ଆଜି ଦକ୍ଷିଣ ମୋଡ ନୀତି
ପୁରୀ() ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ଏହା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସଙ୍କେତ । ରଥ ଦକ୍ଷିଣ ମୋଡ଼ ପାଇଁ ବଡ଼ଦାଣ୍ଡରେ ବାଲି ବିଛାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଏଥି ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରିଛି । ମଧ୍ୟାହ୍ନ…
