Odia News Portal

ଟସ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ () ଆଜି ଭାରତ-ଶ୍ରୀଲଙ୍କା ଶେଷ ଲିଗ୍ ।ଲିଡ୍ସରେ ବିଶ୍ବ କପର ୪୪ତମ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛୁ । ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା ।ଭାରତ ପୂର୍ବରୁ ହିଁ ବିଶ୍ୱକପ୍ ସେମିଫାଇନାଲ୍ରେ ନିଜର ସ୍ଥାନ ସୁରକ୍ଷିତ…

ଆଜି ଲିଡ୍ସରେ ଭାରତ-ଶ୍ରୀଲଙ୍କା ମୁକାବିଲା

ଲଣ୍ଡନ : ଆଜି ଭାରତ-ଶ୍ରୀଲଙ୍କା ଶେଷ ଲିଗ୍ । ଶେଷ ଦିନରେ ଦୁଇଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଶୀର୍ଷ ସ୍ଥାନ ପାଇଁ ଅଲଗା ଅଲଗା ପଡ଼ିଆରେ ଲଢ଼େଇ ଚାଲିବ । ଲିଡ୍ସରେ ଭାରତ-ଶ୍ରୀଲଙ୍କା ଏବଂ ମାଞ୍ଚେଷ୍ଟରରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମୁକାବିଲାରୁ କିଏ ଶୀର୍ଷ ସ୍ଥାନ ଦଖଲ କରିବ ସ୍ପଷ୍ଟ…

ଆଖି ବୁଜିଲେ ଗଙ୍ଗା-ଯମୁନା

ଢେଙ୍କାନାଳ : ଢେଙ୍କାନାଳ ଯୋଡ଼ା ଶିଶୁକନ୍ୟାଙ୍କ ମୃତ୍ୟୁ । ଗତକାଲି କଟକ ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଆଖି ବୁଜିଛନ୍ତି । ଗତ ଏକ ତାରିଖରେ ଛାତିରୁ ପେଟ ଯାଏ ଯୋଡ଼ି ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହୋଇଥିଲେ ଯାଆଁଳା ଶିଶୁ ଗଙ୍ଗା-ଯମୁନା । ଦୁଇ ଶିଶୁଙ୍କର…

ବୟସ କହିଥାଏ ମହିଳାମାନେ କେତେ ରୋମାଣ୍ଟିକ୍

ଯେଉଁ ଠି ପ୍ରେମ ଥାଏ ସେଇଠି ରୋମାନସ ମଧ୍ୟ ଥାଏ । ଏହା ସଂପର୍କକୁ ମଜଭୁତ କରିବା ସହ ସଂପର୍କରେ ଫାଟ ଆଣିବାକୁ ଦେଇ ନଥାଏ । ଆପଣ ମାନେ ଦେଖିଥିବେ ମହିଳା ମାନଙ୍କର ବୟସ ବଢିବା ସହ ଏମାନଙ୍କର ପସନ୍ଦ, ନାପସନ୍ଦ ଏବଂ ସ୍ବଭାବରେ ପରିବର୍ତ୍ତନ ଅସିଥାଏ କିନ୍ତୁ ଆପଣ କ’ଣ ଜାଣିଛନ୍ତି ବୟସ ସହ…

ସାଂସଦଙ୍କ ଗ୍ରାଣ୍ଡ ରିସେପ୍ସନ୍

କୋଲକତା()  ଅଭିନେତ୍ରୀ ତଥା ଲୋକସଭା ସାଂସଦ ନୁସରତ୍ ଜହାଁ ଗତମାସରେ ତୁର୍କୀରେ ନିଜ ପୁରୁଷବନ୍ଧୁ ନିଖିଲ୍ ଜୈନଙ୍କ ସହ ବିବାହ କରିଥିଲେ । ଗୁରୁବାର ରାତିରେ କୋଲକତାରେ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟିର ଆୟୋଜନ କରିଥିଲେ ନୁସରତ୍ । କୋଲକତାର ଆଇଟିସି ରୟାଲ୍ରେ ଏହି ପାର୍ଟିର ଆୟୋଜନ ହୋଇଥିଲା।…

ବଜେଟକୁ ନେଇ ନବୀନଙ୍କ ପ୍ରତିକ୍ରିୟା

ଭୁବନେଶ୍ବର () 2019-20 କେନ୍ଦ୍ରୀୟ ବଜେଟ କେନ୍ଦ୍ର ସରକାରଙ୍କ ମଧ୍ୟମରୁ ଦୀର୍ଘସୂତ୍ରୀ ଭିଜନକୁ ଦର୍ଶାଉଛି । ଏହା ଦେଶ ପାଇଁ ଏକ ଭଲ ପଦକ୍ଷେପ । କିନ୍ତୁ ଏହି ଭିଜନକୁ କାର୍ଯ୍ୟକାରୀ କରିବାକୁ ଆନୁପାତିକ ବ୍ୟୟ ବରାଦ କରାଯିବା ଉଚିତ ବୋଲି ବିଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି…

ବୋତଲ ନୂଆ ମଦ ପୁରୁଣା : କଂଗ୍ରେସ ନେତା

ନୂଆଦିଲ୍ଲୀ()  ୨୦୧୯-୨୦ ପାଇଁ ଆଗତ ହୋଇଥିବା ବଜେଟକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛି କଂଗ୍ରେସ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି ମୋଦି ସରକାର ।କୌଣସି ନୂଆ ଯୋଜନା ନାହିଁ। ଏହା କେବଳ ବୋତଲ ନୂଆ ମଦ ପୁରୁଣା ବୋଲି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର…

ପୁରୀ ଶରଧାବାଲିରେ ଶ୍ରୀଜିଉ

ପୁରୀ()   ପୁରୀ ଶରଧାବାଲିରେ ମହାପ୍ରଭୁ ।ଆଜି ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବେ । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ ପରିବେଶ । ରଥାରୁଢ ତିନି ଠାକୁରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଦର୍ଶନ କରୁଛନ୍ତି ଭକ୍ତ । ଅପରାହ୍ନ ପର୍ୟ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତି…

ଏଣିକି ଆଧାର ଓ ପାନ୍‌ କାର୍ଡ ବାଧ୍ୟତାମୂଳକ ହେବନାହିଁ

ନୂଆଦିଲ୍ଲୀ()  ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ୧୨୦ ରୁ ଅଧିକ ଲୋକଙ୍କ ପାଖରେ ଆଧାର କାର୍ଡ ଅଛି । ଯାହା ପାଖରେ ପାନ କାର୍ଡ ନାହିଁ, ସେ ଆଧାର କାର୍ଡ ଜରିଆରେ ଆୟକର ଟ୍ୟାକ୍ସ ରିଟର୍ଣ୍ଣ ଭରି ପାରିବେ । ଅର୍ଥାତ…

ପୁଣି ଫେରୁଛି ମୌସୁମୀ

ଭୁବନେଶ୍ବର()  ପୁଣି ଫେରୁଛି ମୌସୁମୀ ।ଜୁଲାଇ ୬ରେ ପୁଣି ମୌସୁମୀ ବର୍ଷା ହେବ । ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦୁଇ ଦିନ ଧରି ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ।…