ବଢ଼ିଲା ବସ୍ ଭଡ଼ା
ଭୁବନେଶ୍ବର() ପେଟ୍ରୋଲ ଡିଜେଲ ସହ ବଢିଲା ବସ ଭଡା । ଏକ୍ସପ୍ରେସ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି । ସେହିଭଳି ଡିଲକ୍ସ, ଏସି ଡିଲକ୍ସ ବସର ପ୍ରତି କିଲୋମିଟର ପିଛା ୨ ପଇସାକୁ ବୃଦ୍ଧି କରାଯାଇଛି ।
ବସ୍ ଭଡ଼ା ପ୍ରତି କିଲୋମିଟର ୬୮ ପଇସା ଥିଲା ବେଳେ ଏବେ ୬୯…
