Odia News Portal

ପଞ୍ଚମ ପାଳିର ପ୍ରଥମ ରିପୋର୍ଟ କାର୍ଡ

ଭୁବନେଶ୍ୱର () ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନେ ନିଜ ନିଜ ବିଭାଗର ରିପୋର୍ଟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିଦେ୍ର୍ଧଶ ଅନୁଯାୟୀ ଆଜି ସବୁ ମନ୍ତ୍ରୀ ସେମାନଙ୍କ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ପଞ୍ଚମ ପାଳିର ମନ୍ତ୍ରୀମଣ୍ଡଳ ଗଠନ…

ବେଦାନ୍ତ କାରଖାନାରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା()  ଝାରସୁଗୁଡାସ୍ଥିତ ବେଦାନ୍ତ କାରଖାନାରେ ଅଗ୍ନିକାଣ୍ଡ । ବେଦାନ୍ତ କାରଖାନା ଭିତରେ ଥିବା ଜିଏବି ପ୍ଲାଣ୍ଟର ଅଏଲ ରିଫ୍ଲେକ୍ଟର ସିଷ୍ଟମରେ ହଠାତ ଅଗ୍ନିକାଣ୍ଡ ଘଟି ୭ ଜଣ ଆହତ । ସେମାନଙ୍କୁ ତୁରନ୍ତ ବେଦାନ୍ତ ପରିସରରେ ଥିବା ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଜଣେ ଶ୍ରମିକଙ୍କ…

ରାହୁଲଙ୍କୁ ବେଲ

ପାଟନା()  ନିର୍ବାଚନ ପ୍ରଚାର ବେଳେ ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ରାହୁଲଙ୍କୁ ଜାମିନ । ଆଜି କୋର୍ଟରେ ହାଜର ହୋଇ ପାଟନା ସ୍ୱତନ୍ତ୍ର ସିଜିଏମ କୋର୍ଟରେ ପକ୍ଷ ରଖିଥିଲେ ରାହୁଲ୍। ବିଚାରପତି ଜଷ୍ଟିସ୍ କୁମାର ଗୁଞ୍ଜନ ଏହାର ଶୁଣାଣି କରିଥିଲେ।ଏହାପରେ ରାହୁଲ ତାଙ୍କ ପ୍ରତିକ୍ରିୟାରେ…

ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର()  ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷିବ । ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ୭ ଓ ୮ ତାରିଖରେ ବର୍ଷାର ପରିମାଣ କମ୍…

ଇସ୍ତଫା ଦେବାକୁ ବିଧାନସଭାରେ ପହଞ୍ଚିଲେ ୧୨ ବିଧାୟକ

ବେଙ୍ଗାଲୁରୁ()  କର୍ଣ୍ଣାଟକା ଗଠବନ୍ଧନରେ ହୋଇଥିବା ସରକାରକୁ ଜବଦଦସ୍ତ ଝଟକା। ଇସ୍ତଫା ଦେବାକୁ ପହଞ୍ଚିଲେ ୧୨ ବିଧାୟକ । କଂଗ୍ରେସର ୯ ବିଧାୟକ ଓ ଜେଡିଏସର ୩ ବିଧାୟକ ଇସ୍ତଫା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ବାଚସ୍ପତି ନଥିବାରୁ ଇସ୍ତଫା ଗ୍ରହଣ ହୋଇ…

୪୯୦ଟି କଲେଜରେ ଲାଗିବ ବାୟୋମେଟ୍ରିକ ମେସିନ

ଭୁବନେଶ୍ବର (): ରାଜ୍ୟର ୪୯୦ଟି ଜୁନିୟର କଲେଜରେ ଲାଗିବ ବାୟୋମେଟ୍ରିକ ମେସିନ। ଯାଞ୍ଚ ହେବ ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ । ଅଧ୍ୟାପକମାନେ କଲେଜରେ 7ଘଣ୍ଟା ରହୁଛନ୍ତି ନା କୋଚିଂ ସେଣ୍ଟର ଓ ଘରୋଇ ଟ୍ୟୁସନରେ ଅଧିକ ସମୟ ଦେଉଛନ୍ତି । ତାର ଜାଞ୍ଚ ହେବ । ରାଜ୍ୟ ସରକାର ଶିକ୍ଷାର…

ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର()   ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ବେଲ । ଦୁଇ ଜଣ ଜାମିନଦାର ଓ ୨୫ହଜାର ଟଙ୍କା ମୁଚାଲିକାରେ ଜାମିନ୍ ମିଳିଛି । ଭୁବନେଶ୍ବର ଏଡିଜେ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ପୂର୍ବ ନିର୍ଦ୍ଦେଶ ମୁତାବକ କୋର୍ଟ ଗତକାଲି ଝାରପଡା ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ…

ଟସ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ () ଆଜି ଭାରତ-ଶ୍ରୀଲଙ୍କା ଶେଷ ଲିଗ୍ ।ଲିଡ୍ସରେ ବିଶ୍ବ କପର ୪୪ତମ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛୁ । ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା ।ଭାରତ ପୂର୍ବରୁ ହିଁ ବିଶ୍ୱକପ୍ ସେମିଫାଇନାଲ୍ରେ ନିଜର ସ୍ଥାନ ସୁରକ୍ଷିତ…

ଆଜି ଲିଡ୍ସରେ ଭାରତ-ଶ୍ରୀଲଙ୍କା ମୁକାବିଲା

ଲଣ୍ଡନ : ଆଜି ଭାରତ-ଶ୍ରୀଲଙ୍କା ଶେଷ ଲିଗ୍ । ଶେଷ ଦିନରେ ଦୁଇଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଶୀର୍ଷ ସ୍ଥାନ ପାଇଁ ଅଲଗା ଅଲଗା ପଡ଼ିଆରେ ଲଢ଼େଇ ଚାଲିବ । ଲିଡ୍ସରେ ଭାରତ-ଶ୍ରୀଲଙ୍କା ଏବଂ ମାଞ୍ଚେଷ୍ଟରରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମୁକାବିଲାରୁ କିଏ ଶୀର୍ଷ ସ୍ଥାନ ଦଖଲ କରିବ ସ୍ପଷ୍ଟ…

ଆଖି ବୁଜିଲେ ଗଙ୍ଗା-ଯମୁନା

ଢେଙ୍କାନାଳ : ଢେଙ୍କାନାଳ ଯୋଡ଼ା ଶିଶୁକନ୍ୟାଙ୍କ ମୃତ୍ୟୁ । ଗତକାଲି କଟକ ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଆଖି ବୁଜିଛନ୍ତି । ଗତ ଏକ ତାରିଖରେ ଛାତିରୁ ପେଟ ଯାଏ ଯୋଡ଼ି ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହୋଇଥିଲେ ଯାଆଁଳା ଶିଶୁ ଗଙ୍ଗା-ଯମୁନା । ଦୁଇ ଶିଶୁଙ୍କର…