ରାଜନୀତିରେ ସବୁ ସମ୍ଭବ ! ବାପାର ଶତ୍ରୁ, ପୁଅର ମିତ୍ର
ଭୁବନେଶ୍ବର : ରାଜନୀତିରେ କିଏ ଶତ୍ରୁ ନୁହେଁକି କିଏ ମିତ୍ର ନୁହନ୍ତି । ଆବଶ୍ୟକ ସମୟରେ ଶତ୍ରୁ ପାଲଟିଯାଏ ମିତ୍ର ଓ ମିତ୍ର ପାଲଟିଯାଏ ଶତ୍ରୁ । ଯାହା ଏବେ ଜଗତସିଂହପୁର ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିଛି ଓ ଦୀର୍ଘ ବର୍ଷ ଧରି ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କର ରାଜନୈତକ ଶତ୍ରୁ…
