Odia News Portal

ଶେଷ ହେଲା ସର୍ବଦଳୀୟ ବୈଠକ

ଭୁବନେଶ୍ବର()   ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସରିଲା ସର୍ବଦଳୀୟ ବୈଠକ। ବୈଠକରେ ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର। ବୈଠକରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ବିଜେଡି ବିଧାୟକ ଜୟନାରାୟଣ ମିଶ୍ର, ପ୍ରଦୀପ୍ତ ନାଏକ, ଅର୍ଥମନ୍ତ୍ରୀ…

ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ବର()  ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୨ ପ୍ରାର୍ଥୀ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି…

ବିଧାୟକ ସରୋଜ ମେହେର ଗଲେ ଜେଲ୍

ପାଟଣାଗଡ()   ବିଧାୟକ ସରୋଜ ମେହେରଙ୍କୁ ଗିରଫ କଲା ପୋଲିସ । ପାଟଣାଗଡ ଥାନାରୁ ପାଟଣାଗଡ ଏଡିଜେ କୋର୍ଟକୁ ଗଲେ ବିଧାୟକ ସରୋଜ ମେହେର । ଜେଇଙ୍କୁ ବସଉଠ କରିବା ଘଟଣାରେ ପାଟଣାଗଡ ବିଧାୟକଙ୍କୁ ଗିରଫ କରିଛି ପୋଲିସ । ସେଠାରେ ଏଡ଼ିଜେଙ୍କ ବାସଭବନରେ ଜାମିନ ପାଇଁ ଆବେଦନ କରିଥିଲେ ବିଧାୟକ…

ଏକ ଲଜ୍ଜ୍ୟା ଘଟଣା, ୬ମାସ ଧରି ନିଜ ଝିଅ ସହ କରୁଥିଲେ ଦୁଷ୍କର୍ମ

ଯାଜପୁର ଟାଉନ : ବାପା ସାଜିଲା ସଇତାନ। ଯାଜପୁର ଜିଲା ବିଂଝାରପୁର ଥାନା ରୁଦ୍ରପୁର ଗାଁରୁ ଆସିଛି ଏଭଳି ଏକ ଲଜ୍ଜ୍ୟା ଜନକ ଘଟଣା । ନିଜ ଦେହର ଭୋକ ମେଂଟାଇବାକୁ ଶେଷରେ ନିଜ ଝିଅ ଉପରେ ନଜର ପକାଇଥିଲା ବାପା । ରୁଦ୍ରପୁର ଗାଁର ଅଭିମନ୍ୟୁ ସାମଲ । ଯିଏ ନିଜ କାମନାର ନିଆଁରେ ନିଜ ଝିଅର ଇଜ୍ଜତକୁ…

ରାଜସ୍ଥାନ, ଟେଣ୍ଟ ତଳେ ଚାପି ହୋଇ ୧୪ ମୃତ ଓ ୨୪ ଆହତ

ରାଜସ୍ଥାନର ବାଡମେରରେ ରବିବାର ଦ୍ବିପ୍ରହର ଏକ ଅଭାବନୀୟ ଘଟଣା ଘଟିଛି। ମଞ୍ଚ ଭୁଶୁଡି ଚାଲିଯାଇଛି ୧୪ ରୁ ଅଧିକ ଜୀବନ। ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ଏଭଳି ଏକ ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା…

ଏଫ୍‌ଆଇଏଚ୍‌ ସିରିଜ ଚାମ୍ପିୟନ ହେଲା ଭାରତ, ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ଗୁରୁଜିତ କୋରଙ୍କ ଦୁଇଟି ଗୋଲ ସାହାଯ୍ୟରେ ଭାରତୀୟ ମହିଳା ହକି ଟିମ ରବିବାର ଦିନ ଏଫଆଇଏଚ ୱିମେନ ସିରିଜର ଫାଇନାଲରେ ବିଜୟୀ ହୋଇଛି । ରବିବାର ଦିନ ଜାପାନକୁ ୩-୧ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ । ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଚିଲିକୁ ୪-୨ ଗୋଲରେ…

ସଚିବାଳୟରେ ବନ୍ୟା ବିପତ୍ତି ଆଟଲାସ୍‌କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରତିବର୍ଷ ବନ୍ୟା ଆସୁଛି । ଧନଜୀବନ ଓ ଜୀବିକା ନଷ୍ଟ କରୁଛି । ବନ୍ୟା ପରିଚାଳନା ଓ ଏହାର ମୁକାବିଲା ପାଇଁ ନୂଆ କରି ପ୍ରସ୍ତୁତ ହୋଇଥିବା ହୋଇଥିବା ‘ବନ୍ୟା ବିପତ୍ତି ଆଟଲାସ୍‌’ ବେଶ୍‌ ସହାୟକ ହୋଇପାରିବ । ଏହାଦ୍ୱାରା ରାଜ୍ୟର ସ୍ୱତନ୍ତ୍ର ବନ୍ୟା ବିପତ୍ତି ଅଞ୍ଚଳଗୁଡ଼ିକୁ ଚିହ୍ନଟ…

ବନ୍ଯା ପାଇଁ ସଜାଗ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ, ୮୬ଟି ଦୁର୍ବଳ ନଦୀବନ୍ଧ ଚିହ୍ନଟ

ଭୁବନେଶ୍ୱର : ଏଥର ସ୍ୱାଭାବିକ ମୌସୁମୀ ବର୍ଷା ହେବାର ସମ୍ଭାବନା ଥିଲେ ବି ବନ୍ୟା ମରୁଡି ପରିସ୍ଥିତିର ସମ୍ଭାବନାକୁ ଏଡାଇ ହେବନି । ତେଣୁ ଉଭୟ ବନ୍ୟା ଓ ମରୁଡି ପାଇଁ ସମସ୍ତେ ପ୍ରସ୍ତୁତ ରୁହ । ଏଥିସହିତ ବର୍ଷା ଋତୁ ଆରମ୍ଭ ହୋଇସାରିଥିବାରୁ ଦୁର୍ବଳ ନଦୀବନ୍ଧର ମରାମତି ସାଙ୍ଗକୁ ଯେକୌଣସି…

ସୂଚନା ଓ ଲୋକସମ୍ପର୍କ ବିଭାଗର ରଥଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଚଳିତ ବର୍ଷ ରଥଯାତ୍ରାରେ ୧୧ଟି ସୂଚନା କେନ୍ଦ୍ର କାର୍ଯ୍ୟ କରିବ । ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତୀପାଟପୁର, ସୁଭାଷ ବୋଷ ଛକ, ପାନ୍ଥ ଭବନ, ତାଳବଣିଆ ଓ ରେଳଷ୍ଟେସନ୍‌ଠାରେ ଏହି ସୂଚନା କେନ୍ଦ୍ର କାର୍ଯ୍ୟ କରିବ । ଏଠାରେ…

ରବିବାର ସନ୍ଧ୍ୟାରେ ନିଅନ୍ତୁ ଘର ପ୍ରସ୍ତୁତ ଚିକେନ ଲଲିପପର ମଜା

ରବିବାରକୁ ଖାସ କରି ସମସ୍ତେ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ଖାଲି ତରକାରୀ ଏବଂ ବିରିୟାନୀ କାହିଁକି ସନ୍ଧ୍ୟା ସମୟରେ ଯଦି ସ୍ବାଦିଷ୍ଟ ଚିକେନ୍ ଲଲିପପ୍ ଖାଇବାକୁ ମିଳିଯାଏ ତେବେ ଆଉ କଣ ଦରକାର। ତେବେ ଆପଣଙ୍କ ରବିବାର ସନ୍ଧ୍ୟାକୁ ଚଟପଟା ଏବଂ ସ୍ବାଦିଷ୍ଟ କରିବା ପାଇଁ ଆଜି ଆମେ…