Odia News Portal

ଏଣିକି ଅନଲାଇନରେ ବି ଦେଇ ହେବ ଜମିର ଖଜଣା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି 5-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପଦକ୍ଷେପ ସ୍ବରୂପ ଅନଲାଇନ ଜମି ଖଜଣା ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହା ଫଳରେ ଖଜଣା ପଇଠ ପାଇଁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର । ଏଣିକି ଅନଲାଇନରେ ବି ଦେଇ ହେବ ଜମିର ଖଜଣା…

ରାଜ୍ୟ ବାହାରକୁ ଗଲେ ଗଣିବେ ପାଉଣା

ଭୁବନେଶ୍ୱର() ରାଜ୍ୟ ସରକାର ବଦଳାଇଲେ ମେଡିକାଲ ବଣ୍ଡ ପଲିସି ନିୟମ । MBBS ପରେ ପିଜି କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ ହେବେ ମେଡିକାଲ ପିଲା । ସରକାରୀ ମେଡିକାଲ କଲେଜରେ MBBS କରି ପିଜ ବା ସୁପର ସ୍ପେଶାଲିଷ୍ଟ କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ । କୋର୍ସ ସରିବା ପରେ ୨ ବର୍ଷ…

ଅଙ୍ଗନବାଡି କେନ୍ଦ୍ରରେ ରାତି ସାରା ଉଡିଲା ପତାକା

କେନ୍ଦୁଝର : ଜାତୀୟ ପତାକାକୁ ଅସମ୍ମାନ। ରାତି ସାରା ଉଡିଲା ପତାକା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ଘଷିପୁରା ବ୍ଲକ ତରିମୂଳ ଅଙ୍ଗନବାଡି କେନ୍ଦ୍ରରେ। ଆଜି ସକାଳୁ ଗାଁଲୋକେ ପତାକା ଉଡୁଥିବା ଦେଖି ପ୍ରତିବାଦ କରିଥିଲେ। ଏହାପରେ ପାତାକା ଖୋଲାଯାିଥିଲା। ନିୟମ ଅନୁଯାୟୀ ସନ୍ଧ୍ୟା…

ପରଲୋକରେ ବାଲିଗୁଡାର ପୂର୍ବତନ ବିଧାୟକ

ବାଲିଗୁଡା : ପରଲୋକରେ ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକ । ଆଜି ଭୋର ୪ଟାରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି ହୋଇଯାଇଥିଲା । ସାହୁରା ମଲ୍ଲିକ କଂଗ୍ରେସର ଜଣେ ଦକ୍ଷ ନେତା ଥିଲେ ।…

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ବର :  ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୪୫ ମିନିଟରେ ବୈଠକ ବସିବ । ଏହି ବୈଠକରେ ପ୍ରାୟ ୮ଟି ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି । କ୍ୟାବିନେଟ୍ ଅନୁମୋଦନ ପାଇଁ କୃଷି, ବିଦ୍ୟାଳୟ ଓ…

ଅନ୍ଧବିଶ୍ୱାସ ପାଇଁ ଗଲା ଜଣଙ୍କ ଜୀବନ

ଗଞ୍ଜାମ : ପୁଣି ଅନ୍ଧବିଶ୍ୱାସ ପାଇଁ ଗଲା ଜଣଙ୍କ ଜୀବନ । ସାପକାମୁଡ଼ାରେ ଆହତ ଯୁବକଙ୍କୁ ଡାକ୍ତରଖାନା ନେବା ବଦଳରେ ମନ୍ଦିର ଆଗରେ ଶୁଆଇଲେ ପରିବାର ଲୋକ। ସଂକୀର୍ତ୍ତନକରି ପାଣି ଢଳାଗଲା କିନ୍ତୁ ଫଳ କିଛି ହେଲାନି । ପରେ ଡାକ୍ତରଖାନା ନେବାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।…

ଚା ଓ କଫି ମଧ୍ୟରେ କେଉଁଟି ରହିଛି ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରି

 କିଛି ଲୋକ ଚା ଓ କଫିରୁ ହିଁ ନିଜ ଦିନର ଆରମ୍ଭ କରିଥାନ୍ତି । କାହାକୁ ଚା ଅଧିକ ଭଲ ଲାଗେ ତ ଆଉ କାହାକୁ କଫି । ଏହି ଦୁଇଟି ମଧ୍ୟରୁ ଆମ ଶରୀର ପାଇଁ କେଉଁଟି ଅଧିକ ଲାଭଦାୟକ । ଆପଣ ମଧ୍ୟ ଜାଣିବାକୁ ଚାହୁଁଥିବେ ଏହି ଦୁଇଟି ମଧ୍ୟରୁ କେଉଁଟି ଆପଣଙ୍କୁ ତାଜା କରି ରଖିଥାଏ । ଆମ ଶରୀରକୁ ଦିନସାରା…

ଚର୍ଚାରେ ଗୁଣୁପୁର ଉପଜିଲ୍ଲାପାଳ : ଝାଡୁଦାର ହାତରେ କରାଇଲେ ପତକା ଉତ୍ତୋଳନ

ରାୟଗଡା : ଗୁଣୁପୁର ପୈାରପରିଷଦ କାର୍ଯ୍ୟାଳୟ ରେ ଆଜି ୭୩ ତମ ସ୍ବାଧିନତା ଦିବସ ପାଳିତ ହୋଇଛି। ପୈାର ପରିଷଦର ପ୍ରଶାସନିକ ଅଧିକାରି ତଥା ଉପଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦର ଆଜି ଅତିଥି ରୁପେ ପୈାର ପରିଷଦରେ ଜାତୀୟ ପତାକା ଉତ୍ତୋଳନ କରିବା ସକାଶେ ଉପସ୍ଥିତ ରହିଥିଲେ।…

ରାଜ୍ୟର ୩୯ ଜଣଙ୍କୁ ମିଳିଲା ପୋଲିସ ପଦକ

ଭୁବନେଶ୍ବର : ଓଡ଼ିଶାର ୩୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ବାଧୀନତା ଦିବସରେ ଏହି ସମ୍ମାନଜନକ ପଦକ ମିଳିଛି । ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ପୋଲିସ ସାହସିକତା ମେଡାଲ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୧ ଜଣଙ୍କୁ ମେରିଟୋରିୟସ୍‌ ସେବା ପଦକ ମିଳିଛି। ଆଜି…

ଅନୀଲ କୁମାର ସାମଲ ଅସୁସ୍ଥ

ଖୋର୍ଦ୍ଧା : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅସୁସ୍ଥ ।  ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ  ସ୍ୱାଧୀନତା ଦିବସ ପାଳନ ବେଳେ  ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି RDC । ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ…