Odia News Portal

ଭିଜିଲାନ୍ସ ଜାଲରେ ଜେଇ, ଏକକାଳୀନ ୪ଟି ସ୍ଥାନରେ ରେଡ୍‌

ଜଗତସିଂହପୁର : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଜଗତସିଂହପୁର ରଘୁନାଥପୁର ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ   ସରକାରୀ କାର୍ଯ୍ୟାଳୟ ଓ  ଜଗତସିଂହପୁର ଚାନ୍ଦୁରା ସ୍ଥିତ ବାସ ଭବନ,  ସମେତ ମୋଟ୍ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ସେହିପରି ତାଙ୍କ…

ଆଜି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା

ଲଣ୍ଡନ : ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ଥିବା କିୱି ଟିମ୍ ଆଜିର ମ୍ୟାଚ୍ ଜିତିଲେ ଦ୍ବିତୀୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିବ । ସେପଟେ ପାକିସ୍ତାନ ପାଇଁ ଆଜିର ମ୍ୟାଚ୍ ଜିତିବା ନିତାନ୍ତ ଆବଶ୍ୟକ । ନହେଲେ ସର୍ଫରାଜ…

ଦର୍ଶକ ପାଇଁ ଏକ ଖୁସି ଖବର : ପୁଣି ଥରେ ଧମାଲ୍ ମଚାଇବେ କପିଲ- ସୁନୀଲ୍

କମେଡି ସୋ ଦେଖୁଥିବା ଦର୍ଶକ ପାଇଁ ଏକ ଖୁସି ଖବର । ପୁଣି ଥରେ ଧମାଲ୍ ମଚାଇବ କପିଲ୍ ଏବଂ ଗୁଥିଙ୍କ ଯୋଡି । ଅର୍ଥାତ୍ ପୁଣି ଥରେ ଟିଭି ପରଦାରେ ଏକାଠି ହେବେ କମେଡି କିଙ୍ଗ୍ କପିଲ୍ ଶର୍ମା ଏବଂ ସୁନୀଲ୍ ଗ୍ରୋଭର୍ । ସୋ ଦ କପିଲ୍ ଶର୍ମା ସୋ ରେ ଖୁବ୍ ଶୀଘ୍ର ଏଣ୍ଟ୍ରି କରିବେ ସୁନୀଲ୍ । …

୯ ଜିଲ୍ଲାରେ ୧୦୦% ପାଇଖାନା ନିର୍ମାଣ ପୂର୍ଣ୍ଣାଙ୍ଗ

ଭୁବନେଶ୍ୱର()   ରାଜ୍ୟରେ ସ୍ୱଚ୍ଛତା ଓ ପରିମଳର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଆରମ୍ଭ କରାଯାଇଥିବା ‘ସ୍ୱଚ୍ଛ ଓଡିଶା,ସୁସ୍ଥ ଓଡିଶା’ ମିଶନ କାର୍ଯ୍ୟାନ୍ତ୍ରୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ବର୍ତ୍ତମାନ ସୁଦ୍ଧା ୯ ଜିଲ୍ଲାରେ ୧୦୦% ପାଇଖାନା ନିର୍ମାଣ ସରିଛି ।…

ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ବିକାଶର ଚିତ୍ର

ଭୁବନେଶ୍ୱର ()  ରାଜ୍ୟପାଳଙ୍କ ଅଭିଭାଷଣରେ ଏକ ନୂଆ, ବିକଶିତ ଓ ସଂବୃଦ୍ଧ ଓଡିଶା ଗଠନର ସ୍ୱପ୍ନ । ଏହି ସ୍ବପ୍ନକୁ ବସ୍ତବତାରେ ରୂପାନ୍ତରିତ କରିବାକୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ପରିବର୍ତ୍ତନର ଯାତ୍ରାରେ ସମସ୍ତେ ସାମିଲ ହେବାକୁ ରାଜ୍ୟପାଳ ଗଣେଶୀ ଲାଲ…

ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ ଲାଗି ୨ ମୃତ୍ୟୁ

ରାୟଗଡା()  ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ।ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି।ସାମ୍ନାରୁ ଆସୁଥିବା ଏକ ଇଂଜିନ ସମଲେଶ୍ୱରୀକୁ ଧକ୍କା ଦେବାରୁ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଲିଛି।…

୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର()  ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି । ଏହି ଜିଲ୍ଲା ଗୁଡିକରେ କାଳବୈଶାଖୀ ସମ୍ଭାବନା ସହ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ…

୩ ଦିନ ପରେ ଫେରିପାରେ ମୌସୁମୀ

ଭୁବନେଶ୍ବର()   ୨୮ରୁ ପୁଣି ଫେରିବ ମୌସୁମୀ । ୩୦ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ୮ ତାରିଖରେ କେନ୍ଦୁଝର, ଭଦ୍ରକ, ଯାଜପୁର ଓ ବାଲେଶ୍ବରରେ ବର୍ଷା ହୋଇପାରେ । ୨୯ ତାରିଖ ବେଳକୁ କେନ୍ଦୁଝର, ସୁନ୍ଦରଗଡ, ଯାଜପୁର,…

ଏଣିକି ସରକାରୀ କର୍ମଚାରୀଙ୍କୁ ମିଳିବ ମାସକୁ ଦୁଇଟି ଶନିବାର ଛୁଟି

ଭୁବନେଶ୍ବର()  ଏଣିକି ଗୋଟିଏ ମାସରେ ୨ଟି ଶନିବାର ଛୁଟି ରହିବ ସରକାରୀ ଅଫିସ । ମାସର ଚତୁର୍ଥ ଶନିବାର ସରକାରୀ ଛୁଟି ନେଇ ଗତ ଜୁନ ୨୨ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଉକ୍ତ ବିଜ୍ଞପ୍ତିରେ ଅଫିସ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫.୩୦ରେ ଶେଷ ହେବ । ଆଉ ୟାରି ମଧ୍ୟରେ…

ଆରମ୍ଭରୁ ଅଚଳ ହେଲା ବିଧାନସଭା

ଭୁବନେଶ୍ବର()  ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହରେ କଂଗ୍ରେସ ହଙ୍ଗାମା କରିଛି । ବିଧାନସଭାରେ ରାଜ୍ୟପାଳ ଗଣେଶୀ ଲାଲ୍ ଅଭିଭାଷଣ ପରେ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ବିଧାୟକ । ବିରୋଧୀ ଦଳ ନେତା ଘୋଷଣା ନକରି କିପରି ବିଧାୟକ ଦଳର ନେତାଙ୍କୁ ବିରୋଧୀ ଦଳ ନେତା ବୋଲି…