ଶ୍ରଦ୍ଧା ଓ ପାଣ୍ଡିଆନଙ୍କ କବଜାରେ ବିଜେଡି: ନବୀନ ଅସହାୟ, ଅନିଶ୍ଚିତତାରେ କର୍ମୀ ଓ ନେତା
ବିଜୁ ଜନତା ଦଳ ତିଷ୍ଠିବ ତ? ନା ଭୁଶୁଡ଼ି ପଡ଼ିବ? ନିର୍ବାଚନୀ ବିପର୍ଯ୍ୟୟର ଏପର୍ଯ୍ୟନ୍ତ ସମୀକ୍ଷା ହେଲାନି କି ଦଳୀୟ କର୍ମୀ ଓ ନେତାଙ୍କ ମନୋବଳ ବଢ଼ାଇବାକୁ ପଦକ୍ଷେପ ବି ନିଆଗଲାନି । ଓଲଟା ଦଳ ଯେଉଁମାନଙ୍କ ପାଇଁ ବିପର୍ଯ୍ୟସ୍ତ ହେଲା ଏବେ ସେମାନେ ପୁଣିଥରେ ସକ୍ରିୟ ହୋଇ ଉଠିଥିବାରୁ ଏଭଳି!-->…
