ନବୀନଙ୍କ ଫୋକସରେ ଚାଷୀଙ୍କ ଆୟ
ଭୁବନେଶ୍ୱର() ଚୂଡାନ୍ତ କୃଷିନୀତି ପୂର୍ବରୁ ପ୍ରକାଶ ପାଇଲା ଚିଠା କୃଷିନୀତି ୨୦୧୯ । ଏହି ଚିଠାରେ କାଳିଆ ଯୋଜନାକୁ ୫ବର୍ଷ ଯାଏଁ ରଖିବାକୁ ଉଲ୍ଲେକ କରାଯାଇଛି ।
କାଳିଆ ଯୋଜନାରେ ହିତାଧିକାରୀ କିଭଳି ଉପକୃତ ହେବେ ସେନେଇ ଚୂଡ଼ାନ୍ତ କୃଷି ନୀତି ପ୍ରକାଶ ପାଇବା ପୂର୍ବରୁ ପ୍ରଥମେ ଚିଠା…
