କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଗତକାଲି ରାତିରେ ହସ୍ପିଟାଲର ଷ୍ଟାଫ ଅନୁପମା ନାୟକଙ୍କ ହୃଦ୍ଘାତ ହୋଇଥିଲା ।
ହେଲେ ତାଙ୍କୁ ହସ୍ପିଟାଲରେ ଆଇସିୟୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କ…
