Odia News Portal

୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର()  ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି । ଏହି ଜିଲ୍ଲା ଗୁଡିକରେ କାଳବୈଶାଖୀ ସମ୍ଭାବନା ସହ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ…

୩ ଦିନ ପରେ ଫେରିପାରେ ମୌସୁମୀ

ଭୁବନେଶ୍ବର()   ୨୮ରୁ ପୁଣି ଫେରିବ ମୌସୁମୀ । ୩୦ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ୮ ତାରିଖରେ କେନ୍ଦୁଝର, ଭଦ୍ରକ, ଯାଜପୁର ଓ ବାଲେଶ୍ବରରେ ବର୍ଷା ହୋଇପାରେ । ୨୯ ତାରିଖ ବେଳକୁ କେନ୍ଦୁଝର, ସୁନ୍ଦରଗଡ, ଯାଜପୁର,…

ଏଣିକି ସରକାରୀ କର୍ମଚାରୀଙ୍କୁ ମିଳିବ ମାସକୁ ଦୁଇଟି ଶନିବାର ଛୁଟି

ଭୁବନେଶ୍ବର()  ଏଣିକି ଗୋଟିଏ ମାସରେ ୨ଟି ଶନିବାର ଛୁଟି ରହିବ ସରକାରୀ ଅଫିସ । ମାସର ଚତୁର୍ଥ ଶନିବାର ସରକାରୀ ଛୁଟି ନେଇ ଗତ ଜୁନ ୨୨ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଉକ୍ତ ବିଜ୍ଞପ୍ତିରେ ଅଫିସ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫.୩୦ରେ ଶେଷ ହେବ । ଆଉ ୟାରି ମଧ୍ୟରେ…

ଆରମ୍ଭରୁ ଅଚଳ ହେଲା ବିଧାନସଭା

ଭୁବନେଶ୍ବର()  ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହରେ କଂଗ୍ରେସ ହଙ୍ଗାମା କରିଛି । ବିଧାନସଭାରେ ରାଜ୍ୟପାଳ ଗଣେଶୀ ଲାଲ୍ ଅଭିଭାଷଣ ପରେ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ବିଧାୟକ । ବିରୋଧୀ ଦଳ ନେତା ଘୋଷଣା ନକରି କିପରି ବିଧାୟକ ଦଳର ନେତାଙ୍କୁ ବିରୋଧୀ ଦଳ ନେତା ବୋଲି…

ବଲିଉଡରେ ଲିଂଗ ପରିବର୍ତ୍ତନ କରିଛନ୍ତି ଏହି ସବୁ ଅଭିନେତ୍ରୀ

ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ଅଛନ୍ତି ଯିଏ ଲିଂଗ ପରିବର୍ତ୍ତନ କରାଇଛନ୍ତି। ଲିଂଗ ବଦଳାଇ ରାତା ରାତି ସେମାନେ ସଫଳତା ମଧ୍ୟ ହାସଲ କରିଛନ୍ତି। ତେବେ ଏହି ୫ ଜଣ ଫିଲ୍ମ ଷ୍ଟାରଙ୍କ ବିଷୟରେ ଜାଣନ୍ତୁ ଯିଏ ପ୍ରଥମେ ପୁରୁଷ ଥିଲେ ଓ ନାରୀ ହୋଇ ବେଶ ଲୋକପ୍ରିୟତା ଲାଭ କରିଛନ୍ତି।…

ଭାଙ୍ଗିଲା ଏସ୍‌ପି-ବିଏସ୍‌ପି ମେଣ୍ଟ

ଲକ୍ଷ୍ନୌ()   ଭାଙ୍ଗିଲା ଏସ୍ପି-ବିଏସ୍ପି ମେଣ୍ଟ । ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ବିଏସ୍ପି ମୁଖ୍ୟ ମାୟାବତୀ । ଆଗାମୀ ନିର୍ବାଚନରେ ଦଳ ଏକାକୀ ଲଢିବ ବୋଲି କହିଛନ୍ତି ମାୟାବତୀ । ଲୋକସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟିର ବ୍ୟବହାର ନେଇ ମାୟାବତୀ କ୍ଷୁବ୍ଧ ଥିଲେ । ଏହା ପରେ ମେଣ୍ଟ…

ବିହାର ଶିଶୁ ମୃତ୍ୟୁ ପାଇଁ କେନ୍ଦ୍ର ଓ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ବିହାର ଶିଶୁ ମୃତ୍ୟୁ ମାମଲାରେ ଜବାବ ମାଗିଲା ସୁପ୍ରିମକୋର୍ଟ । ବିହାରରେ ମସ୍ତିସ୍କ ଜରରେ ଶିଶୁ ମୃତ୍ୟୁ ଥମିବାର ନା ନେଉନାହିଁ । ଏପର୍ୟ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୫୦ରୁ ଅଧିକ ଟପିଲାଣି । ତେବେ ଏହି ଘଟଣା କିପରି ସମାଧାନ କରାଯିବ ତାର ବାଟ ବାହାର କରିବା ପାଇଁ ସୁପି୍ରମକୋଟ ନିଦେ୍ର୍ଧଶ…

କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର()  ୬ ଜିଲ୍ଲାକୁ ସତର୍କ ସୂଚନା ଜାରି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ମିଳିଛି । ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା,…

ଚନ୍ଦ୍ରାବାବୁ ନାଇଡୁଙ୍କୁ ଆଉ ଏକ ଝଟକା

ଅମରାବତୀ()   ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବଙ୍ଗଳା ଭାଙ୍ଗିବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଆସନ୍ତାକାଲିଠାରୁ ବିଲ୍ଡିଂ ଭାଙ୍ଗିବା କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଯିବ । ତେବେ ନିକଟରେ ଚନ୍ଦ୍ରବାବୁ ନାଇଡୁ ‘ପ୍ରଜା ବେଦିକା’କୁ…

କାହିଁକି ଇସ୍ତଫା ଦେଲେ ଆରବିଆଇ ଡେପୁଟି ଗଭର୍ଣ୍ଣର? ଜାଣନ୍ତୁ

ନୂଆଦିଲ୍ଲୀ()  ଆରବିଆଇ  ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଲେ ବିରଳ ଆଚାର୍ୟ୍ୟ । କାର୍ୟ୍ୟକାଳ ଶେଷ ହେବାର ୬ ମାସ ପୂର୍ବରୁ ଇସ୍ତଫା ଦେଇଛନ୍ତି ବିରଳ ଆଚାର୍ୟ୍ୟ । ତିନି ବର୍ଷ ପାଇଁ ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ୨୩ ଜାନୁଆରୀ ୨୦୧୭ରେ ନିଯୁକ୍ତ ହୋଇଥିଲେ ବିରଳ ଆଚାର୍ୟ୍ୟ । ସେ ଗତ ୩୦…