Odia News Portal

ଏଣିକି ରାତିରେ ବି ଖୋଲା ରହିବ ତାଜମହଲ

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ରାତିରେ ବି ଖୋଲା ରହିବ ତାଜମହଲ । ଖୁବ ଶୀଘ୍ର ଏନେଇ ନିଷ୍ପତି ନେବେ କେନ୍ଦ୍ରସରକାର । ରାତି ସମୟରେ ତାଜ ମହଳର ସୌନ୍ଦର୍ଯ୍ୟର  ଉପଭୋଗ କରିପାରିବେ ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ…

ପାକିସ୍ତାନରେ ‘ଅଭିନନ୍ଦନ କମ୍ ଅନ୍’ କମେଡ଼ି ଚଳଚ୍ଚିତ୍ର

ମୁମ୍ବାଇ : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଉପରେ କମେଡ଼ି ଚଳଚ୍ଚିତ୍ର ନିର୍ମାଣ କରିବ ପାକିସ୍ତାନ। ପାକିସ୍ତାନୀ ଲେଖକ ଖଲିଲ୍ ଉର୍-ରହମାନ୍ କମର୍ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ଲେଖିବା ସହ ନିର୍ଦ୍ଦେଶନା ଭାର ମଧ୍ୟ ବହନ କରିବେ ବୋଲି ଜଣାପଡ଼ିଛି। ନିକଟରେ ବଲିଉଡ୍…

ପ୍ରଭୁ ଗଣେଶଙ୍କୁ ବେଶି ପସନ୍ଦ ମୋଦକ, ଜାଣନ୍ତୁ କାହିଁକି …

ଭୁବନେଶ୍ବର : ଆସୁଛି ଗଣେଶ ପୂଜା। ଆଉ ମାତ୍ର ଦିନ କେଇଟା ପରେ ବିରାଜମାନ ହେବେ ବିଘ୍ନ ବିନାଶକ ପ୍ରଭୁ ଗଣେଶ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠାରୁ ସହର। ପ୍ରଭୁ ଗଣେଶଙ୍କ ଭୋଗ ପାଇଁ ସ୍ବତନ୍ତ୍ର ପ୍ରକାର ମିଠା ଏବଂ ରାଶି ଲଡୁ ପ୍ରସ୍ତୁତ ଚାଲିଛି। କିନ୍ତୁ ଜାଣିଛନ୍ତି ଗଣେଶଙ୍କ ପ୍ରିୟ ଖାଦ୍ୟ…

କ୍ଷୀରରେ ଗାଧୋଇ ଦେଲେ ପ୍ରଶଂସକ

ହାଇଦ୍ରାବାଦ : ଏବେ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିଛି ସାଉଥ୍‌ ଷ୍ଟାର ପ୍ରଭାସଙ୍କ ଅଭିନୟ। ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହୋଇଛି ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସାହୋ’। ଆଉ ଏହା ରିଲିଜ୍‌ ହେବା ପରେ ହାଇଦ୍ରାବାଦରେ କେତେଜଣ ଯୁବକ ତାଙ୍କର ଏକ କଟ୍‌ ଆଉଟ୍‌କୁ କ୍ଷୀରରେ ଗାଧୋଇ…

ମାସେ ୧୦ ଦିନ ପରେ କଳିଙ୍ଗ ହସ୍ପିଟାଲର ଓଏସ୍‍ଟିଏଫ୍‍ ଫେରିଲା

ଭୁବନେଶ୍ୱର : ବିଜେପି ବିଧାୟକଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କୁ ଦୁର୍ବବ୍ୟବହାର ପ୍ରସଙ୍ଗରେ କଳିଙ୍ଗ ହସ୍ପିଟାଲର ବାତିଲ ହୋଇଥିବା ଓଏସ୍‍ଟିଏଫ୍‍ ସୁବିଧାକୁ ମାସେ ୧୦ ଦିନ ପରେ ପୁଣି ସରକାର ଫେରାଇ ଦେଇଛନ୍ତି । ଏହି ଘଟଣାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହୋଇଥିବାବେଳେ ଏଥିପାଇଁ…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ - ପାରିବାରିକ ସମସ୍ୟା ସମ୍ପର୍କରେ ଏଣୁତେଣୁ କେତେ ଗୁଡ଼ାଏ କଥା ଚିନ୍ତାକରି ମନକୁ ବିଷାକ୍ତ କରିବେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା କାରଣରୁ ମନ ମଧ୍ୟ ଭଲ ରହି ନ ପାରେ । ମଉଜିଆ କଥା କହି ବନ୍ଧୁମାନଙ୍କ ଗହଣରେ ପରିସ୍ଥିତିକୁ ହାଲ୍‌କା କରିପାରନ୍ତି। ଅତି ଭଲ ପାଉଥିବା…

ଦିନ ମଜୁରିଆ ଜିତେନ୍ଦ୍ର ସୁନାଙ୍କ ଭାଗ୍ୟରେ ନେଲା ୟୁ-ଟର୍ଣ୍ଣ

ନୂଆଦିଲ୍ଲୀ : ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ଛିଡା କରିବ କେହି କେବେ ଚିନ୍ତା କରିପାରିବେ ନାହିଁ । କଳାହାଣ୍ଡି ଜିଲ୍ଲାର ଦିନ ମଜୁରିଆ ଜିତେନ୍ଦ୍ର ସୁନାଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ଦିନେ ସେ ମନରେଗାରେ ମଜୁରିଆ ଭାବେ କାମ କରିବା ସହ ଏକ ଗ୍ୟାସ କାରଖାନାରେ ମଧ୍ୟ କାମ…

କଲେଜରେ ଚାରା ରୋପଣ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ

ବୈପାରୀଗୁଡା : ବୈପାରୀଗୁଡା ଶହୀଦ ଲଷ୍ମଣନାୟକ ଡିଗ୍ରୀ କଲେଜ ପରିସରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୟନ ଓ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗ ଦେଇଥିଲେ ଲ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ବୈପାରୀଗୁଡାରେ ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମିନୀ…

ଖୁବ୍‍ଶୀଘ୍ର ପରଦାରେ ଏକାଠି ହେବେ ଈଶାନ-ଅନନ୍ୟା

ମୁମ୍ବଇ : ବଲିଉଡ଼ର ଯୁବ କଳାକାର ଈଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କୁ ଖୁବ୍‍ଶୀଘ୍ର ପରଦାରେ ଏକାଠି ଦେଖିବାକୁ ମିଳିବ। ମକବୁଲ ଖାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ର ‘ଖାଲି ପିଲି’ରେ ପ୍ରଥମ ଥର ପାଇଁ ଦୁହେଁ ଏକାଠି ନଜର ଆସିବେ। ଚଳଚ୍ଚିତ୍ରରେ ଈଶାନ ଓ ଅନନ୍ୟାଙ୍କ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

ଭୁବନେଶ୍ୱର : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ଗତ ଜୁଲାଇ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆମରଣ ଅନଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୁଲାଇ ୫ ତାରିଖ ଦିନ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ ଓ ସ୍ୱାସ୍ଥ୍ୟ ବିଭାଗ ସହିତ…