ପୁଣି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ, ଆସନ୍ତୁ ଜାଣନ୍ତୁ …
ନୂଆଦିଲ୍ଲୀ : ଚଳିତ ମାସରେ ପୁଣି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ପାଇଛି । ଆଜିଠାରୁ ଗ୍ରାହକଙ୍କୁ ଏହାର ଫାଇଦା ମିଳିବ । ବିନା ସବସିଡି ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ୬୨.୫୦ ଟଙ୍କା ହ୍ରାସ କରାଯାଇଛି । ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ପାଇବା କାରଣରୁ ଗ୍ୟାସ୍ ସିଲିଣ୍ଡର…
