Odia News Portal

ପେଟ୍ରୋଲ ଓ ଡିଜେଲ ଉପରେ ୧ ଟଙ୍କା ସେସ୍‌ ବୃଦ୍ଧି

ନୂଆଦିଲ୍ଲୀ()   ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଦିଙ୍କ ଦ୍ୱିତୀୟ ସରକାରର ପ୍ରଥମ ବଜେଟ୍। ବଜେଟ୍ ବେଳେ ସାଧାରଣତଃ ଦେଖିବାକୁ ମିଳେ ଯେ, ଅର୍ଥମନ୍ତ୍ରୀ ଏକ ବ୍ରିଫ୍କେଶ୍ ଧରି ସଂସଦକୁ ଆସନ୍ତି। ଆଉ ଏଥିରେ ବଜେଟ୍…

ବିଧାୟକଙ୍କୁ ୬ ମାସ ଜେଲ

ବ୍ୟକ୍ତିଙ୍କୁ ମାଡ଼ ମାରିବା ଘଟଣାରେ ଆମ୍ ଆଦ୍ମୀ ପାର୍ଟି(ଆପ୍) ବିଧାୟକ ସୋମ ଦତ୍ତଙ୍କୁ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀର ଏକ କୋର୍ଟ । ଏଥିସହ ତାଙ୍କୁ ୨ ଲକ୍ଷ ଟଙ୍କା ଫାଇନ ଦେବାକୁ ମଧ୍ୟ କହିଛନ୍ତି। ମୁଖ୍ୟ ମେଟ୍ରୋପଲିଟାଣ୍ଡ ମାଜିଷ୍ଟ୍ରେଟ ସମର ବିଶାଲ ଜୁନ୍ ୨୯ରେ ସୋମଙ୍କୁ…

ପୁରୀରେ ମୁଖ୍ୟମନ୍ତ୍ରୀ

ପୁରୀ()   ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ରଥଯାତ୍ରା ପାଇଁ ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ନେତା, ମନ୍ତ୍ରୀ ପୁରୀ ଗସ୍ତ କରିଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା…

ବଡ଼ଦାଣ୍ଡରେ ଗଡିଲା ରଥ

ପୁରୀ()  ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଏଠାରେ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ୟ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି।ଭାଇ…

ଆଜି ପ୍ରସିଦ୍ଧ ଘୋଷଯାତ୍ରା, ଆରମ୍ଭ ହେଲା ଛେରା ପହଁରା

ପୁରୀ()   ଆଜି ମହାପ୍ରଭୁ ଶ୍ରୀଜଗନ୍ନାଙ୍କ ଘୋଷଯାତ୍ରା ।ତିନି ଠାକୁର ରଥାରୂଢ଼ ହୋଇଛନ୍ତି । ସମସ୍ତ ଅଲୌକିକତା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି । ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ…

୨୦ରେ ପାଟକୁରା ନିର୍ବାଚନ

ଭୁବନେଶ୍ବର()   ଜୁଲାଇ ୨୦ରେ ହେବ ପାଟକୁରା ନିର୍ବାଚନ । ଜୁଲାଇ ୨୪ରେ ଭୋଟ୍ ଗଣତି ହେବ। ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି । ୨୬ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଫଳରେ ଆଜିଠାରୁ ହିଁ କେନ୍ଦ୍ରାପଡା ଜିଲ୍ଲାରେ ନିର୍ବାଚନ ଅଚରଣ ବିଧି ଲାଗୁ ହୋଇଛି । ସାଧାରଣ…

କ୍ୱିଣ୍ଟାଲ ପିଛା ସର୍ବନିମ୍ନ କେତେ ଟଙ୍କାରେ ବିକିପାରିବେ ଧାନ,ଜାଣନ୍ତୁ…

ନୂଆଦିଲ୍ଲୀ()   ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ୩.୭ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ୨୦୧୯-୨୦ କୃଷି ବର୍ଷ ନିମନ୍ତେ ଏହି ମୂଲ୍ୟକୁ କ୍ୟାବିନେଟ୍ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଧାନ କ୍ୱିଣ୍ଟଲ ପିଛା ଦର ୬୫ ଟଙ୍କା ବଢି ୧ହଜାର ୮ଶହ…

ରଥଯାତ୍ରାରେ ଶ୍ରୀକ୍ଷେତ୍ରର ନୂଆ ଝଲକ

ପୁରୀ () : ଏଥର ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ନୂଆ ଝଲକ ଦେଖିବାକୁ ମିଳିବ। ପୁରୀ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହୋଇଛି। ଏହି ଫୁଲ ସଜା ଶ୍ରୀମନ୍ଦିର ପ୍ରଶାସନ କରିବ ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ  ଭକ୍ତ ଏ ଗୁରୁ ଦାୟିତ୍ବ ନେଇଛନ୍ତି। ଏହାର…

ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା,ଆସନ୍ତୁ ଜାଣିବା ପ୍ରଶାସନ ବ୍ୟବସ୍ଥା

ପୁରୀ (): ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ ଠାରୁ ଆରମ୍ଭ କରି ନିଳାଦ୍ରିବିଜେ ପାଇଁ ପୁଲିସ ପକ୍ଷରୁ ଟ୍ରାଫିକ୍‍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ଯାନବାହନ ଚଳାଚଳର ଗତିପଥ ସହ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା…

ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ଲୋକଙ୍କ ସେବା କର

ଭୁବନେଶ୍ବର () : ଆଜି ପୂର୍ବାହ୍ଣରେ ନବୀନ ନିବାସଠାରେ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୦୦ ମସିହାରେ ମୁଁ ପ୍ରଥମକରି ବିଧାୟକ…