Odia News Portal

ନାବାଳିକାଙ୍କୁ ଅସଦାଚରଣ କରି ପୋଲିସ କର୍ମଚାରୀ ହଟହଟା

ବାରିପଦା : ବାରିପଦାରେ ନାବାଳିକାଙ୍କୁ ଅସଦାଚରଣ କରି ଜଣେ ୫୫ବର୍ଷ ବୟସ୍କ ପୋଲିସ କର୍ମଚାରୀ ହୋଇଛନ୍ତି ହଟହଟା ହୋଇଛନ୍ତି । ରସିକିଆ ପୋଲିସକୁ ଲୋକେ ଧରି ମଝି ରାସ୍ତାରେ ବାନ୍ଧି ପକାଇଲେ ଗ୍ରାମବାସୀ। ସୂଚନାଯୋଗ୍ୟ ଯେ, ବାରିପଦା ରିଜର୍ଭ ପୋଲିସର ୪ର୍ଥ ଶ୍ରେଣୀ କର୍ମଚାରୀ ଜହରଲାଲ ବେହେରା…

ମହିଳାଙ୍କୁ କେବେ ମିଳିବ ଇନ୍ଦିରା ଆବାସ ?

ଘୁ. ଉଦୟଗିରି : କନ୍ଧମାଳ ଜ଼ିଲ୍ଲା କୋଟଗଡ ବ୍ଲକ ଅଧୀନସ୍ଥ ମାଦାଗୁଡ଼ା ଗ୍ରାମ ପଞ୍ଚାୟତର ଦୁରିଂପୋଡି ଗ୍ରାମ । ଏହି ଗ୍ରାମରେ ରାଜନ୍ତି ମଲିକ ନାମକ ଜଣେ ବିଧବା ମହିଳା ପରିବାର ସହ ବସବାସ କରନ୍ତି । ପାଖପାଖି ୧୮ ବର୍ଷ ପୂର୍ବେ ରାଜନ୍ତି ମଳିକଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟି ଥିଲା । ଦିନ ମଜୁରୀ…

ଫାଇନ୍‌ ଗଣିଲେ ଭୁବନେଶ୍ବର ମଧ୍ୟ ବିଧାୟକ

ଭୁବନେଶ୍ୱର : ନୂଆ ଟ୍ରାକ୍‌ ନିୟମକୁ ନେଇ ପୋଲିସ୍‌-ପବ୍ଲିକ୍‌ ମୁହାଁମୁହିଁ ହୋଇଥିବା ବେଳେ ଆଜି ପୋଲିସ୍‌ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଚକଲେଟ୍‌ ବାଣ୍ଟି ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ଲାଗି ଉଦ୍ୟମ ଚାଲିଛି । ହେଲେ ଏହି ଉଦ୍ୟମରେ ସାମିଲ ହୋଇଥିବା ବିଧାୟକ କିନ୍ତୁ ଏହି…

ଆଜି ଚକୋଲେଟ୍ ଦେଇ ଟ୍ରାଫିକ୍ ନିୟମ ସଚେତନ

ଭୁବନେଶ୍ବର : ଦେଶବ୍ୟାପୀ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଉଲଂଘନ କଲେ ଦେବାକୁ ପଡୁଛି ମୋଟା ଅଙ୍କର ଜରିମନା । ତେବେ ରାଜ୍ୟରେ ମଧ୍ୟ ଏହି ନୂଆ ନିୟମ କଡାକଡି କରାଯାଇଛି । ତେବେ ଏହି ନିୟମକୁ ବିଭିନ୍ନ ସ୍ଥାନରେ ବିରୋଧ ମଧ୍ୟ କରାଯାଉଛି । ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ପୋଲିସ ଏବଂ ଜନତା…

୧୯ବର୍ଷରୁ କମ୍‌ ଏସିଆ କପ୍‌ : ପାକିସ୍ତାନକୁ ହରାଇ ସେମିରେ ଭାରତ

ମୋରାତୁୱା : ଚଳିତ ୧୯ବର୍ଷରୁ କମ୍‌ ଏସିଆ କପ୍‌ ଦିନିକିଆ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଦଳ ଗ୍ରୁପ୍‌ ଏ’ ମ୍ୟାଚ୍‌ରେ ୬୦ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି । ଅର୍ଜୁନ ଆଜାଦ ଓ ତିଲକ ବର୍ମା ଶତକୀୟ ଇନିଂସ୍‌ ଖେଳି…

ବଡ ଆଖଡା ମଠ ଉଛେଦ ଆରମ୍ଭ

ପୁରୀ : ପୁରୀରେ ଜାରି ରହିଛି ବଡ ଆଖଡା ମଠ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ମଠ ପରିସରରେ ଥିବା ୩୦ଟି ଦୋକାନ ଘର ଭଙ୍ଗାଯାଉଛି । ମାଜିଷ୍ଟ୍ରେଟ୍‌ ଓ ୧୫ପ୍ଲାଟୁନ୍‌ ଫୋର୍ସଙ୍କ ଉପସ୍ଥିତିରେ ଉଛେଦ କାର୍ଯ୍ୟ ଚାଲିଛି । ଗତ ୩ ତାରିଖରେ ବଡ ଆଖଡା ମଠ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଥିଲେ…

କୋ-ପାଇଲଟ୍‌ ଭାବେ ନିଯୁକ୍ତି ପାଇଲେ ଅନୁପ୍ରିୟା ଲାକ୍ରା

ମାଲକାନଗିରି : ପଛୁଆ ଅଞ୍ଚଳର ଆଗୁଆ ଝିଅ । ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍‌ ଭାବେ ନିଯୁକ୍ତି ପାଇଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ । ଓଡ଼ିଶା ପୋଲିସରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ମାରିନିୟସ୍‌ ଲାକ୍ରାଙ୍କ ଝିଅ ଅନୁପ୍ରିୟା ଲାକ୍ରା । ମାଲକାନଗିରି ଦୀପ୍ତି କନ୍‌ଭେଣ୍ଟରେ…

ଶିବ ମନ୍ଦିରରୁ ପାର୍ବତୀ ମୂର୍ତ୍ତି ଚୋରି

ଗଞ୍ଜାମ : ଗଞ୍ଜାମ ଦିଗପହଣ୍ଡି ଥାନା ଛଣମେରି ଗାଁରେ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳୁ ଛଣମେରି ଗାଁ ଦାଣ୍ଡରେ ଜଣେ ଯୁବକକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଲଣ୍ଡା କରାଯାଇଥିବା ଦେଖିବାକୁ ମିଳିଛି । ଖୁଣ୍ଟରେ ବନ୍ଧା ଯାଇଥିବା ଏହି ଯୁବକ ଜଣକ ଛାଣମେରି ଗାଁରେ ଥିବା କପିଳେଶ୍ୱର ମନ୍ଦିରରୁ…

ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

କଳାହାଣ୍ଡି :  ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ ଫଳରେ ପ୍ରାୟ ଦେଢ କି.ମି. ଖଟିଆରେ ବୁହାହୋଇ ଆସିଲେ ରୋଗୀ । କଳାହାଣ୍ଡି ଜିଲ୍ଲାର ଚିର ଅବହେଳିତ ଲାଞ୍ଜିଗଡ ବ୍ଲକ୍ ଗୋବର୍ଦ୍ଧନପୁର ପଞ୍ଚାୟତ ଅଧିନସ୍ଥ ପଲସାପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପଲସାପଡା ଗାଁର ଗୋପାଳ…

ଫାଇନ୍‍ ଆଦାୟ ପାଇଁ ବାହାଦୂରୀ ଦେଖାଇ ପୁଲିସ୍‍ ହଟହଟା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ମୋଟରଯାନ ଆଇନ୍‍ ହାତରେ ପଡିବା ପରେ କମିଶନରେଟ ପୁଲିସ୍‍ ସବୁକାମ ଛାଡି ରାସ୍ତାକୁ ଦଉଡିଲା । ଛକରେ ଛିଡାହୋଇ ବାହାଦୂରୀ ଦେଖାଇ ଫାଇନ୍‍ ଆଦାୟ କଲା । କାହାଠାରୁ ୪୭ହଜାର ତ ଆଉ କାହାଠାରୁ ୨୫ହଜାର । ରାଜରାସ୍ତାରେ କୋକୁଆ ଭୟ ସୃଷ୍ଟି କରିବା ସହିତ ଗଣମାଧ୍ୟମକୁ…