Odia News Portal

କୋର୍ଟକୁ ଟଣାହେବେ ପପୁ

ଭୁବନେଶ୍ୱର()  ମିଷ୍ଟର କହ୍ନେୟା ଚଳଚ୍ଚିତ୍ର ପୋଷ୍ଟରରେ ବିବାଦୀୟ ହୋଇପଡିଥିବା ପପୁ ପମପମ ଦିନକୁ ଦିନ ଅଧିକରୁ ଅଧିକ ବିବାଦରେ ଫସିବାରେ ଲାଗିଛନ୍ତି । ପୋଲିସ ତଦନ୍ତର ସମ୍ମୁଖିନ ହେବାକୁ ଯାଉଥିବା ପପୁ ପମପମ ଏବେ ପୁଣି ଆଥଲେଟ ଦୂତି ଚାନ୍ଦଙ୍କ ପକ୍ଷରୁ ଏକ ମାନହାନି ମକଦମାର ମଧ୍ୟ ସମ୍ମୁଖୀନ…

ବାତ୍ୟା ଫନି ପାଇଁ ୩,୩୩୮ କୋଟି

ଓଡିଶାକୁ ଫନି ସହାୟତ ଦେଲେ କେନ୍ଦ୍ର ସରକାର । ଓଡିଶାକୁ ୩୩୩୭ କୋଟିର ମିଳିବ ସହାୟତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଜାତୀୟ ବିପର୍ୟ୍ୟୟ ପାଣ୍ଠି (ଏନଡିଆରଏଫ୍)ରୁ ଫନି ପୁନରୁଦ୍ଧାର ଲାଗି ଓଡ଼ିଶାକୁ ୩୩୩୮.୨୨ କୋଟିର ସହାୟତା…

ଇମ୍ରାନଙ୍କ ଦକ୍ଷତା ଓ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ପତ୍ନୀ

କାଶ୍ମୀରରେ ନିକଟେ ଘଟିଥିବା ଘଟଣା କ୍ରମ ପାଇଁ ଇମ୍ରାନ ଖାନଙ୍କଠାରେ ନିଷ୍ପତ୍ତି ନେବା ଦକ୍ଷତାର ଅଭାବ ଦାୟୀ ବୋଲି ି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନ ଅଭିଯୋଗ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁସି କରିବାକୁ କେବଳ ଇମ୍ରାନ ଉଦ୍ୟମ…

୫ ଦିନରେ ୧୦୦ କୋଟି

ମୁମ୍ବାଇ ()   ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ମିଶନ ମଙ୍ଗଲ’।ଇତିହାସ ଫର୍ଦ୍ଧରେ ଦେଶର ଅନ୍ତରୀକ୍ଷ ଯାତ୍ରା ସଫଳତାକୁ ଏହି ଫିଲ୍ମରେ ବେଶ୍ ଭଲ ଭାବରେ ଚିତ୍ରଣ କରାଯାଇଛି । ଜଗନ ଶକ୍ତି ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା,…

ଗୁରୁବାରରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ କ୍ରିଷନ

ପୁରୀ (): ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଡ. କ୍ରିଷନ କୁମାର ଗୁରୁବାର ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟ ସରକାର ପ୍ରଦୀପ ମହାପାତ୍ରଙ୍କ ସ୍ଥାନରେ କ୍ରିଷନ କୁମାରଙ୍କୁ ଗତ ୧୫ତାରିଖରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଥିଲେ। ନିଯୁକ୍ତି ଦିନ…

ଷ୍ଟେସନରୁ ଉଦ୍ଧାର ହେଲା ଫ୍ଲାଇଙ୍ଗ୍‌ ସ୍ନେକ୍ ବା ଉଡନ୍ତା ସାପ

ଭୁବନେଶ୍ବର : ଭୁବନେଶ୍ବର ରେଲୱେ ଷ୍ଟେସନରୁ ଉଦ୍ଧାର ହେଲା ଫ୍ଲାଇଙ୍ଗ୍‌ ସ୍ନେକ୍ ବା ଉଡନ୍ତା ସାପ । ପଶ୍ଚିମବଙ୍ଗରୁ ଜଣେ ଯୁବକ ସାପଟିକୁ ଆଣି ରେଲୱେ ଷ୍ଟେସନରେ ଲୋକଙ୍କୁ ଦେଖାଇ ମନୋରଞ୍ଜନ କରୁଥିଲା । ଖବର ପାଇ ମଞ୍ଚେଶ୍ବର ବନାଞ୍ଚଳ ଅଧିକାରୀ ଓ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ…

ସେକ୍ସ ରାକେଟ ଠାବ, ଯୁବତୀ ଯୁବକ ଗିରଫ

ଅନୁଗୋଳ : ରେଲୱେ ଷ୍ଟେସନ ନିକଟସ୍ଥ ହୋଟେଲ କ୍ରିଷ୍ଣାରେ ଚାଲିଥିବା ସେକ୍ସ ରାକେଟ ଠାବ ହୋଇଛି । ୩ଜଣ ଯୁବତୀଙ୍କ ସହ ୩ ଯୁବକ ଗିରଫ ହୋଇଛନ୍ତି । ଏହା ସହିତ ହୋଟେଲର ଦୁଇ କର୍ମଚାରୀଙ୍କୁ ଗିରଫ କରିଛି ଅନୁଗୋଳ ପୋଲିସ ।  ଗିରଫ ଯୁବକ ମାନେ ହେଲେ ଝିଣ୍ଟି ପାଳ ଗ୍ରାମର ପପୁନ ବେହେରା,…

ଟ୍ରକ୍-ଟାଟା ଏସିଇ ଧକ୍କାରେ ଡ୍ରାଇଭର ମୃତ, ୫ ଗୁରୁତର

ପାରାଦୀପ : ପାରାଦୀପ ଉପକଣ୍ଠ ଭୁତମୁଣ୍ଡାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ପଛପାଖରେ ଠିଆ ହୋଇଥିବା ଡ୍ରାଇଭରଙ୍କୁ ଧକ୍କା ଦେଇଛି ଟାଟା ଏସି । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୄତ୍ୟୁ ଘଟିଥିବା ବେଳେ ଟାଟାଏସିଇରେ ଥିବା ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ କୁଜଙ୍ଗ…

ଜୀବିକା ସୁରକ୍ଷା ମଞ୍ଚ ଶିବିର ଅନୁଷ୍ଠିତ

ଘୁ. ଉଦୟଗିରି : ଜୀବିକା ସୁରକ୍ଷା ମଞ୍ଚ ତରଫରୁ ବାଲିଗୁଡା ବ୍ଲକ ଅଧୀନରେ ଥିବା ସମସ୍ତ ଗ୍ରାମପଞ୍ଚାୟତର ବୃଦ୍ଧା ବୃଦ୍ଧିଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ମାସିକ ଭତ୍ତା ସର୍ବନିମ୍ନ ପାଞ୍ଚଶହ ଟଙ୍କା ଜାଗାରେ ୩ ହଜାର ଟଙ୍କା କରାଯାଉ । ଆଜିର ଦିନରେ ଯେଉଁ ଭଳି…

ଉଚ୍ଛେଦ ପାଇଁ ଆସିଥିଲେ : ଥଣ୍ଡା ପିଇ ପଳାଇଲେ

ଭୁବନେଶ୍ୱର : ରାସ୍ତା ଉପରେ ବେଆଇନ୍‍ ଭାବେ ନିର୍ମାଣ ହୋଇଛି ଘର । ଉଚ୍ଛେଦ ପାଇଁ ସଦଳବଳେ ଆସିଥିଲେ ବିଡିଏ ଓ ବିଏମ୍‍ସିର ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍‍ । ସାଙ୍ଗରେ ସ୍ଥାନୀୟ ପୁଲିସ୍‍ ବି ଥିଲେ । ଲୋକେ ଜମାହେଲେ ଘରଭଙ୍ଗା ଦେଖିବାପାଇଁ । ହେଲେ ଘର ଭାଙ୍ଗିବେ କ’ଣ ବାବୁମାନେ ଥଣ୍ଡା ପିଇ…