ବିଦେଶରେ ନବୀନଙ୍କ ପ୍ରଶଂସା
ଭୁବନେଶ୍ବର() ଜାପାନରେ ଓଡ଼ିଶା ସରକାର ନବୀନ ପଟ୍ଟନାୟକଙ୍କ କାର୍ୟ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ସମ୍ମିଳନୀ ପାଇଁ ଜାପାନ ଗସ୍ତରେ ଥିବା ମୋଦି ଜାପାନରେ ବସବାସ କରୁଥିବା ଭାରତୀୟଙ୍କ ସହିତ ଆଲୋଚନା କରିଥିଲେ । ଆଉ ସେଠାରେ ଓଡ଼ିଶା ସରକାରଙ୍କ ସଫଳ ବିପର୍ୟ୍ୟୟ…
