ନବୀନ ବିନା ମୋ ଜୀବନ ଅର୍ଥ କିଛିି ନାହିଁ : ଖଗେଶ୍ୱର
ଭୁବନେଶ୍ୱର : ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଏ । ସେ ମୋ ଭବବାନ , ସେ ମୋର ସବୁକିଛି । ତାଙ୍କ ବିନା ମୋ ଜୀବନ ଅର୍ଥ କିଛିି ନାହିଁ । ଦିନେ କି ଦୁଇ ଦିନ ନୁହେଁ, ଆଜକୁ ୧୮ ବର୍ଷ ହେବ ମୁଁ ତାଙ୍କୁ ଭଲ ପାଉଛି । ଏଥିଲାଗି ବେସରକରୀ ଚାକିରୀ ଚାଡ଼ିଛି , ବିରୋଧୀଙ୍କ ଠାରୁ ମାଡ଼…
