Odia News Portal

ବର୍ମିଂହାମରେ ବାଂଲାଦେଶକୁ ୨୮ ରନରେ ପରାଜୟ କରି ବିଶ୍ୱକପ ସେମିଫାଇନାଲକୁ ଏଣ୍ଟ୍ରି କଲା ଟିମ୍ ଇଣ୍ଡିଆ

ବର୍ମିଂହାମ୍‌ : ପଡ଼ୋଶୀ ବାଂଲାଦେଶକୁ ୨୮ ରନ୍‌ରେ ହରାଇ ଆଇସିସି ବିଶ୍ୱକପ୍‌ ୨୦୧୯ର ସେମିଫାଇନାଲ୍‌ରେ ପହଞ୍ଚିଛି ଭାରତ । ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ଦଳ ଭାବେ ନକ୍‌ଆଉଟ୍‌ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତ କରିଥିଲା ୯ ଓ୍ଵିକେଟ୍‌ରେ ୩୧୪ ରନ୍‌ । ୩୧୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ…

ଓସ୍‌ଜା ପକ୍ଷରୁ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ

ଭୁବନେଶ୍ୱର : ଆଜି ଜୁଲାଇ ୨ ତାରିଖ । ଆଜି ଥିଲା ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ । ଏହି ଅବସରରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ତରଫରୁ ଭୁବନେଶ୍ୱର ଠାରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ମହିଳା ଫୁଟ୍‌ବଲ୍‌ ପ୍ରତି ଅବଦାନ ପାଇଁ ଗୀତାଞ୍ଜଳି ସାମନ୍ତରାୟ…

୬ରୁ ପ୍ରବଳ ବର୍ଷିବ

ଭୁବନେଶ୍ବର()   ଜୁଲାଇ ୬ ତାରିଖରୁ ପୁଣି ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଓଡିଶା ଉପକୂଳରେ ଥିବା ୱେଲମାର୍କ ଲୋ ପ୍ରେସର, ଉତର-ପଶ୍ଚିମ ଦିଗକୁ ଗତି କରିଛି । ବର୍ତମାନ ଏହା ଝାଡଖଣ୍ଡର ଦକ୍ଷିଣ-ପୂର୍ବ ଏବଂ ଓଡିଶା , ପଶ୍ଚିମବଙ୍ଗ ସଂଲଗ୍ନ ଅଂଚଳରେ ରହିଛି…

୧୧.୩୦ ପର୍ୟ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ()   ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସକାଶେ ପ୍ରବଳ ଲୋକ ଭିଡ଼ ହୋଇଥିବା ହେତୁ ବଢିଲା ନବଯୌବନ ଦର୍ଶନ ଅବଧି । ଦର୍ଶନ ସମୟ ଅବଧିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଢ଼ାଇ ଦିଆଯାଇଛି। ୪ଟା ପରିବର୍ତ୍ତେ ରାତି ସାଢେ ୧୧.୩୦ ଯାଏଁ ଶ୍ରୀଜିଉ ଙ୍କ ନବଯୌବନ ବେଶ ଦର୍ଶନ କରିପାରିବେ…

ସଂସଦରେ କାର୍ୟ୍ୟ ସମ୍ଭାଳିବା ପାଇଁ ପ୍ରତିନିଧି ନିଯୁକ୍ତି କଲେ ଏହି ସାଂସଦ

ନୂଆଦିଲ୍ଲୀ ()   ସାଂସଦ ପାଲଟିଥିବା ଅଭିନେତା ଟର୍ଣ୍ଣଡ୍ ରାଜନେତା ସନ୍ନି ଦେଓଲ ଗୁରୁଦାସପୁର ସଂସଦୀୟ କ୍ଷେତ୍ରରୁ ବିଜୟ ଲାଭ କରିବା ପରେ ସଂସଦରେ ତାଙ୍କ କାର୍ୟ୍ୟ ସମ୍ଭାଳିବା ପାଇଁ ଜଣେ ପ୍ରତିନିଧ୍ୱିଙ୍କୁ ନିଯୁକ୍ତି ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବୈଠକମାନଙ୍କରେ ଉପସ୍ଥିତ ରହି ଦାୟିତ୍ୱ…

ପ୍ରକାଶ ପାଇଲା ପ୍ରଥମ +୨ କଟ୍ ଅଫ୍ ମାର୍କ ତାଲିକା

ଭୁବନେଶ୍ବର() ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ । ପ୍ରଥମ ପର୍ୟ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ମୋଟ୍ ୩ଲକ୍ଷ ୭୫ହଜାର ୯୫୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ୯୦ ପ୍ରତିଶତ କଟ୍ ଅଫ୍ ମାର୍କ ସହ ବିଜ୍ଞାନରେ ରେଭେନ୍ସା ହାୟର ସେକେଣ୍ଡାରୀ…

କାଳିଆକୁ ଅନୁକରଣ କରି କେନ୍ଦ୍ର ସରକାର କିଷାନ ଯୋଜନା ଆରମ୍ଭ କରିଛନ୍ତି

ଭୁବନେଶ୍ୱର () ରାଜ୍ୟରେ କୃଷି ଓ କୃଷକଙ୍କ ପ୍ରତି ରାଜ୍ୟ ସରକାର ଉଦାସୀନ ସମ୍ପର୍କିତ ମୁଲତବୀ ନୋଟିସକୁ ଅଗ୍ରାହ୍ୟ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଚାଷୀଙ୍କ ଆୟ ବୃଦ୍ଧି ସହ ସେମାନଙ୍କ ଜୀବନ ଜୀବିକାର ମାନ ବୃଦ୍ଧି ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହାଭିନ୍ନ ବିଭିନ୍ନ ଆୟ…

୧୯ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର()   ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରର ରୂପ ନେଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝିପିଝିପି ବର୍ଷା…

ଲଗାଣ ବର୍ଷାରେ ମୁମ୍ବାଇରେ ଗମ୍ଭୀର ସ୍ଥିତି : କାନ୍ଥ ଭୁଷୁଡି ୨୨ ଜଣ ମୃତ୍ୟୁ

ମହାରାଷ୍ଟ୍ର : ଲଗାଣ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ। ମୂଷଳାଧାର ବର୍ଷାରେ ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଦାଦର, ମାଟୁଙ୍ଗା, ସାୟନ, ହିନ୍ଦମାତା, ଅନ୍ଧେରୀ ସମେତ ଅନେକ ଉପମହାନଗରୀୟ ଅଞ୍ଚଳରେ ଆଣ୍ଠୁଏରୁ ଅଧିକ ଉଚ୍ଚରେ ପାଣି ଭରି ରହିଛି। ରାସ୍ତାରେ ପାଣି ଜମି…

ସମସ୍ୟାରେ ପଡିଛନ୍ତି ବଲିଉଡ ଅଭିନେତ୍ରୀ ଅମିଶା ପଟେଲ

ସମସ୍ୟାରେ ପଡିଛନ୍ତି ବଲିଉଡ ଅଭିନେତ୍ରୀ ଅମିଶା ପଟେଲ । ତାଙ୍କ ବୋରୋଧରେ ରାଞ୍ଚି କୋର୍ଟ ଏକ ଠକେଇ ମାମଲା ଦାଏର କରିଛନ୍ତି । ଗଣମାଧ୍ୟମର ସୂଚନା ଅନୁସାରେ, ପ୍ରଯୋଜକ ଅଜୟ କୁମାର ସିଂ ଏହି ମାମଲା ରୁଜୁ କରିଛନ୍ତି । ଅଜୟଙ୍କ ଅଭିଯୋଗ ଅନୁସାରେ, ଅମିଶା ତାଙ୍କଠାରୁ ଉଧାର ନେଇଥିବା ଅଢେଇ କୋଟି…