ବନ୍ୟା ପାଣିରେ ଧୋଇଗଲା ଏପ୍ରୋଚ୍ ରୋଡ୍, ଆନ୍ଧ୍ର ଓ ଓଡିଶା ମଧ୍ୟରେ ଗାଡି ଚଳାଚଳ ସଂପୂର୍ଣ୍ଣ ଠପ୍
ଗୁଣୁପୁର : ବନ୍ୟା ପାଣିରେ ଧୋଇଗଲା ଏପ୍ରୋଚ୍ ରୋଡ୍ । ଗତକାଲି ରାତିରେ ବନ୍ୟାପାଣି ଆସିବା ଯୋଗୁଁ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁରର ପୁରୁଣା ପୋଲର ଏପ୍ରୋଚ୍ ରୋଡ୍ ଧୋଇଯାଇଛି । ଫଳରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଗାଡି ଚଳାଚଳ ସଂପୂର୍ଣ୍ଣ…
