Odia News Portal

ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ()  ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨୨ ତାରିଖ ଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ…

କଂଗ୍ରେସର ବିଫଳତା ପଦାରେ ପଡିଛି: ଜୟନ୍ତ

କେନ୍ଦ୍ରାପଡା()  ପାଟକୁରା ବିଧାନସଭା ଆସନରେ ବାଜିମାତ୍ କରିଛି ବିଜେଡି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭୯୨୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ବିଜୟ ୭୮୦୯୭ ଭୋଟ ପାଇଥିବା ବେଳେ ସାବିତ୍ରୀ ୯୬୦୧୭ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଏଠାରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି ।…

ପାଟକୁରାବାସୀଙ୍କୁ ନବୀନ ଶୁଭେଚ୍ଛା

ଭୁବନେଶ୍ବର()  ପାଟକୁରାରେ ବାଜି ମାରିଲା ବିଜେଡି ।ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭, ୯୨୦ ଭୋଟ୍ ରେ ହରାଇ ବିଜୟୀ ହୋଇଛନ୍ତି । ୧୯ ରାଉଣ୍ଡ ମଧ୍ୟରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମାତ୍ର ୨ ଟି ରାଉଣ୍ଡରେ ହିଁ ଆଗୁଆ ରହିଥିଲେ । ବାକି…

ଖୁସିରେ ଧ୍ୟାନରେ ବସିଲେ ସାରଥୀ

କଟକ()  ସାରଥୀକୁ ହାଇକୋର୍ଟରୁ ବେଲ୍ ମିଳିବା ପରେ ଆଜି ସଂଧ୍ୟା ସୁଦ୍ଧା ଜେଲରୁ ମୁକୁଳିବେ ସାରଥୀ ଓରଫ୍ ସନ୍ତୋଷ ରାଉଳ । ଜେଲରେ ୪ ବର୍ଷ ବିତାଇବା ପରେ ବାବାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ତେବେ ସାରଥୀଙ୍କ ଓକିଲ ଚୈଦ୍ୱାର ଜେଲ୍ ଆସି ତାଙ୍କ ଦସ୍ତଖତ ନେଇ କେନ୍ଦ୍ରାପଡା ଦୈରାଜର୍ଜ…

୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର() ରାଜ୍ୟର ୧୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ,…

ପାଟକୁରାବାସୀ ହେଉଛନ୍ତି ମୋର : ସାବିତ୍ରୀ

କେନ୍ଦ୍ରାପଡା()  ପାଟକୁରା ବିଧାନସଭା ଆସନରେ ବାଜିମାତ୍ କରିଛି ବିଜେଡି । ହେବିଓ୍ବେଟ୍ ନେତା ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପାଖାପାଖି ୧୮ହଜାର ଭୋଟ୍ ରେ ପରାସ୍ତ କରି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ବିଜୟୀ ହୋଇଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ମାତ୍ର…

ପାଟକୁରାବାସୀଙ୍କୁ ଧନ୍ୟବାଦ

ଭୁବନେଶ୍ୱର () ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରବାୱାଲଙ୍କ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ତିନି ପ୍ରମୁଖ ଦଳର ବିଧାୟକ । ବିଜେଡି ଏହି ବିଜୟ ପାଇଁ କୃଷିମନ୍ତ୍ରୀ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ସାଧରାଣ ନିର୍ବାଚନରେ ପାଟକୁରାରେ ବିଜେଡି 6 ହଜାର ଭୋଟ ପଛରେ…

୪ଦିନରେ ୬୪କୋଟି

ନୂଆଦିଲ୍ଲୀ()  ୪ଦିନ ମଧ୍ୟରେ ଫିଲ୍ମ ୬୪ କୋଟି ବ୍ୟବସାୟ କରିଛି ଦ ଲାୟନ କିଙ୍ଗ୍ । କେବଳ ସେତିକି ନୁହେଁ ବକ୍ସ ଅଫିସରେ ଫିଲ୍ମ ଆଭେଞ୍ଜର୍ସ ସିରିଜକୁ ଟକ୍କର ଦେଇ ୩ୟ ସ୍ଥାନରେ ରହିଛି । ତେବେ ବ୍ୟବସାୟକୁ ଦେଖି ପରିଲଖିତ ହେଉଛି କି, ପ୍ରଥମ ସପ୍ତାହରେ ପ୍ରାୟ ୮୦ କୋଟି ବ୍ୟବସାୟ କରିବ । ଭାରତରେ…

ଶେଷ ହେଲା କର୍ଣ୍ଣାଟକ ରାଜନୈତିକ ନାଟକ

ବେଙ୍ଗାଲୁରୁ() ଭାଙ୍ଗିଲା କର୍ଣ୍ଣାଟକ ସରକାର। ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭା ହୋଇଥିବା ଆସ୍ଥା ଭୋଟରେ ବହୁମତ ସାବସ୍ତ୍ୟ କରିବାରେ ବିଫଳ ହୋଇଛନ୍ତି କୁମାରସ୍ୱାମୀ । ଛଅଟି ଭୋଟରେ ହାରିଲା ମେଣ୍ଟ ସରକାର । ଏହାପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।…

ଆସନ୍ତାକାଲି କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର()  ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ କାଲି ଆନ୍ଦୋଳନ କରିବ । ନାରୀ ନିର୍ୟ୍ୟାତନା ,ନାବାଳିକା ଦୁଷ୍କର୍ମକୁ ନେଇ ଆସନ୍ତାକାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ୟ୍ୟନ୍ତ କଂଗ୍ରେସ ବକ୍ଷୋଭ ପ୍ରଦର୍ଶନ କରିବ । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ସହ…