Odia News Portal

ଆସନ୍ତା ୧୪ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ

ସମ୍ବଲପୁର()  ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଆସନ୍ତା ୧୪ ତାରିଖରେ ଖୋଲିପାରେ ହୀରାକୁଦ ଜଳଭଣ୍ଡାର ଗେଟ୍ । ଦିନ ୧୧ଟା ପରେ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି ।…

ଲଜ୍ଜାଜନକ ଘଟଣା, ଛାତ୍ରଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ

ବାଲେଶ୍ବର : ତାଳସାରୀ ବେଳାଭୂମୀରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଛାତ୍ର ଏବଂ ଛାତ୍ରୀଙ୍କୁ ମାଡ ମାରିବା ସହ ଉଲଗ୍ନ କରି ଅଶ୍ଲୀଳ ଭିଡିଓ ଶୁଟିଂ କରିବା ପରେ ଭାଇରାଲ ହୋଇଛି ଭିଡିଓ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗାଁ ଲୋକ ଥାନାରେ ଅଭିଯୋଗ। ସୂଚନାଯୋଗ୍ୟ ଯେ, ବାଲେଶ୍ବର…

ଜଳ ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ : ଆଣ୍ଠୁଏ ପାଣିରେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର

ନିରାକାରପୁର : ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ସରକାରୀ ଏକାଡେମୀ(ଉଚ୍ଚ ବିଦ୍ୟାଳୟ) ଏବେ ଜଳ ଘେର ମଧ୍ୟରେ ରହିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟିହୋଇଛି। ସୂଚନାଯୋଗ୍ୟ, ୧୯୪୮ମସିହାରେ ଏହା ସ୍ଥାପିତ ହୋଇ ଦୀର୍ଘ ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ…

ଦିନକ ପାଇଁ କଟକର ସମସ୍ତ ଅଦାଲତ କାର୍ଯ୍ୟକୁ ବର୍ଜନ

କଟକ : ଦିନକ ପାଇଁ ଓଡିଶା ହାଇକୋର୍ଟ ସମେତ କଟକର ସମସ୍ତ ଅଦାଲତ କାର୍ଯ୍ୟକୁ ବର୍ଜନ କରିଛନ୍ତି ଆଇନଜୀବୀ । ହାଇକୋର୍ଟ ବାର ଆସୋସିଏସନର ନିଷ୍ପତ୍ତି ଅନୁଯାୟୀ ହାଇକୋର୍ଟଙ୍କର କୌଣସି ଅଦାଲତକୁ ଆଇନଜୀବୀମାନେ ଯାଇ ନଥିଲେ । ସେହିଭଳି କଟକର ସମସ୍ତ ନିମ୍ନ ଅଦାଲତକୁ ମଧ୍ୟ ଆଇନଜୀବୀ ବର୍ଜନ କରିଛନ୍ତି…

ଭିଡ଼ିଓ ଭାଇରାଲ ହେଲା ପରେ, ଏଣିକି ଶାଶୁ-ବୋହୂ ଏକାଠି

ଢେଙ୍କାନାଳ : ପରଜଙ୍ଗ ଥାନା ଗେହ୍ଲେଇକାଟେଣୀ ଗ୍ରାମର ବୃଦ୍ଧା ପାରେଇ ନାୟକଙ୍କୁ ବୋହୂ ସବିତା ଗାଁ ଦାଣ୍ଡରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲ। ଶୁକ୍ରବାର ଥାନାରେ ଆପୋସ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ ହୋଇଛି। ଏଣିକି ଶାଶୁ-ବୋହୂ ଏକାଠି ଚଳିବେ ବୋଲି ପ୍ରତିଶ୍ରୁତି ଦେବାପରେ…

ଆପଣଙ୍କ ସମସ୍ତ ପ୍ରକାର ଦୁଃଖ କଷ୍ଟ ହୋଇଯିବ ଦୂର : ଦେହରେ ପିନ୍ଧନ୍ତୁ ଏହି ଜିନିଷ

ନିଜର ସୈାନ୍ଦର‌୍ୟ୍ୟ ବୃଦ୍ଧି କରିବା ପାଇଁ ଏବଂ ନିଜକୁ ଆକର୍ଷଣୀୟ ଦେଖାଯିବା ପାଇଁ ମହିଳାମାନେ ମୋତିରେ ନିର୍ମିତ ହୋଇଥିବା ଆଭୂଷଣ ପିନ୍ଧିବା ପସନ୍ଦ କରନ୍ତି। ମୋତିର ଆଭୂଷଣ ଆଜିକାଲି ଖୁବ୍ ପସନ୍ଦ କରାଯାଉଛି। କିନ୍ତୁ ଆପଣ ଜାଣିଛନ୍ତି କି ମୋତିର ଆଧ୍ୟାତ୍ମିକ ରୂପରେ ମଧ୍ୟ ମହତ୍ତ୍ବ ରହିଛି।…

ଅଭିନେତ୍ରୀ ସଫାକ ନାଜଙ୍କ ଫଟୋ ଦେଖି ଦର୍ଶକଙ୍କ ମଧ୍ୟରେ ଲାଗିଲା ନିଆଁ

ମୁମ୍ବାଇ : ବଲିଉଡରେ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି ଫେମସ ଅଭିନେତ୍ରୀ ମୋନି ରଏ, ପ୍ରାଚୀ ଦେସାଇଙ୍କ ପରେ ଏବେ ଅଭିନେତ୍ରୀ ସଫାକ ନାଜ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ସଫାଜ ଅନେକ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି।…

ଜାଣନ୍ତୁ ସ୍ୱଧୀନତା ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ …

ଭୁବନେଶ୍ୱର()  ଆସନ୍ତା ସ୍ୱଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଅନୁÂିତ ରାଜ୍ୟ ସ୍ତରୀୟ ପ୍ୟାରେଡ ଉସ୍ôବରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ । ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ ମାନଙ୍କ ମଧ୍ୟରୁ କଟକରେ ଅର୍ଥମନ୍ତ୍ରୀ ନିରଂଜନ…

ତାଗିଦ ପରେ ବି ସଂସଦରେ ଅନୁପସ୍ଥିତ

ନୂଆଦିଲ୍ଲୀ ()  ସଂସଦରେ ଉପସ୍ଥିତ ରହୁ ନାହାନ୍ତି ସନ୍ନି ଦେଓଲ। ମୋଦୀଙ୍କ ତାଗିଦ୍ ପରେ ମଧ୍ୟ ବଲିଉଡ୍ ଅଭିନେତା ତଥା ଗୁରୁଦାସପୁରରୁ ବିଜେପି ସାଂସଦ ଥିବା ସନ୍ନି ଦେଓଲ ସଂସଦରେ ଅନପସ୍ଥିତ ରହିଥିବା ଦେଖା ଯାଇଛି ।୩୭ଦିନ ମଧ୍ୟରୁ ସେ ୨୮ଦିନ ସଂସଦରେ ଅନୁପସ୍ଥିତ ରହିଥିବା ଜଣା ପଡ଼ିଛି । ଏ…

୧୨ରୁ ପ୍ରବଳ ବର୍ଷା

ଭୁବନେଶ୍ୱର() ୧୨ ତାରିଖ ଯାଏ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ୧୨ ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓ କେନ୍ଦ୍ରୀୟ ପଶ୍ଚିମ ଓଡ଼ିଶାରେ ବର୍ଷା ବଢିବ । ସେପଟେ ସମୁଦ୍ର ଅଶାନ୍ତ ଥିବାରୁ…