୫୯ ରନ୍ରେ ୱେଷ୍ଟଇଣ୍ଡିଜ୍କୁ ହରାଇଲା ଟିମ୍ ଇଣ୍ଡିଆ
କୋହଲିଙ୍କ ଦମ୍ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକଆ ଜିତିଲା ଟିମ୍ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଇଣ୍ଡିଜ୍ ଦଳକୁ ୫୯ ରନ୍ରେ ହରାଇ ମ୍ୟାଚ୍ ହାତେଇଛି ଭାରତ । ପ୍ରଥମେ ବ୍ୟାଟିଂ ଭାରତ ୭ ଓ୍ଵିକେଟ୍ ହରାଇ ୨୭୯…
