

ଭୁବନେଶ୍ବର()   ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଆସନ୍ତା ୨ ଦିନ ଧରି ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ।”ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ…

ଭାରତ ପରି ଏକ ଧନୀ -ଦରିଦ୍ର ଅସମାନତା ଥିବା ଦେଶରେ ୫ ଟ୍ରିଲିଅନ ଡଲାର ଅର୍ଥନୀତିର କୌଣସି ଅର୍ଥ ନ ଥାଏ

ଭୁବନେଶ୍ୱର : ସହରରୁ ଗାଁ ଓ ଶିକ୍ଷା ରୋଜଗାର ଅଧିକାର ଅଭିଯାନ ତରଫରୁ କେନ୍ଦ୍ର ବଜେଟ ସର୍ମ୍ପକିତ “ଚଳିତ ବଜେଟ ଭାରତୀୟଙ୍କ ହିତରେ କେତେ?” ପ୍ରସଙ୍ଗ ଉପରେ ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଗୋଲଖ ବିହାରି ନାଥଙ୍କ ଅଧକ୍ଷତାରେ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ହୋଇ୍ଯାଇଛି ।…

ବିଶ୍ବଭୂଷଣଙ୍କୁ ଅଡୁଆ : କୋଟିଆ ଓ ପୋଲାଭରମ

ଭୁବନେଶ୍ୱର : ସୁଖର କଥା ରାଜ୍ୟ ବିଜେପିର ବରିଷ୍ଠ  ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନ୍ଧ୍ରପ୍ରଦେଶ ଭଳି ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ରାଜ୍ୟପାଳଭାବେ ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତିକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ଉତ୍ସାହ…

ଭୁବନେଶ୍ୱର ରେଳ ଷ୍ଟେସନରେ ଦ୍ଵିତୀୟ ଫୁଡ ପ୍ଲାଜା

ଭୁବନେଶ୍ୱର : ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ରେ ଦ୍ଵିତୀୟ ଫୁଡ ପ୍ଲାଜାକୁ ଯାତ୍ରୀ ମାନଙ୍କ ପାଇଁ ସମର୍ପିତ କରାଯାଇଅଛି । ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ରେଳପଥ ର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅଜୟ କୁମାର ବେହେରା ଓ ପ୍ରମୁଖ ପରିଚାଳନା ପ୍ରବନ୍ଧକ…

ଏସିଆନ୍ ଚାମ୍ପିଆନସିପ୍ ଭାଗନେବେ ଓଡ଼ିଆ ଝିଅ

ଭୁବନେଶ୍ୱର : ଏସିଆନ ତାଏକୋଣ୍ଡୋ ଚାମ୍ପିଆନସିପ୍ରେ ଭାଗ ନେବା ପାଇଁ ଓଡ଼ିଶାର ମଧୁସ୍ମିତା ମହାନ୍ତି ମନୋନୀତ ହୋଇଛନ୍ତି । ତାଏକୋଣ୍ଡୋ ଫେଡ଼େରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜମ୍ମୁ ଠାରେ ଅନୁଷ୍ଠିତ ହୋଇଥିବା ସିଲେକ୍ସନ୍ କ୍ୟାମ୍ପରେ ମଧୁସ୍ମିତା ଯୋଗ୍ୟ ବିବେଚିତ ହେବା ପରେ ଏସିଆନ୍ ତାଏକୋଣ୍ଡୋ…

ଏବେ ବି ଅରୁଣ ଗାଁ ଟୋକା

କେନ୍ଦ୍ରାପଡ଼ା : ପାଟକୁରାରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ପ୍ରଚାର ଅବସରରେ ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଡେରାକୁଣ୍ଡି ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସେତେବେଳେ ଚେସ୍‌…

କୁଳଭୂଷଣଙ୍କୁ ହେବନି ଫାଶୀ

ଭାରତକୁ ମିଳିଛି ବଡ଼ ବିଜୟ। ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି ପାକିସ୍ତାନୀ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହେଁ ଆଇସିଜେ ଏତିରେ ରୋକ୍ ଲଗାଇଛନ୍ତି। । କୋର୍ଟ କହିଛି ଯେ, କୁଲଭୂଷଣଙ୍କୁ ପାକିସ୍ତାନ…

ରାଜ୍ୟସଭାରେ ଉଠିଲା ସ୍ପେଶାଲ ଫୋକସ୍ ଷ୍ଟେଟ୍ ପ୍ରସଙ୍ଗ

ଭୁବନେଶ୍ବର () ରାଜ୍ୟସଭାରେ ଉଠିଲା ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇ କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶାକୁ ଏହି ମାନ୍ୟତା ପ୍ରଦାନ ପାଇଁ ଦାବି କରିଥିଲେ । ନିକଟରେ ପ୍ରଳୟଙ୍କାରୀ ବାତ୍ୟା…

ଗିରଫ ହେଲା ଆତଙ୍କବାଦୀ ହାଫିଜ ସୟିଦ

ଲାହୋର() ବିଶ୍ବ ଆତଙ୍କବାଦୀ ଘୋଷଣା ହୋଇଥିବା ହାଫିଜ୍ ସୟିଦକୁ ପାକିସ୍ତାନର କାଉଣ୍ଟର ଟେରୋରିଜମ୍ ଡିପାର୍ଟମେଣ୍ଟ ଆଜି ଗିରଫ କରିଛି । ଲାହୋରରୁ ଗୁଜରନ୍ ୱାଲା ଯିବାବେଳେ ଲାହୋରରୁ ହାଫିଜକୁ ଗିରଫ କରାଯାଇଥିବା ପାକ୍ ମିଡିଆ ସୂଚନା ଦେଇଛି । ଗିରଫ ପରେ ହାଫିଜ୍ କୁ ବିଚାରାଧୀନ ବନ୍ଦୀ ଭାବେ…

ବଜ୍ରପାତରେ ଚାଲିଗଲା ୩ ଜୀବନ

କେନ୍ଦୁଝର()  କେନ୍ଦୁଝରରେ ବଜ୍ରପାତ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବଜ୍ରପାତ ହେବାରୁ ହରିଚନ୍ଦନପୁର ବ୍ଲକ୍ ବଡ଼ସିଆଳିମାଳ ଗାଁରେ ଦମ୍ପତ୍ତି ପ୍ରାଣ ହରାଇଛନ୍ତି । ସେହିପରି ଠାକୁରପଡ଼ା ଗାଁରେ ବଜ୍ରପାତରେ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର…