କୃଷି ମନ୍ତ୍ରୀଙ୍କ ସରପ୍ରାଇଜ ଚେକ : କର୍ମଚାରୀ ଛାନିଆ
ଭୁବନେଶ୍ବର : ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ଗତକାଲି କିଷାନ କଲ୍ ସେଣ୍ଟର୍ ବୁଲିଛନ୍ତି। ଭୁବନେଶ୍ବରସ୍ଥିତ ଇମେଜ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇଥିବା ବେଳେ କ୍ୟାମ୍ପସରେ ଥିବା କିଷାନ୍…
