Odia News Portal

ପୁରୀର ବିକାଶ ପାଇଁ 265 କୋଟି

ଭୁବନେଶ୍ବର () ପୁରୀ ସହରର ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ 265 କୋଟି ଟଙ୍କର 5ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମକୁ…

ମନ୍ତ୍ରୀଙ୍କ ଦ୍ୱିତୀୟ ରିପୋର୍ଟ କାର୍ଡ

ଭୁବନେଶ୍ୱର() ଲୋକସେବା ଭବନରେ ଦ୍ୱିତୀୟ ମାସିକିଆ ରିପୋର୍ଟ କାର୍ଡ ଦେଇଛନ୍ତି ପ୍ରତି ବିଭାଗର ମନ୍ତ୍ରୀ । ପ୍ରତି ମାସର ୭ ତାରିଖରେ ମନ୍ତ୍ରୀମାନେ ନିଜ ନିଜ ବିଭାଗର କାର୍ୟ୍ୟକାରିତା ଏବଂ ଅଗ୍ରଗତି ନେଇ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ସରକାର ଗଢ଼ିବାର ଆରମ୍ଭରୁ ହିଁ ନିର୍ଦ୍ଦେଶ ଦେଇଥିଲେ ।…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

କଟକ()  ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ୬୩.୬୬ ପ୍ରତିଶତ ରହିଛି ।ଚଳିତ ବର୍ଷ୧୨୨ଟି ପରୀକ୍ଷା କେନ୍ଦ୍ର ଖୋଲା ଯାଇଥିଲା। ୨୬ ହଜାର ୨୯୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧୧ ହଜାର ୧୧ ହଜାର ୪୪୫ ଜଣ । ଓପନ ସ୍କୁଲରେ ପାସ୍ ହାର ୬୩…

ପଞ୍ଚଭୂତରେ ବିଲୀନ ହେଲେ ସୁଷମା

ନୂଆଦିଲ୍ଲୀ()  ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ଜଣେ ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ । ରାଜକୀୟ ଢଙ୍ଗରେ ତାଙ୍କୁ ବିଦାୟ ଦିଆଯାଇଛି। ଝିଅ ବାଂଶୁରୀ ତାଙ୍କୁ ମୁଖାଗ୍ନି ଦେଇଥିଲେ। ମଥାରେ ବଡ ବିନ୍ଦି, ଲାଲ ଓଢଣୀରେ ସଜେଇ ହୋଇ ଇହଜଗତରୁ ବିଦାୟ ନେଇଛନ୍ତି…

ସୁଷମାଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ()  ଆରମ୍ଭ ହେଲା ସୁଷମାଙ୍କ ଶେଷ ଯାତ୍ରା । ମଥାରେ ନାଲି ବିନ୍ଦି, ନାଲି ଶାଢୀ, ତ୍ରିରଙ୍ଗାରେ ଢାଙ୍କି ହୋଇ ଅନ୍ତିମ ଯାତ୍ରାରେ ଯାଉଛନ୍ତି ସୁଷମା ସ୍ୱରାଜ । ବିଜେପି ମୁଖ୍ୟାଳୟରୁ ବାହାରିଲା ସୁଷମା ଶୋଭା ଯାତ୍ରା । ଲୋଧୀ ରୋଡ ସ୍ଥିତ ଶବଦାହ ଗୃହ ଅଭିମୁଖେ ସୁଷମାଙ୍କର ଶେଷ ଯାତ୍ରା…

୨୨ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମେକ ଇନ ଓଡିଶାରେ ରାଜ୍ୟରେ ପୁଂଜିନିବେଶ ପ୍ରକ୍ରିୟାକୁ ମିଳିଛି ଆଉ ଏକ ସଫଳତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 10 ପ୍ରକଳ୍ପର ଉଦଘାଟନ କରିବା ସହ 12ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ଏହି 22ଟି ପ୍ରକଳ୍ପ ପାଇଁ 4461 କୋଟି 42 ଲକ୍ଷ ଟଙ୍କାର ପୁଂଜିନବେଶ ହେବାକୁ…

୧୧ ଜିଲ୍ଲା ସତର୍କ ରୁହ

ଭୁବନେଶ୍ୱର() ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେଇଛି । ସେଥିପାଇଁ ରାଜ୍ୟରେ ଆହୁରି ୨୪ ଘଂଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୧୧ ଜିଲ୍ଲାକୁ ସତର୍ମ ସୁଚନା ଦେଇଛନ୍ତି ପାଣିପାଗ ବିଭାଗ । ଏହି ଜିଲ୍ଲାରେ ପ୍ରବଳରୁ ଅତି…

ବି.କେ ଶର୍ମା ହେଲେ ଭାରପ୍ରାପ୍ତ ଡିଜିପି

ଭୁବନେଶ୍ୱର() ବିଜୟ କୁମାର ଶର୍ମାରେ ହେଲେ ଭାରପ୍ରାପ୍ତ ଡିଜିପି ।ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନୂଆ ନିଯୁକ୍ତି ପରେ ବିଜୟଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏବେ ଅଗ୍ନିଶମ ବିଭାଗ ଡିଜି ଅଛନ୍ତି ବିଜୟ ଶର୍ମା । ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚର ବରିÂ ଆଇପିଏସ ଅଫିସର ।…

ଏକ ବର୍ଷରେ ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ : ଦେଶର ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି । ସୁଷମା ସ୍ୱରାଜଙ୍କୁ ଭାରତୀୟ ଜନତା ପାର୍ଟିର ଜଣେ ଶକ୍ତିଶାଳୀ ନେତ୍ରୀ ଭାବେ ଗଣତି କରାଯାଉଥିଲା । ନିଜର ଶୃଙ୍ଖଳିତ ବ୍ୟବହାର ଓ ଜେଜସ୍ୱୀ ଭାଷଣ ବଳରେ ସୁଷମା ଭାରତୀୟ ରାଜନୀତିରେ ପରିଚିତ ଥିଲେ…

ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି, ୪ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପରେ ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି କରାଯିବ । ଦତ୍ତ ମହାପାତ୍ର ଓ ସେବାୟତ ମାନେ ମହାପ୍ରଭୁଙ୍କର ଶୃଙ୍ଗାର କରିବେ । ଏଥିପାଇଁ ୪ଘଣ୍ଟା ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ…