ହଜିଗଲା ମାନବିକତା, ଶବ ଦାହ ପାଇଁ ଗାଁରୁ କେହି ଆସିଲେ ନାହିଁ କି ଗାଁ ମଶାଣି ବି ଦେଲେନାହଁ
ଜଳେଶ୍ବର : ହଜିଯାଇଛି ମାନବିକତା । ପିଣ୍ଢାରେ ପଡିରହିଛି ସ୍ବାମୀଙ୍କ ମରଶରୀର । ସ୍ବାମୀଙ୍କ ଶବ ଦାହ ପାଇଁ ଗାଁରୁ କେହି ଆସିଲେ ନାହିଁ କି ଗାଁ ମଶାଣି ବି ଦେଲେନାହଁ । ସକାଳରୁ ସନ୍ଧ୍ୟା ଯାଏଁ ପିଣ୍ଢାରେ ପଡ଼ିରହିଲା ଶବ । ସ୍ତ୍ରୀ, ପୁଅ ଓ ଝିଅ ଗାଁ ମାଲିକଙ୍କ ହାତଧରି କାନ୍ଦି ନେହୁରା…
