Odia News Portal

ସୀତାରାମ ୟେଚୁରୀଙ୍କ ପରଲୋକ

ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କ ପରଲୋକ ହୋଇଛି। ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀ ଏମ୍ସର ICU ରେ ସୀତାରାମ ୟେଚୁରୀ ଆଡମିଶନ ହୋଇଥିଲେ। ଆକ୍ୟୁଟ ଶ୍ୱାସକ୍ରିୟା ସଂକ୍ରମଣରେ ପୀଡିତ ହୋଇ ୟେଚୁରୀ ଏମ୍ସର

ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ମାଲକାନଗିରି ଗସ୍ତରେ ଯିବେ । ବନ୍ୟାରେ ମାଲକାନଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବନ୍ୟା ସ୍ଥିତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମାଲକାନଗିରି ଯିବେ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ

୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ମୃତ ବାପାଙ୍କ ଚାକିରି ପାଇବ ଝିଅ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ। ୩ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବରେ ବାଜିଲା ମୋହର। ଅଗ୍ନିବୀରଙ୍କୁ ନେଇ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେହିପରି ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ। କ୍ୟାବିନେଟରେ ପାରିତ ହୋଇଥିବା ପ୍ରସ୍ତାବ ଗୁଡ଼ିକ ହେଲା :-

ସୁନା କିଣୁଥିଲେ ସାବଧାନ

ସୁନା କିଣୁଥିଲେ ସାବଧାନ । ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ । ଗତ ୫ ମାସ ମଧ୍ୟରେ ଯୋଗାଣ ବିଭାଗ ପକ୍ଷରୁ କରାଯାଇଥିବା  ୩୧୨୫ ରେଡ୍‌ରେ ୧୧୬ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ସେମାନଙ୍କଠୁ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର

ସ୍କ୍ରବ ଟାଇଫସ ଆତଙ୍କ: ସପ୍ତାହେ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ

ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ ସୃଷ୍ଟି କରିଛି। ସପ୍ତାହେ ମଧ୍ୟରେ ଜିଲ୍ଲାରେ ୩ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ୩ ମୃତକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ ସୃଷ୍ଟି କରିଛି। ସପ୍ତାହେ ମଧ୍ୟରେ ଜିଲ୍ଲାରେ ୩ ସ୍କ୍ରବ ଟାଇଫସ

୫ ବର୍ଷରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ହେବ: ମନ୍ତ୍ରୀ

ରାଜ୍ୟରେ ଆସନ୍ତା ୫ ବର୍ଷରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ହେବ।  ଆସନ୍ତା ୨ ବର୍ଷ ମଧ୍ୟରେ ସରକାର ୬୫ ହଜାର ପଦବୀ ପୂରଣ କରିବେ। ଖାଲି ପଡିଥିବା ମୋଟ ୩୪ ହଜାର ୬୮୬ ଖାଲି ପଦବୀକୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂରଣ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ବୁଧବାର

ବିଜେପି ଆଈମା ଗପ ଶୁଣାଉଛନ୍ତି:ନବୀନ

ରାଜ୍ୟରେ ନୂଆ ସରକାର ଆସିବା ତିନି ମାସ ହୋଇଗଲାଣି l ସରକାର କେବଳ ଲୋକଙ୍କୁ ଆଇ ମା ଗପ ଶୁଣାଉଛନ୍ତି l ସରକାର ଆଇ ମା କାହାଣୀ ନଶୁଣାଇ ଲୋକଙ୍କ ପାଇଁ କାମ କରନ୍ତୁ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି l ଆଜି ଭୁବନେଶ୍ୱର ଠାରେ ଦଳୀୟ

ମଙ୍ଗଳବାର ଓଡ଼ିଶା ଆସିବେ ମୋଦି

ଆସନ୍ତା ୧୭ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରର ଜନତା ମଇଦାନରେ ସେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏହାସହ ପ୍ରଧାନମନ୍ତ୍ରୀ ଆଉ କିଛି ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ/ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା

ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ବଢ଼ିଲା ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ରାଶି। ଦୁର୍ଘଟଣାରେ ମୃତ୍ୟୁ ହେଲେ ନିର୍ମାଣ ଶ୍ରମିକଙ୍କ ପରିବାର ଲୋକଙ୍କୁ ମିଳିବ ୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି। ସେହିପରି ସ୍ୱାଭାବିକ ମୃତ୍ୟୁ ହେଲେ ୩ ଲକ୍ଷ ଟଙ୍କାର ସହାୟତା

ଅଯୋଗ୍ୟଙ୍କଠୁ ସୁଭଦ୍ରା ଫର୍ମ ଫେରାଇ ଆଣିବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼

ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସୁଭଦ୍ରା ଫର୍ମ ଫେରାଇ ଆଣିବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବ୍ରହ୍ମଟିକିରି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଘଟଣା ଘଟିଛି। ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଦିପ୍ତିରେଖା ବଳ ବାଂଶଡ଼ା