Odia News Portal

ଆଜି ଜନ୍ମ ମାଟିରେ ପହଞ୍ଚିବେ ଜଗା କାଳିଆ

ଭୁବନେଶ୍ବର : ଓଡିଶା ଫେରୁଛନ୍ତି ଜଗା କାଳିଆ । ଗତକକାଲି ସଂଧ୍ୟା ୫ଟାରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଅଭିମୁଖେ ବାହାରିଛନ୍ତି । ଏସସିବି ମେଡିକାଲର ୨ଜଣ ଡାକ୍ତରଙ୍କ ସହ ୪ ଜଣିଆ ଏମ୍ସର ଏକ ଡାକ୍ତରୀ ଦଳ ସେମାନଙ୍କ ସହ  ଆସୁଛନ୍ତି । ।  ୨୫ ଅଗଷ୍ଟ ୨୦୧୭ ରେ ପ୍ରଥମ ବିରଳ ଅପରେସନ ହୋଇଥିଲା…

ଫାଇନ୍‍ ଆଦାୟ ପାଇଁ ବେହାଲ ହେଲାଣି ରାଜଧାନୀ

ଭୁବନେଶ୍ୱର : ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ନୂଆ ପରିବହନ ଆଇନ୍‍ ଅନୁଯାୟୀ ହେଉଥିବା ଯାଞ୍ଚ ଲୋକଙ୍କୁ ପ୍ରଥମେ ପ୍ରଥମେ ଟିକେ କାଟିବ-କଷ୍ଟହେବ, ପରେ କିନ୍ତୁ ଲୋକେ ଵୁଜିଯିବେ । ହେଲେ ଦୁଇ ତିନି ଦିନ ଯାଞ୍ଚରେ କଷ୍ଟ ଏତେ ବଢିଗଲା ଯେ ଲୋକଙ୍କ ଅସନ୍ତୁଷ୍ଟକୁ ଦେଖି ସରକାର…

ପୁରୀରେ ଆମିକସ କ୍ୟୁରି

ପୁରୀରେ ଆମିକସ କ୍ୟୁରି  ରଞ୍ଜିତ କୁମାର ।ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀରେ ପହଞ୍ଚିଛନ୍ତି। ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଶ୍ରୀମନ୍ଦିର ଭିତର ଓ ବାହାର ସ୍ଥିତି ଅନୁଧ୍ୟାନ…

ଅଧାରେ ରହିଯାଇଛି ମିଶନ ଚନ୍ଦ୍ରଯାନ ୨

ଶୁକ୍ରବାର ବିଳମ୍ବିତ ରାତ୍ରୀ (ରାତି ୧୨ଟା ପରେ) ଶନିବାର ଗୋଟାଏ ତିରିଶରୁ ୨ଟା୩୦ ମଧ୍ୟରେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଥିଲା । ଚନ୍ଦ୍ର ପୃଷ୍ଟର ୨.୧ କିଲୋମିଟର ଦୂରରୁ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିକ୍ରମ ଲ୍ୟାଣ୍ଡରର ଶେଷ…

ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା

ଭୁବନେଶ୍ୱର : ଓଡ଼ିଶା ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା ତିର୍କି । ଭାରତୀୟ ଟିମରେ ଗୋଲକିପର ଭାବେ ଖେଳିବାକୁ ସଞ୍ଜୁକ୍ତା ମନୋନୀତ ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ୨୫ତମ ମହିଳା ଫୁଟବଲ ଚାମ୍ପିୟନସିପ୍‌ରେ ସେ ଭାଗ ନେବେ । ୧୦ରୁ ୨୪ ସେପ୍ଟେମ୍ବର…

ଡେଟିଂରୁ ସବୁବେଳେ ନିଜକୁ ଦୂରେଇ ରଖନ୍ତି, ଏହି ୭ ପ୍ରକାରର ଝିଅଙ୍କୁ ପସନ୍ଦ କରନ୍ତିନି ପୁଅ

ବିନା ସର୍ତ୍ତରେ ଯିଏ ଆପଣଙ୍କୁ ପ୍ରେମ କରୁଛି, ସେହି ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହିବା ଜୀବନର ସବୁଠାରୁ ସୁନ୍ଦର ଉପହାର। କିନ୍ତୁ କେବେ କେବେ ଦେଖାଯାଏ କି, ଛୋଟମୋଟ ଘଟଣାକୁ ନେଇ ଅନେକ ପ୍ରେମିକ-ପ୍ରେମିକାଙ୍କ ଭିତରେ ମତାନ୍ତର, ମନାନ୍ତର ଘଟେ, ଯାହାକି ସମ୍ପର୍କରେ ତିକ୍ତତା ଆଣିବାରେ ଏକ…

ଯଦି କୌଣସି ଯୁବକ କିମ୍ବା ଯୁବତୀ ଆପଣଙ୍କୁ ପସନ୍ଦ ନ ଆସେ, ତା’ହେଲେ ଏପରି କୁହନ୍ତି ନିଜର ମନର କଥା

ଜୀବନରେ ଆମେ ଅନେକ ଲୋକଙ୍କ ସହ ମିଶିଥାଉ। ପ୍ରତ୍ୟେକ ଲୋକଙ୍କ ପାଇଁ ଆମ ଭାବନା ଅଲଗା ଅଲଗା ହୋଇଥାଏ। କେବେ କେବେ ଏପରି ହୋଇଥାଏ ଯେ ଆମେ ଯାହାଙ୍କ ସହିତ ମିଶାମିଶି କରୁ, ସେମାନେ ଆମକୁ ପସନ୍ଦ ଆସି ନ ଥାଆନ୍ତି। ହେଲେ ଆମେ ସେମାନଙ୍କୁ ସିଧାସଳଖ କିଛି କହିପାରୁ ନ ଥାଉ। ଯଦି କୌଣସି ଯୁବକ କିମ୍ବା…

ବୋଲ୍ଡ ଡ୍ରେସ୍‌ ପାଇଁ ଟ୍ରୋଲ୍‌ ହେଲେ ରାକ୍ଷୀ, ସେୟାର କଲେ ଭିଡ଼ିଓ

ବମ୍ବେ : ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସଛନ୍ତି ଆଇଟମ୍‌ ଗାର୍ଲ ରାକ୍ଷୀ ସାଓ୍ଵନ୍ତ। ଏଥରକ କଥାବାର୍ତ୍ତାକୁ ନେଇ ନୁହେଁ ବରଂ ବୋଲ୍ଡ ଡ୍ରେସ୍‌ ପାଇଁ ରାକ୍ଷୀଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି। ରାକ୍ଷୀ ସାଓ୍ଵନ୍ତଙ୍କ ନୂଆ ଭିଡ଼ିଓ ସଙ୍ଗ୍‌ ଛପନ ଛୁରୀ ରିଲିଜ୍‌ ହୋଇଛି। ଏହି ଡ୍ୟାନ୍ସ ଭିଡ଼ିଓକୁ…

ସାମାନ୍ୟ ଭୁଲ ପାଇଁ ସାଙ୍ଗମାନଙ୍କ ଆଗରେ ହ୍ରିତିକ୍‌ଙ୍କୁ ମାରିଥିଲେ ବାପା, ଜାଣନ୍ତୁ କାହିଁକି

ବମ୍ବେ  : ହ୍ରିତିକ୍‌ ରୋଶନ୍‌ଙ୍କ ସହ ତାଙ୍କ ବାପା ରାକେସ ରୋଶନ୍‌ଙ୍କ ଭଲପାଇବା ଅତି ନିବିଡ। ପରସ୍ପର ଦୁହେଁ ଦୁହିଁଙ୍କର ଅତି କ୍ଲୋଜ୍‌ ମଧ୍ୟ। ଛୋଟ ବେଳୁ ଆରମ୍ଭ କରି ବର୍ତ୍ତମାନ ପଯ୍ୟର୍ନ୍ତ ଏ ପରି କିଛି ଛୋଟ ଛୋଟ କାହାଣୀ ରହିଛି ଯାହା ତାଙ୍କୁ ତାଙ୍କ ପିଲାବେଳ ମନେପକାଇଦେଇଥାଏ। ଯେପରି ଥରେ…

ଗୁଗଲ ଉପରେ ଲାଗିଲା ଜରିମନା ! ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ ଟେକ୍‌ କମ୍ପାନୀ ଗୁଗଲ ଉପରେ ଆମେରିକାର ଫେଡେରାଲ କମିଶନ ୧୨.୨୪ଲକ୍ଷ କୋଟି ଟଙ୍କା ଜରିମନା ଲଗାଇଛନ୍ତି। କମ୍ପାନୀ ଉପରେ ଅଭିଯୋଗ ହୋଇଛି କି, ଏହାର ସହଯୋଗୀ ଏବଂ ଭିଡିଓ ସେୟାରିଙ୍ଗ କମ୍ପାନୀ ୟୁଟ୍ୟୁବ୍‌ ବେଆଇନ୍‌ ଭାବେ ଛୁଆମାନଙ୍କର ଡାଟା ଏକାଠି କରିଥିଲା।…