ବଞ୍ଚିଥିବା ରୋଗୀଙ୍କୁ ମୃତ ଘୋଷଣା ନେଇ ଉତ୍ତେଜନା
ଜଳେଶ୍ବର : ବଞ୍ଚିଥିବା ରୋଗୀଙ୍କୁ ମୃତ ଘୋଷଣା ନେଇ ଉତ୍ତେଜନା ଦେଖାଦେଇଛି । ଜୀଇଁ ଉଠିଛନ୍ତି ଡାକ୍ତରଖାନାରୁ ମଶାଣି ଯାଇଥିବା ରୋଗୀ । ଜୀଅନ୍ତା ରୋଗୀଙ୍କୁ ମୃତ ଘୋଷଣା କରିଥିବାରୁ ତାତିଛନ୍ତି ଗାଁ ଲୋକେ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ସରକାରୀ ଡାକ୍ତରଖାନାରେ ଏଭଳି…
