ପିଲାଦିନ ସ୍କୁଲରେ ପାଠ ପଢାଇଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ : କାର୍ଯ୍ୟକ୍ରମରେ ଯାଉଥିଲେ ବିଜେପୁର । ହେଲେ ବାଟରେ ପଡିଗଲା ସେଇ ସ୍କୁଲ , ଯେଉଁଠି କଟିଥିଲା ପିଲାଦିନ । ସରିଥିଲା ପ୍ରାଥମିକ ଶିକ୍ଷା । ଆଉ ମନ ଟାଣିଲାନି ଆଗକୁ ଯିବାକୁ । ମନେ ପଡିଗଲା ପିଲାଦିନର ସେଇ ଅଭୁଲା ସମୟ, ସେଇଠି ବ୍ରେକ ଲାଗିଗଲା ମନରେ । ଗାଡି ସାଇଡ କରି ରଖିବାକୁ…
