ରାଜଧାନୀରେ ପୁଣି ଏନକାଉଣ୍ଟର : ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ଜଂଘରେ ବାଜିଛି ଗୁଳି
ଭୁବନେଶ୍ବର : ରାଜଧାନୀରେ ପୁଣି ଏନକାଉଣ୍ଟର। ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନଙ୍କର ଗୋଡରେ ବାଜିଛି ଗୁଳି। ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏସିସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଦୁଇ ଅପରାଧୀଙ୍କଠାରୁ ପୋଲିସ ଗୋଟିଏ…
