କଥା ରଖିଲେ, ଭୁବନେଶ୍ବର ନୁହେଁ ଆପଣଙ୍କ ଘରେ ପହଞ୍ଚିବେ ଅରୁଣ
ନୟାଗଡ଼ : ଆକ୍ସନ ମୁଡରେ ମନ୍ତ୍ରୀ । ଆଜି ଏଠାକୁ ତ କାଲି ସେଠାକୁ । ଗତକାଲି ଯାଜପୁର ବଡଚଣା ସ୍ଥିତ ବିଷ୍ଣୁ ସାମନ୍ତରାୟ କଲେଜକୁ ଅଚାନକ ଗସ୍ତ କରି ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛନକା ପୁରାଇ ଦେଇଥିବା ମନ୍ତ୍ରୀ ଡଃ ଅରୁଣ ସାହୁ ଆଜି ପୁଣି ଥରେ ନୟାଗଡ଼ ବସଷ୍ଟାଣ୍ଡ…
