Odia News Portal

ଶ୍ରୀଦେବୀଙ୍କ ସ୍ମ୍ମୃତିରେ ହେବ ଚଳଚିତ୍ର

ସ୍ୱର୍ଗତ ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବା ଜଣେ ସ୍ୱାମୀର କର୍ତ୍ତବ୍ୟ, ଏ କଥାକୁ ଆପଣ ଅସ୍ୱୀକାର କରି ପାରିବେନି। ଠିକ୍ ସେମିତି କିଛି କରିବାକୁ ଯାଉଛନ୍ତି ବୋନି କପୁର। ପତ୍ନୀ ଶ୍ରୀଦେବୀଙ୍କ ସ୍ମୃତୀରେ ବୋନି ନିର୍ମାଣ କରିବାକୁ ଯାଉଛନ୍ତି ଏକ ତାମିଲ ଫିଲ୍ମ। ଯାହାକି ଜଣେ ଭଲ ସ୍ୱାମୀ ଭାବେ…

ସୋନାଙ୍କୁ କଣ କହିଲେ ସୋନୁ ଜାଣନ୍ତୁ…

ଜଣାଶୁଣା କଣ୍ଠଶିଳ୍ପୀ ସୋନୁ ନିଗମ୍ଙ୍କୁ ବିଭିନ୍ନ ପ୍ରସଙ୍ଗରେ ବଲିଉଡ୍ର ଓଡ଼ିଆ ସିଙ୍ଗର୍ ସୋନା ମହାପାତ୍ର ସମାଲୋଚନା କରିବା ପରେ ଏହି ଝଗଡ଼ା ଉଗ୍ର ହୋଇଛି। ଏବେ ସୋନୁ ସୋନାଙ୍କ ସମାଲୋଚନାର ପ୍ରତିଜବାବ୍ ଦେଇଛନ୍ତି। ସୋନା ମହାପାତ୍ରଙ୍କୁ କଟାକ୍ଷ କହି ସୋନୁ ନିଗମ୍ କହିଛନ୍ତି ଯେ ” ଟ୍ୱିଟର୍ରେ…

ବିଚାରପତିଙ୍କ ଘରେ ପଶିଗଲା ଭାଲୁ ପଢନ୍ତୁ…

ଛତିଶଗଡ କାଙ୍କେର ଜିଲ୍ଲା ଜଜ ବିଚାରପତି ପ୍ରଶାନ୍ତ କୁମାର ଶିବହରେଙ୍କ ଘରେ ପଶିଲା ଜଙ୍ଗଲି ଭାଲୁ । ଖାଦ୍ୟ ଅନ୍ୱେଷଣରେ ମା ଭାଲୁ ସହ ଦୁଇ ଛୁଆ ଭାଲୁ ସହରକୁ ପଶିଆସିଥିବା ସନ୍ଦେହ କରାଯାଉଛି । ଭାଲୁକୁ କାବୁ କରିବାକୁ ବନବିଭାଗକୁ ନାକେଦମ ହେବାକୁ ପଡିଛି । ଗତକାଲି ଏହି ଘଟଣା ଘଟିଥିଲା । ଏହି…

ସୋସିଆଲ ମିଡିଆରୁ ଦୂରେଇ ରହିବା ପରାମର୍ଶ: ଓଏଏସ ଟପ୍ପର ଆୟୁଷୀ

ଓଏଏସ ଟପ୍ପର ଆୟୁଷୀ କହିଛନ୍ତି ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ପ୍ରସ୍ତୁତିରେ ବାଧା ସୃଷ୍ଟି କରିଥାଏ । ଆପଣ ଯଦି ଫେସବୁକ ହ୍ୱାଟସଅପ, ଟ୍ୱିଟର ପରି ସୋସିଆଲ ମିଡିଆର କବଳରେ ପଡିଯାନ୍ତି, ତାହା ହେଲେ ସେଥିରୁ ମୁକୁଳି ପାଠ ପଢାରେ ମନ ନିବେଶ କରିବା କଷ୍ଟକର ବ୍ୟାପାର । ସୋସିଆଲ ମିଡିଆ ଯଦି…

କାଲିଠାରୁ ସରକାରୀ ବ୍ୟାଙ୍କ ୫ ଦିନ ବନ୍ଦ ରହିବ,ପଢନ୍ତୁ…

ଦେଶରେ ସରକାରୀ ବ୍ୟାଙ୍କ ଗୁଡିକ ୫ ଦିନ ବନ୍ଦ ରହିବ । ସୂଚନା ଅନୁଯାୟୀ, ଏହି ସମୟରେ ଦୁଇ ଦିନ ଧରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ । ଜାଣନ୍ତୁ କେଉଁ ଦିନ ଆଉ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ । ୨୧ ଡିସେମ୍ବର ଅର୍ଥାତ ଶୁକ୍ରବାର ଦିନ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ ।…

ସିନେମା ହଲ ସମ୍ମୁଖରେ ବାଳକର ଆତ୍ମହତ୍ୟା

ପାରାଦ୍ୱୀପ: ପାରାଦ୍ୱୀପ ପୌରପାଳିକାର ୧୫ ନମ୍ବର ୱାର୍ଡ, ଅନ୍ତର୍ଗତ ବଡପଡ଼ିଆ କମଳା ସିନେମା ହଲ ସମ୍ମୁଖରେ ଥିବା କ୍ୱାଟରରେ ଜୈନିକ ନାଁ ବାଳକର ଆତ୍ମହତ୍ୟା କରିଥିବା ଖବର ମିଳିଛି । ପାରାଦ୍ୱୀପ ପୌରପାଳିକାର ମହିଳା କର୍ମଚାରୀ ମେନକା ଦାସଙ୍କ ୧୭ ବର୍ଷ ପୁଅ ଦୀପ କୁମାର ମହାନ୍ତି, ତିନି ବର୍ଷ…

ଡାକ କର୍ମଚାରୀମାନଙ୍କର ଅନିର୍ଦ୍ଧିଷ୍ଟ କାଳପାଇଁ ଧର୍ମଘଟ

କୋରାପୁଟ: ସାରା ଭାରତ ବର୍ଷରେ ଗ୍ରାମୀଣ ଡାକ କର୍ମଚାରୀ ମାନଙ୍କର ଅନିର୍ଦ୍ଧିଷ୍ଟ କାଳନୀ ଧର୍ମଘଟଚାଲିଥିବା ବେଳେ ଜୟପୁରରେ ମଧ୍ୟ କୋରାପୁଟ ଡ଼ିଭିଜନ ବ୍ରାଞ୍ଚ ତରଫରୁ ଧର୍ମଘଟ କରାଯାଇଛି। ଜୟପୁର ମୂଖ୍ୟ ଡାକଘର ନିକଟରେ ଧାରଣା ଦିଆଯାଇ ବିକ୍ଷୋଭ କରାଯାଇଛି। ଚାକିରି କାଳ ୧୨ବର୍ଷ, ୨୪ ବର୍ଷ,…

ଚତୁର୍ଦ୍ଦଶ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା

କେନ୍ଦୁଝର: ହାଟଡିହି ବ୍ଲକ ଅଧିନସ୍ଥ ବିବେକାନନ୍ଦ ପାଠକ ମଞ୍ଚ, ନୂଆରମ୍ପାସର ବାର୍ଷିକ ସ୍ଵନକ୍ଷତ୍ର ଉପଲକ୍ଷେ ଆୟୋଜିତ ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ସ୍ଥାନୀୟ ଜପିଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୬୦ଟି ବିଦ୍ୟାଳୟର ୩୫୦ ରୁ…

ଥକାପଣ ସହ ଡିପ୍ରେସନ ଦୂର ହେବ ପିଅନ୍ତୁ ଏହି…

ଶୀତଦିନରେ କ୍ଷୀର ପିଇବା ବହୁତ ଲାଭକାରୀ ହୋଇଥାଏ। କ୍ଷୀରରେ ରହିଥିବା ପ୍ରୋଟିନ୍, କାବ୍ରୋହାଇଡ଼୍ରେଟ୍, ଭିଟାମିନ୍ ଏବଂ ମିନେରାଲ ରହିଥାଏ, ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ। ତେବେ ଏଥିପାଇଁ ସଠିକ୍ ସମୟ ଏବଂ ପରିମାଣର କ୍ଷୀର ପିଇବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଗରମ କ୍ଷୀର ପିଇବାର ସମୟ ସହ…

ଓଏଚଆରସି ପଦବୀ ପୂରଣ ପାଇଁ ଉଚ୍ଚ ସ୍ତରୀୟ ବୈଠକର ନିଷ୍ପତି

ଖାଲି ପଡିଥିବା ରାଜ୍ୟ ମାନବାଧିକାର କମିଶନ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବୈଠକ ବସି ରାଜ୍ୟପାଳ ନିକଟକୁ କେତେକ ସୁପାରିସ ପଠାଯାଇଛି । ଏହି ବୈଠକରେ ବାଚସ୍ପତି ପ୍ରଦୀପ କୁମାର ଅମାତ ବିରୋଧି ଦଳର ନେତା ନରସିଂହ ମିଶ୍ର ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ…