Odia News Portal

ସାରଥିଙ୍କ ବାରିମୂଳେ ଇଡି

କେନ୍ଦ୍ରାପଡ଼ା()  କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଲାଗିଛି । ନୋଟିସ୍ରେ ଆଶ୍ରମକୁ ଅନଧିକୃତ ପ୍ରବେଶ କରିବାକୁ ବାରଣ କରାଯାଇଛି। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ଜଣିଆ ଟିମ୍ ଆଶ୍ରମରେ ପହଞ୍ଚି ଏହି ନୋଟିସ୍ ଲଗାଇଥିଲେ। ଏହାସହ ସାରଥି ବାବା ଓରଫ…

ଆହୁରି ୪୮ ଘଣ୍ଟା ଛେଚିବ

ଭୁବନେଶ୍ୱର() ଲଘୁଚାପ ପ୍ରଭାବରେ ୪୮ ଘଣ୍ଟା ଯାଏଁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତା’ ସହିତ ରାଜସ୍ଥାନରୁ କୋଲକାତା ଯାଏ ଏକ ଟ୍ରଫ୍‌ ଲାଇନ୍‌ ଲମ୍ବିଛି। ଏଥିଯୋଗୁ ଗତକାଲିଠାରୁ ଓଡ଼ିଶାର…

କାଳିଆ ସହାୟତାରେ କାଳିଆଙ୍କ ଦର୍ଶନ

ଭୁବନେଶ୍ୱର () ଓଡ଼ିଆ ଜାତି ସବୁଠି ଜଗତର ନାଥ ଜଗନ୍ନାଥଙ୍କ ଦେଖେ । ସୁଖ, ଦୁଃଖ, ଯାନୀ ଯାତ୍ରା ସବୁଥିରେ ଜଗନ୍ନାଥଙ୍କ ସ୍ମରଣ କରନ୍ତି । କାଳିଆ ସହାୟତାରେ ଚାଷୀ କାଳିଆଙ୍କ ଦର୍ଶନ କରୁଥିବା କହୁଛନ୍ତି । ଚାଷୀ ସହାୟତାରେ କାଳିଆଙ୍କ ଦର୍ଶନ ଏକ ଆଶୀର୍ବାଦ ଭଳି ହୋଇଛି । ଆଜି କାଳିଆ ଯୋଜନା…

କେନ୍ଦ୍ରାପଡ଼ାବାସୀଙ୍କ ଚିନ୍ତାରେ ସାଂସଦ ଅନୁଭବ ମହାନ୍ତି

ନୂଆଦିଲ୍ଲୀ : କେନ୍ଦ୍ରାପଡ଼ାବାସୀଙ୍କ ଚିନ୍ତାରେ କେନ୍ଦ୍ରାପଡ଼ା ସାଂସଦ । କେନ୍ଦ୍ରାପଡ଼ା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସାଂସଦ ଅନୁଭବ ମହାନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ଏକ ସୁପର ସ୍ପେସାଲିଟି ମେଡ଼ିକାଲ କଲେଜ ଓ…

ମନ୍ତ୍ରୀମାନଙ୍କ ଅଚାନକ ପରିଦର୍ଶନ ଏବେ ପ୍ରଚାରର ମାଧ୍ୟମ

ଭୁବନେଶ୍ୱର : ମନ୍ତ୍ରୀମାନଙ୍କ ଅଚାନକ ଗସ୍ତ ଏବେ ପ୍ରଚାରର ଭଲ ମାଧ୍ୟମ ପାଲଟିଛି । ଗସ୍ତ କରିବାବେଳେ ସାଙ୍ଗରେ କ୍ୟାମେରାମ୍ୟାନ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଯାଉଥିବାରୁ ଗସ୍ତର ଉଦ୍ଦେଶ୍ୟ ସାଧିତ ହେଉ କି ନହେଉ ତାହାର କିଭଳି ଭଲ ପ୍ରଚାର ପ୍ରସାର ହେବ ଓ ମୁଖ୍ୟମନ୍ତ୍ରୀଙ୍କ ନଜରରେ…

ରାଜଧାନୀର ବାର୍‌ରେ ପୋଲିସର ଚଢାଉ

ଭୁବନେଶ୍ବର :  ଭୁବନେଶ୍ବରରେ ପୁଣି ବାରରେ କମିଶନରେଟ୍ ପୋଲିସ ଚଢାଉ କରିଥିଲା । ରାଜଧାନୀରେ ଥିବା ଏକାଧିକ ବାରଗୁଡ଼ିକରେ ଚଢାଉ କରିଥିଲା ପୋଲିସ । କଟକ ରୋଡ୍ ସ୍ଥିତ ବାର୍ ଗୁଡିକରେ ଲକ୍ଷ୍ମୀସାଗର ପୋଲିସ କିଛି ବାର୍ ଡ୍ୟାନ୍ସରଙ୍କୁ ଉଦ୍ଧାର କରିଛି ପୋଲିସ । ବେଆଇନ ଭାବେ ବାର୍ ଗୁଡ଼ିକରେ…

ଭାଗ୍ୟଶାଳୀ ହୋଇଥାଆନ୍ତି ଏପରି ଚିହ୍ନ ଥିବା ମହିଳାମାନେ : ଆସନ୍ତୁ ଜାଣିବା କେଉଁମାନେ

ଶରୀରର ଗଠନକୁ ଦେଖି ଲୋକଙ୍କ ସ୍ବଭାବ ଏବଂ ଗୁଣ ବିଷୟରେ ଜଣା ପଡ଼ିଯାଇଥାଏ। ଏଥିରୁ ସ୍ବଭାବ ଚିହ୍ନ, ରଙ୍ଗ, ରୂପକୁ ଦେଖି ଯେକୈାଣସି ମନୁଷ୍ୟଙ୍କ ବିଷୟରେ ଆପଣ ପୂରା ଭବିଷ୍ୟତ ଜାଣି ପାରିବେ। ଏପରି କିଛି ଭାଗ୍ୟଶାଳୀ ମହିଳାଙ୍କ ବିଷୟରେ ସମୁଦ୍ରଶାସ୍ତ୍ରରେ କୁହାଯାଇଛି। ଆଜି ଆମେ ଏପରି ଚିହ୍ନ…

ଆପ୍ପାଲାମା ପରିବାରକୁ ବିଜେଡିର ସହାୟତା

ଭୁବନେଶ୍ବର ( ଚକ୍ରଧର ମାଝି ) : ଗତକାଲି ସନ୍ଧ୍ୟାରେ ଡ୍ରେନ୍ ପାଣିରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁପରେ ଶୋକସନ୍ତପ୍ତ ପରିବାର ପାଖରେ ପଞ୍ଚିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୃତ ମହିଳା ଟି.…

ରାଜ୍ୟସଭାରେ ମୁଖ୍ୟ ସଚେତକ ଭାବେ ସସ୍ମିତଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର () ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଦଳର ରାଜ୍ୟସଭାରେ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ଦେଇଛନ୍ତି । ଏଥିସହତ ସାଂସଦ ଅମର ପଟ୍ଟନାୟକଙ୍କୁ…

ମୁଖ୍ୟମନ୍ତ୍ରୀ ଆସନରେ ୟେଦୁରପ୍ପା

ବେଙ୍ଗାଲୁରୁ()  ଚତୁର୍ଥ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଏସ ୟେଦୁରପ୍ପା । ରାଜ୍ୟପାଳ ବଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହା ସହିତ ୟେଦୁରପ୍ପା ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ରୂପେ କାର୍ୟ୍ୟଭାର ସମ୍ଭାଳିଛନ୍ତି। ଆଜି ସକାଳେ ସେ ରାଜ୍ୟପାଳ…