ଶ୍ରିଷ୍ଠି ରୋଡେଙ୍କ ବୋଲ୍ଡ ଅନ୍ଦାଜ, ଫଟୋ ଭାଇରାଲ …
ମୁମ୍ବାଇ : ଟେଲିଭିଜନର ବହୁ ପ୍ରତିକ୍ଷୀତ ରିୟାଲିଟି ସୋ ବିଗ୍ ବସ ସିଜିନ୍ ୧୨ରେ ନଜର ଆସିଥିବା ଟେଲିଭିନ୍ ଅଭିନେତ୍ରୀ ଶ୍ରୀଷ୍ଠି ରୋଡେଙ୍କ ଫଟୋ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।ଶ୍ରିଷ୍ଠି ନିଜ ଫଟୋ ଇନ୍ଷ୍ଟାରେ ସେୟାର କରିଛନ୍ତି। ଫଟୋରେ ଅଭିନେତ୍ରୀ ବହୁତ ଷ୍ଟନିଙ୍ଗ ଲାଗୁଛନ୍ତି। …
