ଅଟୋକୁ ପିଟିଲା ଟ୍ରକ୍, ଚାଲିଗଲା ମାଆ ଓ ନବଜାତ ଶିଶୁର ଜୀବନ
କେନ୍ଦ୍ରାପଡ଼ା : ଏମିତି ବି ଆସେ ମୃତ୍ୟୁ। ଦୁର୍ଘଟଣାରେ ଚାଲିଗଲା ମାଆ ଓ ନବଜାତ ଜୀବନ। ଟ୍ରକ୍-ଅଟୋ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନମ୍ବର ଜାତୀୟ ରାଜପଥ ଖମରପଡ଼ାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆଶାକର୍ମୀଙ୍କ ସହ ୪ ଆହତ ହୋଇଛନ୍ତି।…
